Yearly Archives

2021

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଓାନ) : ହମିରପୁର ଉନ୍ନୟନ ପରିଷଦ ଓ ପିଟରଲାର୍କ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ମେଡଷ୍ଟପ ପଲୀ କ୍ଲିନିକର ସହଯୋଗରେ ହମିରପୁର ଗୋପବନ୍ଧୁ ହାଇସ୍କୁଲଠାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇନ ମହାବିଦ୍ୟାଳୟର
Read More...

‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ତିଆରି ହେବ : ସଲମାନ ଖାନ ନିଶ୍ଚିତ କଲେ

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଭଲ ଖବର ଆସିଛି । ସୁପରଷ୍ଟାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ ଖୁବ ଶୀଘ୍ର ଆସିବ । ବଲିଉଡର ସୁପରଷ୍ଟାର ସଲମାନ ଖାନ ପ୍ରକାଶ କରିଛନ୍ତି ଯେ, ଏହାର ସିକ୍ୱେଲ
Read More...

୧୧ ରାଜ୍ୟରେ ଓମିକ୍ରନ୍ ନିଜ ସ୍ଥିତି ଜାହିର୍‌ କଲା : ମାତ୍ର ୧୮ ଦିନରେ ୧୫୩ ଜଣ ସଂକ୍ରମିତ, ମହାରାଷ୍ଟ୍ରର ଅବସ୍ଥା…

ନୂଆଦିଲ୍ଲୀ : କରୋନା ଭୂତାଣୁର ନୂତନ ଭାରିଆଂଟ୍‌ ଓମିକ୍ରନ୍ ବିଶ୍ୱର ୯୦ରୁ ଅଧିକ ଦେଶରେ ପାଦ ଦେଇ ସାରିଛି । ଭାରତରେ ମଧ୍ୟ ଓମିକ୍ରନର ନୂତନ ମାମଲା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଉଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଛି । ମହାରାଷ୍ଟ୍ରରୁ ଆଉ ୬ ଜଣ ଏବଂ
Read More...

ଇମ୍ପେରିଆଲ କଲେଜରେ ଟେଲିଭିଜନ ଅଭିନେତ୍ରୀ ଆଲେଫିଆ କପାଡ଼ିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଇମ୍ପେରିଆଲ କଲେଜରେ ପାରମ୍ପରିକ ଭାବରେ ପ୍ରତିବର୍ଷ ଭଳି ଫ୍ରେଶର୍ସ ଡେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ହିନ୍ଦୀ ଟେଲିଭିଜନ ସିରିଆଲ "ବଡେ ଅଚ୍ଛେ ଲଗତେ ହେଁ -୨"ର ଅଭିନେତ୍ରୀ ଆଲେଫିଆ କପାଡ଼ିଆ ଅନ୍‌ଲାଇନ ମାଧ୍ୟମରେ ଯୋଗଦେଇ
Read More...

ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ୱିତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶିକ୍ଷା ଜିଲ୍ଲାର ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍‌ର ଜାତୀୟ ସଂହତି ଶିବିରର ଦ୍ବିତୀୟ ଦିନରେ ବିଶ୍ରା ବ୍ଳକ ଶିକ୍ଷାଧିକାରୀ ପ୍ରଜ୍ଞାପରିମିତା ଜେନାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ କ୍ୟାମ୍ପ ଫାୟାର
Read More...

ଦେଓଗାଁରେ ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁଠାରେ ପବିତ୍ର ମାର୍ଗଶିର ପୂର୍ଣ୍ଣିମୀ ତିଥିରେ ଗତକାଲି ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିବାସ କଳସ ସ୍ଥାପନ ହୋଇଥିବା ବେଳେ ଗତକାଲି ଯଜ୍ଞ
Read More...

ସୋହେଲା ପଞ୍ଚାୟତ ସମିତିର ନୂତନ ସଭାଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତିର ନବ ନିର୍ମିତ ସଭା ଗୃହ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାଗୃହରେ ସମିତିର ୯ମ ଏବଂ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଆନନ୍ଦ ନଗର ଠାରେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଆନନ୍ଦ ନଗର ଠାରେ ସ୍ୱାସ୍ଥ୍ୟ ରକ୍ଷା ଏବଂ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନାରୀ ମାନଙ୍କୁ ସେନିଟରୀ ପ୍ୟାଡ୍‌
Read More...

ମର୍ମନ୍ତୁଦ ଦୁର୍ଘଟଣା : ବାଇକ ଚାଳକ ମୄତ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ପାଟରାଣୀ ମନ୍ଦିର ନିକଟରେ ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୄତ ବ୍ୟକ୍ତି ଜଣଙ୍କ ଆତିଣ୍ଡା ଗ୍ରାମର ବୈରାଗୀ ବେହେରାଙ୍କ ପୁଅ ବଳରାମ ବେହେରା(୩୧) । ସୂଚନା ଅନୁଯାୟୀ ବଳରାମ ଆଜି ନିଜ ଆପାଚି
Read More...

ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର…

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନ ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପ ସଭାପତି ରୋହିତ କହଁରଙ୍କ ପ୍ରତ୍ୟକ୍ଷ
Read More...