Yearly Archives

2021

ମିଳିତ ମଞ୍ଚ ଡାକରାରେ ୧୭ରୁ ଜିଲ୍ଲାପାଳ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ଡାକରାରେ ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହେଉଥିବା ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲାର ଚିଟ୍‌ ଫଣ୍ଡ ଜମାକାରୀମାନେ ଜମା ରାଶି ଫେରସ୍ତ ଓ ଜମାକାରୀ ଚିହ୍ନଟ ଦାବୀରେ ବଲାଙ୍ଗିର
Read More...

କଦମପଡା ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମପଡାଠାରେ ଜାତୀୟ ଗଣିତ ଦିବସ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବୈଦିକ ଗଣିତ ସହସଂଯୋଜକ ପ୍ରଶନ୍ନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...

ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାହାକ ସଚେତନତା ପକ୍ଷ ପାଳନ ଅବସରରେ ଅଖିଳ ଭାରତୀ ଗ୍ରାହକ ପଂଚାୟତ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରି ଭାରତୀ ନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି
Read More...

ତୁଷୁରା ପୋଲିସ ଦ୍ୱାରା ୩ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ : ଗାଡ଼ି ସହ ୨୧ କେଜି ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ପୋଲିସ ଦ୍ୱାରା ୩ ଜଣ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ ହୋଇଥିବା ବେଳେ ବାଇକ୍‌ ସହ ୨୧ କେଜି ଗଂଜେଇ ଜବତ୍‌ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଆଜି ସକାଳୁ ତୁଷୁରା ପୋଲିସ ପକ୍ଷରୁ
Read More...

ପାଇକମାଲ ବ୍ଲକରେ ସଙ୍ଗୀତ ବିଦ୍ୟାଳୟ ପାଇଁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ମାଣ୍ଡୋସିଲ ଉପାୟ ସାଂସ୍କୃତିକ ଅନୁଷ୍ଠାନ ସାଧାରଣ ସମ୍ପାଦକ ଲଲିତ ଜଗତ ଦିଲ୍ଲୀକୁ ଯାଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼
Read More...

ଡ୍ରେନ ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ନିସ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି
Read More...

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟ
Read More...

ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ର ଗୀତାରାଣୀ ବେହେରାଙ୍କ ଆବାହକତ୍ୱରେ ଶ୍ରୀଅରବିନ୍ଦ ପାଠଚକ୍ର ଶୁଭାରମ୍ଭ କରାଯାଇଛି । ବିଶ୍ବନାଥ ଆଇଚଙ୍କ ସଂଯୋଜନାରେ ଆୟୋଜିତ ଏହି ପାଠଚକ୍ରରେ ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ, ଡାକ୍ତର ପ୍ରଶାନ୍ତ ପାତ୍ର ଓ ଗୋଦାବରୀଶ ପରିହାରୀ
Read More...

ମ.ରାମପୁର ପ୍ରେସ କ୍ଲବର ବନ୍ଧୁ ମିଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ପ୍ରେସ୍ କ୍ଲବର ବନ୍ଧୁ ମିଳନ ମସ୍କାଦାଣ୍ଡି ନିକଟ ଶାନ୍ତିବନଠାରେ କ୍ଲବର ସଭାପତି ପ୍ରଶାନ୍ତ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂପାଦକ ହେମନ୍ତ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ
Read More...

ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ବିଜେପିର ମଣ୍ଡଳ ସ୍ତରୀୟ ବୈଠକ ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ମ.ରାମପୁର ମଣ୍ଡଳ ସଭାପତି ପ୍ରତାପଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ.ରାମପୁର ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ସାହୁ, ଖୁସିରାମ ସାହୁ,
Read More...