Yearly Archives

2021

ଓଡିଶା ସାଂସ୍କୃତିକ ପରିଷଦ ପୁନେ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ବାହାରେ ରହୁଥିବା ଓଡିଆମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ଜାଗରଣ, ପ୍ରୋତ୍ସାହନ, ପ୍ରଚାର ପ୍ରସାର ଓ ବନ୍ଧୁତ୍ୱର ବିକାଶ ଓ ନିଃସ୍ବାର୍ଥପର ସେବା ପାଇଁ ସୃଷ୍ଟି ହୋଇଥିବା ଓଡିଶା ସାଂସ୍କୃତିକ ପରିଷଦ ପୁନେ(ପୂର୍ବ) ପକ୍ଷରୁ ବୋଇତବନ୍ଦାଣ ଉତ୍ସବ
Read More...

ମ.ରାମପୁରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁରର ଗୌଡ଼ ପଡା, କୁସୁମନଗର ପଡା, ପୋଲିସ ପଡ଼ା ଓ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାସେ କାଳ ଧରି ହାବିଶିଆଳି ମନେ ବ୍ରତ କରି ହରିହର ସାଗର ଓ ଉତେଇ ନଦୀରେ ବୁଡ଼ ପକେଇ ଥାନ୍ତି ।
Read More...

ପର୍ଦ୍ଧିଆପାଲିରେ ବିଶ୍ୱ ପାଇଖାନା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ପର୍ଦ୍ଧିଆପାଲି ଗାଁରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପାଇଖାନା ଦିବସ ଅବସରରେ ସ୍ଥାନୀୟ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା
Read More...

ଚୋରା ହାତୀ ଦାନ୍ତ ରାକେଟ ଠାବ : ୨ ହାତୀ ଦାନ୍ତ ଜବତ, ବାପ ଓ ପୁଅ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଟୁରଚି ଗାଁରେ ୨ଗୋଟି ହାତୀ ଦାନ୍ତ ଜବତ ସହ ୨ଜଣ ବାପ ଓ ପୁଅକୁ ଗିରଫ କରିଛି ବନ ବିଭାଗ । ଗିରଫ ବାପ ଓ ପୁଅ ହେଲେ ଟୁରଚି ଗାଁର ନୂଆଖାଉ ବାଗ ଓ ଚିତ୍ରସେନ ବାଗ । ଗତ ୧୭ତାରିଖ ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ
Read More...

ଚନ୍ଦ୍ରବାବୁ ନାଇଡୁ ଶପଥ ନେଲେ – ମୁଁ କ୍ଷମତାକୁ ଫେରିବା ପରେ ହିିଁ ବିଧାନସଭାରେ ପାଦ ଦେବି

ଅମରାବତୀ : ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସଭାପତି ଏନ୍‌ ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ନଆସିବା ପର୍ୟ୍ୟନ୍ତ ଆନ୍ଧ୍ରପ୍ରଦେଶ ବିଧାନସଭା ଗୃହକୁ ଆସିବେ ନାହିିଁ ବୋଲି ଶପଥ ନେଇଛନ୍ତି । ବିରୋଧୀ ଦଳର ଜଣେ ଭାବପ୍ରବଣ ନେତା ଗୃହରେ କହିଛନ୍ତି ଯେ, ଶାସକ ୱାଇଏସ୍‌ଆର୍‌ କଂଗ୍ରେସ ସଦସ୍ୟମାନେ
Read More...

ମୋଦୀ ଜୀ, ଆପଣଙ୍କ ଉଦ୍ଦେଶ୍ୟ ଏବଂ ପରିବର୍ତ୍ତିତ ମନୋଭାବକୁ ବିଶ୍ୱାସ କରିବା କଷ୍ଟକର : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ନିର୍ବାଚନରେ ​​ଆସୁଥିବା ପରାଜୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନୋଟି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଘୋଷଣା କରିବା ପରେ ଶୁକ୍ରବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ
Read More...

ଦୁଃଖର ବିଷୟ ଯେ, କୃଷି ଆଇନର ଲାଭ ବିଷୟରେ ଦେଶର କିଛି ଚାଷୀଙ୍କୁ ମନାଇବାରେ ସଫଳ ହୋଇପାରିଲୁ ନାହିଁ : ନରେନ୍ଦ୍ର ସିଂ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୃଷି ଆଇନ ପ୍ରତ୍ୟାହାର ଘୋଷଣା ଉପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ଏହି ସଂସ୍କାର ପରେ ଦେଶର କୃଷି କ୍ଷେତ୍ର ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା କରିଛନ୍ତି । ଏଥିପାଇଁ କିଛି କୃଷକ
Read More...

କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଭଜନ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ସାଉରିଆ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଭୋର ୪ଟାରେ ମହବୀର ଭଜନ ସନ୍ଧ୍ୟାର
Read More...

ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ବନ୍ଦର ନଗରୀ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ନିଡାମ୍ବର ସହକାରେ ପାଳିତ ହୋଇଯାଇଛି । ସାତ ସାଧବ ପୁଅଙ୍କୁ ସାଧବ ବୋହୁ ମାନେ ବନ୍ଦାପନା କରିବା ସହ ବୋଇତ ବ୍ୟବସାୟ ପାଇଁ ମେଲାଣୀ ଦେଇଥିବା ବେଳେ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ । ବନ୍ଦର
Read More...