Yearly Archives

2021

ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ପରିସର ଓ ବଙ୍ଗଳା ଛକରେ ଥିବା ଅମୃତ ଧାରା, ଡୁମେରପିଟା ପଂଚାୟତର ଡୁମେରପିଟା, ଚିପାକାନୀ, ସତୀଘାଟ, ଗାଈବାହାଲ ପଂଚାୟତର ସାଗରପାଲି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ସରକାରୀ ଜନ
Read More...

ଉପରଝର-ଆଠଗାଁ ରାସ୍ତା କଡ଼ରେ ବିସ୍କୁଟ ପେଟିରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର-ଆଠଗାଁ ରାସ୍ତାରେ ଏକ ନବଜାତ ଶିଶୁର ମୃତ ଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ୫ଟା ସମୟରେ ଉପରଝର ଘାଟି ନିକଟରେ ଥିବା ମହୁଲ ଗଛ ତଳେ ବିସ୍କୁଟ ପେଟି ଭିତରେ ଗୋଟିଏ ନବଜାତ ଶିଶୁ ପଡିଥିବା ସ୍ଥାନୀୟ
Read More...

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆସନ୍ତାକାଲି କନ୍ଧମାଳବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍‌ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ଏହି ଭଳି ପ୍ରୟାସ ଯୋଗୁଁ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍‌ସ୍ଥାନୀୟ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ 'କୋଶଳ ପ୍ରବାହ'ର ସଂପାଦକ ଆନଂଦ ଚଂଦ୍ର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମନୋରଂଜନ ସାହୁ ଯୋଗ ଦେଇଥିଲେ । ଏହି
Read More...

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡର ୩୨ଟି, ପୁରୀର ୪୮ଟି, ବଲାଙ୍ଗିରର ୨୪ଟି ଓ କେନ୍ଦ୍ରାପଡାର ୩୦ଟି ସ୍କୁଲ ସାମିଲ ହୋଇଥିବା ବେଳେ ଆଜି ସୁଦ୍ଧା ୮୩୮ଟି
Read More...

ଦେଓଗାଁ ଅଂଚଳରେ ଜୋର୍‌ ଧରିଛି ବେଆଇନ ସଟ୍ଟା ଖେଳ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଅଂଚଳରେ ବେଶ୍‌ ଜମୁଛି ସଟ୍ଟା କାରବାର ବୋଲି ସୂଚନା ମିଳୁଛି । କିନ୍ତୁ ଏଭଳି ଏକ ବେଆଇନ ସଟ୍ଟା ଖେଳକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଯେଭଳି ପଦକ୍ଷେପ ନିଆଯିବା କଥା, ତାହା ଦେଓଗାଁ ଅଂଚଳରେ ଦେଖିବାକୁ ମିଳୁନାହିଁ ବୋଲି ବୁଦ୍ଧିଜୀବୀମାନେ
Read More...

ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲୋକ କଳା ଗ୍ରାମ କୁମ୍ଭାରୀରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ/ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ
Read More...

ସିଦ୍ଧୁ ପାକିସ୍ତାନ ଯାଇ ଇମ୍ରାନ ଖାନଙ୍କୁ କହିଲେ ‘ବଡ ଭାଇ’, ଚର୍ଚ୍ଚା ଜୋର୍‌ ଧରିଛି : ଭିଡିଓ ସେୟାର…

ନୂଆଦିଲ୍ଲୀ : କରତାର୍‌ପୁର ସାହିବ ଗୁରୁଦ୍ୱାର ଗସ୍ତରେ ପାକିସ୍ତାନରେ ପହଞ୍ଚିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ କଥା ଉପରେ ରାଜନୀତି ମାହୋଲ୍‌ ଏବେ ତୀବ୍ର ହୋଇଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ 'ବଡ଼ ଭାଇ' ବୋଲି ସଂବୋଧନ କରିଛନ୍ତି । ଏହା ପରେ
Read More...

ଆର୍ୟ୍ୟନ୍‌ ଖାନଙ୍କ ଜାମିନ ଆଦେଶରେ ବମ୍ବେ ହାଇକୋର୍ଟ କହିଲେ, ଷଡ଼ଯନ୍ତ୍ର କିମ୍ବା ଅଭିଯୋଗ ପ୍ରମାଣିତ କରିବାକୁ କୌଣସି…

ମୁମ୍ବାଇ : ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ୟ୍ୟନ୍‌ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଆର୍ୟ୍ୟନ୍ ଖାନ କୌଣସି ପ୍ରକାର ଷଡଯନ୍ତ୍ରରେ ଜଡିତ ନୁହଁନ୍ତି । ଏହା ସହିତ କୋର୍ଟ ଜାମିନ ଆଦେଶରେ କହିଛନ୍ତି ଯେ,
Read More...

ଧର୍ମଗୁରୁ ସାଧୁ କିଶନ ସିଂଙ୍କ ବୃତ୍ତ ଚିତ୍ର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ୍‌ ଓ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଦିନିଆ ପ୍ରାର୍ଥନା ସଭା ଏବଂ ଧର୍ମଗୁରୁ ସାଧୁ କିଶନ ସିଂଙ୍କ ଜୀବନି ଉପରେ ନିର୍ମିତ ବୃତ୍ତ ଚିତ୍ର ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ
Read More...