Yearly Archives

2021

ନଦୀରୁ ବାଲି ଆଣୁଥିବା ସମୟରେ କୁଡ଼ାସିଂହା ଛକଠାରେ ବାଲି ଗାଡିକୁ ଧରିଲେ ଆର୍‌ଆଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଛକଠାରେ ବାଲି ଭର୍ତ୍ତି ଗାଡି ଆଣୁଥିବା ସମୟରେ ପଦ୍ମପୁର ଆର୍‌ଆଇ ଚାର୍ଜରେ ଥିବା ସୁନା ବାବୁ ବାଲି ଗାଡି ଅଟକାଇ ଥିଲେ । ସୂଚନା ମୁତାବକ ବାଲି ଗାଡିଟି କଂସର ବାଲି ଘାଟରୁ ଆଣୁଥିବା ସୂଚନା ମିଳିଛି
Read More...

ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ଉଦେଶ୍ୟରେ ସ୍ମୃତିସଭା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତକାଲି ନିଉଜ ୭ରେ କାର୍ଯ୍ୟରତ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଯାହାକି ରାଜ୍ୟ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ମୃଦୁଭାଷୀ, ମେଳାପୀ ଓ ଦକ୍ଷ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ ପରିଚିତ ଥିବା
Read More...

ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ : ହିତାଧିକାରୀଙ୍କ ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଲୋକଙ୍କ ପାଖରେ ରାସନ୍ କାର୍ଡ ଥିଲେ ମଧ୍ୟ ମିଳୁନାହିଁ ଚାଉଳ। ଢୋଲମାନ୍ଦଲ ଗ୍ରା:ପ: ଅନ୍ତର୍ଗତ ବଗବାହାଲ ଗାଁର ରାସନ୍ କାର୍ଡ ହିତାଧିକାରୀ ମାନେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ବିଲାସ ନାହକ ରାସନ୍ କାର୍ଡ ନଂ- ୦୫୧୪୦୭୧-୧୫୮୨, ଶୁଶିଲା
Read More...

ମୋଦୀ କ୍ୟାବିନେଟ୍ : କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଅନୁମୋଦନ, ସଂସଦ ପ୍ରକ୍ରିୟା ନଭେମ୍ବର ୨୯ରୁ ଆରମ୍ଭ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତିନୋଟି କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବ ଉପରେ ଅନ୍ତିମ ସିଲ୍ ଦିଆଯାଇଛି । ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନରେ ଏହି
Read More...

ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକ ଖାଦ୍ୟ ଯୋଜନାରୁ ରାସନ ପାଇବେ : କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ : କରୋନା ଅବଧିରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ବର୍ତ୍ତମାନ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ
Read More...

ରାସ୍ତା କଡ଼ରେ ବୁଦା ଭିତରୁ ମିଳିବା ମହିଳାଙ୍କ କଟା ମୁଣ୍ଡ : ତଦନ୍ତ ଜାରି

ବୋକାରୋ : ଝାଡଖଣ୍ଡର ଅନ୍ୟତମ ଶିଳ୍ପାଞ୍ଚଳ ବୋକାରୋର ସେକ୍ଟର -୧୨ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଥିବା ସୂଚନା ମିଳିବା ପରେ ଅଂଚଳରେ ଆତଂକ ଦେଖାଦେଇଛି। ଗ୍ରାମବାସୀମାନେ କଟା ମୁଣ୍ଡ ଦେଖି ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଂଚିଥିବା
Read More...

ଆଜିଠୁ ଦୁଇ ଦିନିଆ କାନପୁର ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜିଠୁ ଦୁଇ ଦିନିଆ ଉତ୍ତରପ୍ରଦେଶର କାନପୁର ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ନଭେମ୍ବର ୨୫ରେ ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟର
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୨୮୩ ଜଣ ନୂଆ ଆକ୍ରାନ୍ତ : ୪୩୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୨୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାର ୯୪୯ ଜଣ ସୁସ୍ଥ
Read More...

ହାତୀ ଆକ୍ରମଣର ଶିକାର ହେଲେ ବୃଦ୍ଧ

ଦେବଗଡ : ଦିନକୁ ଦିନ ହାତୀ ଉପଦ୍ରବ ବଢି ବଢି ଚାଲିଥିବା ବେଳେ ଆଜି ଦେବଗଡ ଥାନା କାଳକାଠ ଗ୍ରାମର ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧ ଜଣକ ୬୦ ବର୍ଷିୟ ଚେରୁ କିସାନ ବୋଲି ଜଣାପଡିଛି । ତେବେ ତାଙ୍କୁ ଦନ୍ତା ହାତୀଟି କଚାଡି ମାରିଦେଇଥିବା ବେଳେ
Read More...