Yearly Archives

2021

ଯଶୋବନ୍ତ ରଣା ପାଇଲେ ତିଲଜୋଡି ‘ଗୌରବ ସମ୍ମାନ-୨୦୨୧’

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ତିଲଜୋଡି ଗାଁରେ ପ୍ରତି ବର୍ଷ ଅନୁଷ୍ଠିତ ହୁଏ 'ଆମର ତିଲଜୋଡି ବାର୍ଷିକ ଉତ୍ସବ' । ଏହି ବର୍ଷ ୩ୟ ବାର୍ଷିକ ଉତ୍ସବ ପାଳନ କଲେ ତିଲଜୋଡିବାସୀ । ଏହି ବାର୍ଷିକ ଉତ୍ସବରେ ତିଲଜୋଡି ଗାଁର ୧୦ଜଣ ପ୍ରତିଭାଙ୍କୁ 'ଗାଁ ଗୌରବ ସମ୍ମାନ'ରେ
Read More...

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ଛାତ୍ରଛାତ୍ରୀଙ୍କ ରାଜଧାନୀ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ୨୦ଜଣ ଛାତ୍ରଛାତ୍ରୀମାନେ ଭାଗ ନେବେ ବୋଲି କରାଟେ
Read More...

ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ବିଜେଡି ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଦୁଇ ବିଜେଡି ମନ୍ତ୍ରୀଙ୍କୁ ଜିଲ୍ଲାର ବଲାସିଙ୍ଗାଠାରେ କଳା ପତାକା ପ୍ରଦର୍ଶନ ସହ ଅଣ୍ତା ମାଡ କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ
Read More...

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ ସଭାପତି ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧ ଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାଯାଇଛି
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଗାନ୍ଧିନଗରକୁ ହରାଇ ୟଙ୍ଗ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚରେ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ
Read More...

ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ୨୦୧୭ ମସିହାରୁ ତାଳଚେରଠାରେ ପ୍ରତିଷ୍ଠିତ ପ୍ରାଚୀନ ଲୋକନୃତ୍ୟ ସଂଘର ୪ର୍ଥ ବାର୍ଷିକ ଉତ୍ସବ ତଥା ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ପଂଚାୟତ ସମିତି ସଭାଘରଠାରେ ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ବାସସ୍ଥାନ ପାଇଁ ଗୁହାରି କରୁଛି ଭୂମିହୀନ କୃଷ୍ଣ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବଙ୍କ ପାଇଁ ମାଲ ମାଲ ଯୋଜନା ଥାଇ ମଧ୍ୟ ଏବେ ବି ବାସ ହରା ହୋଇ ବୁଲୁଛନ୍ତି ଲୋକେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ସହରରେ ।ସୂଚନା ଅନୁସାରେ ପଦ୍ମପୁର ସହରର ରଜାପଡା ୱାର୍ଡ ନମ୍ବର ୯ର କୃଷ୍ଣ ବରିହା ଭୂମିହୀନ, ଗରିବ ଖଟିଖିଆ
Read More...

ବିକାଶ କାର୍ଯ୍ୟରେ ସମର୍ପିତ ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେର ସବୁ ବେଳେ ଲୋକଙ୍କ ପାଇଁ ବିକାଶ କାର୍ଯ୍ୟରେ ସମର୍ପିତ ହୋଇ ତାଙ୍କ କାର୍ଯ୍ୟକାଳ ସମୟରେ ବୁଡାମାଲ ଗ୍ରାମ ପଞ୍ଚାୟତରେ ବହୁତ ଗୁଡ଼ିଏ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର
Read More...

ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ମହିଳା କମିଶନ
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ବିବାଦ : ମନ୍ଦିର ସମ୍ମୁଖରେ କେଶରିୟା ହିନ୍ଦୁ ବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିରରେ ଲାଗି ରହିଥିବା ନାନା ପ୍ରକାର ବିବାଦୀୟ ସ୍ଥିତି ଏବେ ସମାପ୍ତ ହେବାର ନାଁ ନେଉନାହିଁ । ବିଗତ ଦିନରେ ମନ୍ଦିରରେ ନିଆଁ ଲାଗିଯିବା ଦିନଠାରୁ ଅଘଟଣ ଲାଗି ରହିଥିବା ବେଳେ ମୁଖ୍ୟ ପୂଜକଙ୍କ ଦେହାନ୍ତ ପରେ ତାଙ୍କ ତିନି ପୁତ୍ରଙ୍କ
Read More...