Yearly Archives

2021

ପଦ୍ମପୁର ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ରାହ୍ମଣ ସମାଜର ଏକ କାର୍ୟ୍ୟକାରିଣୀ ବୈଠକ ଶାନ୍ତିନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ସାମୁହିକ ବ୍ରତ କରିବାକୁ ସ୍ଥିର ହୋଇଛି । ଯେଉଁ ଅବିଭାବକ ମାନେ ତାଙ୍କର ପୁଅ ମାନଙ୍କ ବ୍ରତ କରିବାକୁ
Read More...

ଘରଡିହ ମିଳିବା ଦାବୀରେ ଜିଲ୍ଲା ଓବିସି ଆଦିବାସୀ ଦଳିତ ସେନା ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗୃହହୀନ ପରିବାରଙ୍କୁ ପ୍ରଦାନ କରାଯାଇଥିବା ଘର ଡିହ ପଟାର ସୀମା ଚିହ୍ନଟ କରି ଦଖଲ କରିବା ଦାବୀରେ ଆଜି ଓବିଶି ଆଦିବାସୀ ଦଳିତ ସେନା ପକ୍ଷରୁ ହଜାର ହଜାର ସଂଖ୍ୟାରେ କଲେଜ ଛକରୁ ଏକ ଶୋଭା
Read More...

ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ନୈତିକତା ଏବଂ ନୈତିକ ମୂଲ୍ୟ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜର ଚେୟାରମେନ ଦିପକ ଗୋୟଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏ ଅବସରରେ ସ୍ୱାମୀ ବିଜ୍ଞାନ ଚୈତନ୍ୟ ମୁଖ୍ୟଅତିଥି ଭାବେ
Read More...

ସମାଜସେବୀ ଶ୍ରୀଧର ନାୟକଙ୍କ ପରଲୋକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାକପଡା ଗ୍ରାମର ଶ୍ରୀଧର ନାୟକ(୬୭)ଙ୍କ ନିଜସ୍ୱ ବାସଭବନରେ ରବିବାର ରାତ୍ର ଦଶ ଘଟିକା କୋଡ଼ିଏ ମିନିଟ୍ ସମୟରେ ଟିଉମର ଓ ହାର୍ଟ ଜନିତ ରୋଗରେ ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Read More...

ମୃତ ମା’ର ଶବ ପାଖରୁ ଉଦ୍ଧାର ଶିଶୁ କନ୍ୟାର ଦାୟିତ୍ୱ ଗ୍ରହଣ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡ଼ାରେ ମୃତ ମା’ର ଶବ ପାଖରେ ଦୁଇ ତିନି ଦିନ ଧରି ରହିଥିବା ନିରୀହ ୪ ବର୍ଷର ଶିଶୁ କନ୍ୟାର ସମସ୍ତ ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ସାଗରପଡ଼ାରୁ ପୋଲିସ ଓ ଚାଇଲ୍‌ଡ୍‌
Read More...

ସ୍ୱରବ୍ରହ୍ମର ଭଜନ ସଂଧ୍ୟା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ଭଜନ ସଂଧ୍ୟା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏହି ଭଜନ ସଂଧ୍ୟା ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଗୁରୁ ବିଭୂତି ପତି ଓ ଆଇନଜୀବୀ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୯ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ୨୮/୧୨/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା ସୋନପୁର,
Read More...

ତେଲିଙ୍ଗିବାଜା ପ୍ରକାଶନୀର ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତେଲିଙ୍ଗିବାଜା ପ୍ରକାଶନୀ ତରଫରୁ ପ୍ରଭାତ ନଳିନୀ ସାହୁଙ୍କ ଲିଖିତ ପୁସ୍ତକ 'ବବଲୁ ଓ ଶ୍ରୀଜଗନ୍ନାଥ' ଉଦିତନଗର ସ୍ଥିତ ପଞ୍ଚଦେବ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଲୋକାର୍ପିତ ହୋଇଯାଇଛି । ତେଲିଙ୍ଗିବାଜାର ମୁଖ୍ୟ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ଆବାହକତ୍ୱ ଓ
Read More...

ଜାଲ୍‌ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣା : ସଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଆଦିବାସୀ କଲ୍ୟାଣ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କରମତଲା ଗ୍ରୀଡ଼ରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଜାଲ୍‌ ପ୍ରମାଣ ପତ୍ର ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣାକୁ ନେଇ ଗତ ୯ ତାରିଖରେ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ଦୁଃଖର
Read More...

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ପ୍ରଥମ ସେମିଫାଇନାଲ : ୟୁଥ କ୍ଳବ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ୟୁଥ
Read More...