Yearly Archives

2021

ଚାମ୍ବର ଅଫ୍‌ କମର୍ସରେ ରେଳ ଡିଭିଜନ ପାଇଁ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରହିଛି ସଫଳ ରେଳ ଭିତ୍ତିଭୂମି । ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଜରିଆରେ ରାଜସ୍ୱର ସିଂହ ଭାଗ ଅର୍ଥାତ୍ ୭୦ପ୍ରତିଶତ ରାଜସ୍ୱ ଏହି ଅଂଚଳରୁ ଆଦାୟ ହେଉଛି । ସେହିପରି ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ରହିଛି ଆବଶ୍ୟକ ଭିତ୍ତିଭୂମି
Read More...

ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ମାସ୍କ ଓ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୧ବୃଦ୍ଧି ପାଇଛି । ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଲା ଘାତକ କରୋନା ।
Read More...

ଛତ୍ରପୁର ସହରାଞ୍ଚଳରେ ଆଶା ଦିଦିମାନେ ସକ୍ରୀୟ : ଘରେ ଘରେ ଚାଲିଛି ମାଆ ଓ ଶିଶୁଯତ୍ନର ପଦକ୍ଷେପ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ସର୍ବମୋଟ ୧୦ଜଣ ଆଶାଦିଦି ନିୟୋଜିତ ହୋଇଛନ୍ତି । ସହରାଞ୍ଚଳର ୧୪ଗୋଟି ୱାର୍ଡ ପାଇଁ ମାତ୍ର ୧୦ ଜଣ ଆଶାଦିଦି ନିୟୋଜିତ ହୋଇଥିବା ବେଳେ ଏବେ ଘରେ ଘରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ
Read More...

ବିରୋଧୀ ସାଂସଦଙ୍କ ନିଲମ୍ବନକୁ ନେଇ ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ : ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ଅଛି । ରାଜ୍ୟସଭାର ନିଲମ୍ବିତ ୧୨ ବିରୋଧୀ ସାଂସଦଙ୍କ ସହିତ କ’ଣ ହେବ, ତାହା ଆଜି ସ୍ପଷ୍ଟ ହେବ । କିନ୍ତୁ ବିରୋଧୀ କହିଛନ୍ତି ଯେ, ଏହା ଏକଛତ୍ରବାଦୀ ଶାସନ । ଗୋଟିଏ ପଟେ ଆଜି ୧୨ ଜଣ ସାଂସଦଙ୍କ ନିଲମ୍ବନ ଉପରେ ପରବର୍ତ୍ତୀ
Read More...

ଗତ ୨୪ ଘଂଟାରେ ୨୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

‘ସୁଧାର’ ସମ୍ପାଦକ ପରୀକ୍ଷିତ ଦାସଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ

ବ୍ରହ୍ମପୁର, (କେପିଏନଏସ୍‌) : ରାଉରକେଲାରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର 'ସୁଧାର'ର ସମ୍ପାଦକ ପରୀକ୍ଷିତ ଚନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ଦାସଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନ ଜଣେ
Read More...

କଂଗ୍ରେସର ଜନଜାଗରଣ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗତକାଲି ଏକ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦେଓଗାଁ ବସଷ୍ଟାଣ୍ଡରୁ ଆରମ୍ଭ କରି ଦେଓଗାଁ ବସ୍ତି ପରିକ୍ରମା କରି ଏକ ବାଇକ ରେଲିରେ ଜରାସିଂହାରେ
Read More...

ଜିଲ୍ଲା କ୍ରିକେଟ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି, ଜୟନ୍ତୀ ଯୁବକ ସଂଘ, ଉତ୍କଳ ଶାନ୍ତି କ୍ଲବ, ଗୋଡଭଗା…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦-୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ନବଜ୍ୟୋତି କ୍ଲବ, ଗୋଡଭଗା ସେଣ୍ଟ୍ରାଲ କ୍ଲବ, ଜୟନ୍ତୀ ଯୁବକ ସଂଘ ପ୍ରମୁଖ ବିଜୟୀ ହୋଇଛନ୍ତି ।
Read More...

ରାଜ୍ୟସ୍ତରୀୟ ଥାଇବକ୍ସିଙ୍ଗ ଚାମ୍ପିୟନ ସିପ୍‌ରେ ପୁରୀ ଜିଲ୍ଲା ଡେଲାଙ୍ଗ ତୃତୀୟ ସ୍ଥାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନୁଗୁଳ ତାଲେଚେର ସାଉଥ ବଲଣ୍ଡାଠାରେ ରାଜ୍ୟସ୍ତରୀୟ ଥାଇ ବକ୍ସଙ୍ଗି ଚାମ୍ପିୟନସିପ୍‌ -୨୦୨୧, ନଭେମ୍ବର-୨୭, ୨୮ ଦୁଇଦିନ ଅନୁଷ୍ଟିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲା ପକ୍ଷରୁ ଡେଲାଙ୍ଗ ସ୍ପୋର୍ଟସ ଏକାଡେମୀର ୧୯ଜଣ କ୍ରୀଡାବିତ ଅଂଶ ଗ୍ରହଣ କରି
Read More...