Yearly Archives

2021

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟମ ଦିନରେ ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଓ ଏଲଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ୍‌ ଜିଣି ପ୍ରଥିମେ ବ୍ୟାଟିଂ କରି
Read More...

କୋଭିଡ ସେବା ପାଇଁ ଏସ୍‌ସିଏସ୍ କଲେଜକୁ ଏନ୍‌ସିସି ଡ଼ିଜି ପଦକ ସମ୍ମାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ସହରରେ ଅବସ୍ଥାପିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ପକ୍ଷରୁ ବିଗତ ଦିନମାନଙ୍କରେ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ
Read More...

ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ପୋଖରୀ ସଫେଇ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ବୁଡାମାଲ ସରକାରୀ ପୋଖରୀ ପାଣି ଅତି ଖରାପ ହୋଇ ଯାଇଥିବାରୁ ତାକୁ ବ୍ଳିଚିଙ୍ଗ ପାଉଡର ଓ ଚୁନ ପକାଇ ସଫା କରାଯାଇଛି । ସୂଚନା ଅନୁସାରେ ଏହି ପୋଖରୀ ପାଣି
Read More...

ସର୍ବଭାରତୀୟ କରାଟେରେ ଟିଟିଲାଗଡ଼ ୪୬ ଓ ସଇଁନ୍ତଲା ୩ ପଦକ ହାସଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜଧାନୀ ଭୁବନେଶ୍ୱରରେ ଉତ୍କଳ କରାଟେ ସ୍କୁଲଠାରେ ସର୍ବଭାରତୀୟ କେରାଟେ ଚାମ୍ପିୟାନସିପ୍‌ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬ ଶହରୁ ଅଧିକ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତେବେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି : ହେମନ୍ତ ପଣ୍ଡା

ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ ହୀନ ରାଜନୈତିକ ଉଦ୍ଦେଶ୍ୟରାଜ୍ୟକୁ ୫ ବର୍ଷରେ ଅର୍ଥ ଆବଣ୍ଟନ ଅନୁପାତରେ ମିଳିଛି ଅଧେ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ରାଜ୍ୟମାନଙ୍କୁ ଅର୍ଥ ଆବଣ୍ଟନ ଓ ଅର୍ଥ ପ୍ରଦାନର ତଥ୍ୟକୁ ଅନୁଧ୍ୟାନ କଲେ
Read More...

ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦର ଗ୍ରା.ପ. ପତ୍ରପାଲିର ସାଂସ୍କୃତିକ ଅନୁଷ୍ଠାନ ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅବସରରେ ବହୁଚର୍ଚିତ ନାଟକ ସଂଧ୍ୟାତାରା ଅନୁଷ୍ଠିତ ଗତକାଲି ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନ
Read More...

ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରକୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ୱାରା ୧୩ ଶହ ଶତାଦ୍ଦୀରେ ନିର୍ମିତ ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ ଦିନ
Read More...

ରକ୍ଷକ ପ୍ରକଳ୍ପ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିକାଶ ସ୍କୁଲ କ୍ୟାମ୍ପସରେ ଗୁରୁବାର ଦିନ ରକ୍ଷକ ପ୍ରକଳ୍ପର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ
Read More...

ପ୍ରାଥମିକ ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଶିକ୍ଷକ ମାଧବ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ
Read More...