Daily Archives

ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ : ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଦିନିକିଆ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବଲାଙ୍ଗିରର ବିକାଶ ପାଇଁ ପ୍ରାୟ ୬ଶହ କୋଟି ଟଙ୍କା ପ୍ରକଳ୍ପର
Read More...

ପ୍ରମୋଦ ଭଗତଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶର ଗର୍ବ ଓ ଗୌରବ ବରଗଡ଼ ଜିଲ୍ଲାର ଅତାବିରା ମାଟିର ସୁନା ପୁଅ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ଓ ସମ୍ବଲପୁର ବିଭାଗ ସମ୍ପାଦକଙ୍କ ଉପସ୍ଥିତରେ ଏବିଭିପି ଅତାବିରା ନଗରର ଅଚ୍ୟୁତ
Read More...

ସୌମେନ୍ଦ୍ର ପରିଚ୍ଛା ରାଜ୍ୟ କିଶାନ କଂଗ୍ରେସ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟ କିଶାନ କଂଗ୍ରେସର ଉପାଧ୍ୟକ୍ଷ ବଲାଙ୍ଗିର କୃଷକ ମହାସଂଘର ସଭାପତି ସ୍ୱର୍ଗତ ସୁଧିର ପରିଚ୍ଛାଙ୍କ ଭାଇ ସୈାମେନ୍ଦ୍ର ପରିଚ୍ଛା (ଚଗଲା)ଙ୍କୁ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ଭାବେ ମନୋନୀତ କରାଯାଇଛି । ତାଙ୍କର
Read More...

ଆସନ୍ତା ୨୭ରେ କୃଷକ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା

ବଲାଙ୍ଗିର ଠାରେ ଜୋରଦାର ହେବ ପାଳନ, ଅଖଚକ ଦୋକାନ ବଜାର ସବୁ ହେବ ବନ୍ଦ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରାକୁ ଆସନ୍ତା ୨୭ ତାରିଖରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜୋରଦାର ଭାବେ ପାଳନ କରାଯିବା ସୂଚନା ମିଳିଛି । ନବନିର୍ମିତ ମିଳିତ କୃଷକ ସଂଗଠନର
Read More...

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନତା ଶିବିର

କଂଟାବାଞ୍ଜି, (ମନିଷ କୁମାର ହଂସ) : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରକୁ ନେଇ ଆଜି କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନତା ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୨୨/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା ସୋନପୁର,
Read More...

ମଧୁବାବୁଙ୍କ ପ୍ରତିମୂର୍ତ୍ତି ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ନୂତନ ଗୃହ ଓ ଏହି ପରିସରରେ ଥିବା ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱରା ଉଦଘାଟିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର କ୍ଷତିପୂରଣ ଦାବୀରେ ଏଆଇକେକେଏମଏସର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ହୋଇଥିବା ଲଗାଣ ବର୍ଷାରେ ଖରିଫ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ୧୯୮୦ ମସିହାଠାରୁ ଡେଲାଙ୍ଗ, କଣାଶ, ସତ୍ୟବାଦୀ, ପୁରିସଦର ଓ ବ୍ରହ୍ମଗିରି ବ୍ଲକର ହଜାର ହଜାର ଏକର ଧାନ ଜମି ଉପଯୁକ୍ତ ପାଟଣାଳୀ ଅଭାବରୁ ଜମିର
Read More...

ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ରଂଜିତା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ
Read More...

ଫଟାମୁଣ୍ଡାରେ ୩୧୫ ଜଣଙ୍କୁ କରୋନା ଟୀକା ଦିଆଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଆଜି ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଫଟାମୁଣ୍ଡାରେ ଗାଁ କଲ୍ୟାଣ ସମିତି ସହଯୋଗରେ ୩୧୫ ଜଣଙ୍କୁ କରୋନା ଟୀକା ଦିଆଗଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ କୁଞ୍ଜଳତା ନାୟକ, ନିବେଦିତା ପୁରୋହିତ, ଶ୍ରୀକାନ୍ତ ସାହୁ,
Read More...