Daily Archives

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୨ ଗିରଫ : ଦୁଇ ଫେରାର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କିଛି ଦିନ ହେବ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏବେ ପୋଲିସର ସକ୍ରିୟତା ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣିଛି । ଗତ ଦିନରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ୪୯ଟି କେନ୍ଦ୍ରରେରେ ୧୮ରୁ ଅଧିକ ନାଗରିକଙ୍କୁ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୧୬/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକର ୪୯ଟି ବ୍ୟବସ୍ଥିତ ଟୀକା
Read More...

ରାସନ କାର୍ଡରୁ ବଞ୍ଚିତ ପରିବାରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡ଼ ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମର ଜଣେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିଲେ । ସୂଚନା ଅନୁସାରେ ରାଣୀମୁଣ୍ଡା ଗ୍ରାମର ଦୁର୍ଯ୍ୟୋଧନଙ୍କୁ ବର୍ତମାନ ରାସନ କାର୍ଡ଼ ପ୍ରଦାନ କରାଯାଇଅଛି । ତାଙ୍କ ପରିପାରରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଅକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୬ରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି ।
Read More...

ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ଦ୍ୱାରା ସହାୟତା ରାଶି ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟରେ ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ହୋଇଛି । ଯାହା ଏକ ସାଧୁବାଦର ବିଷୟ ଅଟେ । ବୁଧବାର ଗଞ୍ଜାମ ଜିଲ୍ଲାର ୭ ଜଣ ଦିବଂଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ଆନୁଷ୍ଠାନିକ ଭାବେ
Read More...

ଠିକାଦାରପଡା ଦୁର୍ଗାପୂଜା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଚଳିତ ବର୍ଷ ପାଇଁ ବରିଷ୍ଠ ଆଇନଜୀବୀ ପ୍ରବିଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ସଭ୍ୟ ସହମତିରେ ଦୁର୍ଗାପୂଜା ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ କାଳିଚରଣ
Read More...

ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ରାଜ୍ୟ ଓଡିଶାରେ ଆସନ୍ନ ମରୁଡି ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଷଜମିକୁ ପାଣି ଯୋଗାଇ ଦେବା ଏବଂ ରବି ଫସଲ ଚାଷ ନିମନ୍ତେ ଚାଷୀମାନଙ୍କୁ ମାଗଣା ଓ ରିହାତିରେ ବିହନ, ସାର, ଔଷଧ, କୃଷି ଉପକରଣ ଯୋଗାଇ ଦେବା, କୃଷକ ବିରୋଧୀ ୩ଟି କଳା କୃଷି ଆଇନ ଓ
Read More...

ଜମାକାରୀ ଆନ୍ଦୋଳନ : କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବୀରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ମିଳିତ ମଂଚ ସମର୍ଥନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠକ ସଂସ୍ଥାମାନେ ସରକାରୀ ସହାୟତା ନେଇ ପ୍ରଥମେ ଜମାକାରୀଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ପ୍ରଲୋଭିତ କରି ଜମା ଟଙ୍କା ନେଇ ପରିପକ୍ୱ ରାଶି ନ ଦେଇ ଫାଙ୍କିଲେ । ସରକାର ଜମାକାରୀ ଚିହ୍ନଟ କରିବା ଓ କର୍ପସ ପାଣ୍ଠିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି
Read More...

ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା'ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧
Read More...

ପୋଲ ନିର୍ମାଣରେ ସ୍ୱଚ୍ଛତା ରହୁ : ସାଧାରଣରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ଚାରପାଲି ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ସ୍ପପ୍ନ ଥିଲା କି ଅଙ୍ଗନଦୀ ଉପରେ ଦେଉଳିଠାରେ ଏକ ପୋଲ ନିର୍ମାଣ ହେଉ । ସୂଚନା ଅନୁସାରେ ପୋଲ ନିର୍ମାଣ ହେବା ଦ୍ୱାରା ଲୋକଙ୍କୁ ୧୫ କିମି ବୁଲିକି ଯିବାକୁ ପଡିବନି । ସେମାନେ କମ୍‌ ସମୟ ମଧ୍ୟରେ
Read More...