ଅଙ୍ଗନବାଡି କେନ୍ଦ୍ର ମୁଖ୍ୟ ଫାଟକରେ ଗେଟ୍ ଦାବୀ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଥାନା ଆଗଲପୁର ବ୍ଲକ ମୂର୍ଷୁଣ୍ଢି ପଂଚାୟତ ଅଧିନ ହରଭଙ୍ଗା ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକରେ ଗେଟ ଲାଗି ନ ଥିବାରୁ ପ୍ରାକ ବିଦ୍ୟାଳୟ ଶିଶୁଗଣ ଅସୁରକ୍ଷିତ ଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପାଚେରୀ ନିର୍ମାଣ ସରିଥିଲେ ମଧ୍ୟ ଗେଟ!-->…
Read More...
Read More...