Monthly Archives

May 2021

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ହିଂସା ବନ୍ଦ କରିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅପିଲ୍‌ : ରାଜନୀତି ଅପେକ୍ଷା ମାନବ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ

କୋଲକାତା : ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ହିଂସା ବନ୍ଦ କରାଯାଉ । ଲୋକେ କୌଣସି ମଂଦ ପ୍ରୋତ୍ସାହନରେ ନଆସନ୍ତୁ । ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗ ଜଳୁଛି ବୋଲି ସେ ନିଜ ଟ୍ୱିଟରେ ଲେଖିଛନ୍ତି । ସେ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୯, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨୫୭, ଶୀର୍ଷରେ ଖୋର୍ଦ୍ଧା,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ବଲାଙ୍ଗିର ସାଂସଦଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ମା’ ପ୍ରଭା ସିଂହଙ୍କ ଆଜି ସଂଧ୍ୟା ୬ଟା ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି । ସ୍ୱର୍ଗତ ଠାକୁର ଅମର ସିଂହ(ଆଇପିଏସ୍‌)ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଭା ସିଂହଙ୍କ ରାଜସ୍ଥାନ ଜୟପୁର ସ୍ଥିତ ତାଙ୍କ
Read More...

ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ : ସାଧାରଣରେ ଆଲୋଚନା

ଛତ୍ରପୁର , (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ଜିଲ୍ଲାରେ ଦୁଇ ପ୍ରକାର ନିୟମ । ଛତ୍ରପୁର ସହରରେ ଗତକାଲି ଓ ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବାର ନିୟମ ଥିବା ବେଳେ ବ୍ରହ୍ମପୁର ମହାନଗରରେ ସୋମବାର ଓ ମଙ୍ଗଳବାର ଏହି ଦୁଇଦିନ ସନ୍ଧ୍ୟା ୬ଘଣ୍ଟା ଯାଏଁ
Read More...

ହରିଶଙ୍କର ପୀଠର କିମ୍ବଦନ୍ତୀ ଉପରେ ଡିସପ୍ଳେ ବୋର୍ଡଟି କଥା କହେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରସିଦ୍ଧ ହରିଶଙ୍କର ପୀଠ । ହରିଶଙ୍କର ମନ୍ଦିର ପାହାଡ଼ ପାଦଦେଶରେ ପ୍ରାକୃତିକ ବୃକ୍ଷରାଜି ବେଶ ମନଲୋଭା ପରିବେଶ । ଗନ୍ଧମାର୍ଦ୍ଦନ ପାହାଡ଼ ଶିଖରୁ ଝରୁଥିବା ପାପନାଶିନୀ ଝରଣା ସେଲପଥର
Read More...

ରାଜ୍ୟ ସରକାରଙ୍କ କରୋନା ଯୋଦ୍ଧା ଆଖ୍ୟା ପାଇଥିବା ସାମ୍ବାଦିକଙ୍କୁ ଇଂଜେକସନ ଦେବାକୁ ମନା କଲେ ନର୍ସ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର କାର୍ୟ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସାରିଛନ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ପାଇଁ ଆଗୁଆ କରୋନା ଟିକା ଦେବା, ଆଇସୋଲେସନ୍‌ ବ୍ୟବସ୍ଥା ଏପରି ଅନେକ ପଦକ୍ଷେପ ମାନ ଗ୍ରହଣ କରି ସାରିଛନ୍ତି
Read More...

କଟକ ସଦର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉ : ଉତ୍କଳ ବିକାଶ ପରିଷଦ

କଟକ, ( ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଂଚାୟତ ଉପକଣ୍ଠ ବ୍ରାହ୍ମଣବାଡ, ଦାମୋଦରପୁରର ୧୩, ୧୪, ୧୫ ନମ୍ବର ୱାର୍ଡରେ ଜଳସଂକଟ ଅବସ୍ଥା ଭୟାନକ ରୂପନେଇଛି । ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳବିକଳ ହେଉଥିବାର ଦେଖିବାକୁ
Read More...

ପାଇକମାଲରେ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ସକାଶେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଇକମାଲରୁ ପଦ୍ମପୁର ପଟକୁ ବିଜୁ
Read More...

ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ ଆନ୍ଦୋଳନ : ସରକାରଙ୍କ ସହ ଆଲୋଚନା ବିଫଳ

ମେ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବେବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆନ୍ଦୋଳନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେଲା । ଏହି ପରିପ୍ରେକ୍ଷୀରେ ୨୦୨୧ ଏପ୍ରିଲ ୨୭ ତାରିଖରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ଆର୍‌ ରଘୁ
Read More...