Daily Archives

ଶ୍ୟାମଳ ସୁବର୍ଣ୍ଣ ଓଡ଼ିଶାର ଚାଷୀ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା : ବାଚସ୍ପତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ଜଣାଶୁଣା । କୃଷି ଆମ ଉତ୍କଳୀୟ ସଂସ୍କୃତିର ମୂଳାଧାର । ଏହି ପରିପ୍ରେକ୍ଷୀରେ କୃଷିର ବିକାଶ, କୃଷକର ବିକାଶକୁ ମୂଳମନ୍ତ୍ର ଭାବେ ବିବେଚନା କରି କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୦୧୮ ଏପ୍ରିଲରେ ଆରମ୍ଭ ହୋଇଥିଲା
Read More...

ଦେଶରୁ କରୋନା ନିରାକରଣ ପାଇଁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମୂହ ଦୀପଦାନ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍‌ରେ ସଂଧ୍ୟା ୭ଘଟିକା ସମୟରେ ୪୨ମୌଜା ଝାରକଟା ପଂଚାୟତସ୍ଥ ପଟଣା ଗ୍ରାମରେ ଥିବା ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ସଭାପତି ଶ୍ରମିକ ନେତା ସମାଜସେବୀ ଇଂ ଅଶୋକ କୁମାର ବିଶ୍ୱାଳଙ୍କ
Read More...

ନମ୍ବର ବିହୀନ ହୁଣ୍ଡାଇ କାର୍‌ ଭିତରୁ ଏକ କ୍ୱିଣ୍ଟାଲ ଗଂଜେଇ ସହ ଗାଡି ଜବତ କଲା ପୁଲିସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନମ୍ବର ବିହୀନ ହୁଣ୍ଡାଇ କାର ଭିତରୁ ଏକ କ୍ୱିଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ କରିଛି ପୁଲିସ ବୋଲି ଖବର ମଳିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ୍‌ ହାଉସ ଆଗ ଟୋଲଗେଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ
Read More...

ଅଜବ ଘଟଣା : ବିନା କିଣା ବିକାରେ ମିଥ୍ୟା ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଲ ଗ୍ରାମରେ ଆଜକୁ ୩୦ବର୍ଷ ପୂର୍ବେ ଏକ ଅଜବ ଘଟଣାର ବିବରଣୀ ଶୁଣିବାକୁ ମିଳୁଛି । ଏହି ବିଷୟରେ ତପିସା ନାମ୍ନୀ ଆଦିବାସୀ ମହିଳା ତପିସା ଭୋଇ ପ୍ରଶାସନର ଆଶ୍ରୟ ନେବା ସତ୍ତ୍ବେ କୌଣସି ଫଳ ମିଳିନି । ଏହି
Read More...

ଡାକ୍ତର ବାଚସ୍ପତି ଦାସ ସମର୍ଥକଙ୍କ ମାରିଦେବାର ଧମକ ପରେ ଥାନାରେ ଏତଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡାକ୍ତର ବାଚସ୍ପତି ଦାସ ଜଣେ ପ୍ରସୂତୀ ମହିଳାଙ୍କର ପ୍ରସୂତୀ କରିବା ପାଇଁ କୋଡିଏ ହଜାର ଲାଞ୍ଚ ଦାବୀ କରି ମୁଲଚାଳ ପରେ ପାଞ୍ଚ ହଜାରରେ ଛିଣ୍ଡିଥିଲା । ଡାକ୍ତର ଟଙ୍କା ଲାଞ୍ଚ ନେବାର ଭିଡ଼ିଓ କେମେରାରେ କଏଦ
Read More...

ଅନ୍ଧ ବିଶ୍ୱାସ : ଗୁଣିଆ କଥାରେ ପଡି ମୃତ ଶିଶୁ ସନ୍ତାନ ବଞ୍ଚିଯିବ ବୋଲି ଭାବୁଛି ମା’

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଲାଣି ଏବେ ବି ଆଧୁନିକ ସମାଜରେ ଅନ୍ଧ ବିଶ୍ୱାସ ଲୋକଙ୍କ ମନରେ ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୦ ମାସିଆ ପୁଅର ମୃତ୍ୟୁ ୧୮ ଘଣ୍ଟାରୁ ଅଧିକ ସମୟ
Read More...

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି

କୋଲକତା : ରାତି ଅଧିଆ ଫେରାଇ ନେଲା ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର । ଅଲପନ୍‌ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗକୁ ପଠାଯାଇଛି । ତୁରନ୍ତ ଏହି ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ କୁହାଯାଇଛି । ମେ’
Read More...

ଜୁନ୍ ୧ରୁ ପୁଣି ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ : ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ୧ରୁ ଘରୋଇ ବିମାନ ଭଡା ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ଦ୍ୱିତୀୟ ଲହର ସମୟରେ ବିମାନଯାତ୍ରା ଲୋକେ କମ୍ କରୁଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସର ନେଟୱାର୍କ କାପାସିଟି
Read More...

ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଧାନ ବିକ୍ରି ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ସମୀକ୍ଷ ବୈଠକ ଡାକନ୍ତୁ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣା ବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନ ପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି
Read More...

ସୀତାରାମ ଫାଉଣ୍ଡେସନର ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌
Read More...