Monthly Archives

January 2021

ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ କୁଷ୍ଟାଶ୍ରମଠାରେ ଖାଦ୍ୟ ଓ କପଡା ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ ଆଜି ମକର ସଂକ୍ରାନ୍ତୀ ଅବସରରେ ବରଗଡ଼ ସ୍ଥିତ ପାଣ୍ଡରୀପଥର କୁଷ୍ଟାଶ୍ରମ ଠାରେ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର, ପୂରୁଣା କପଡା
Read More...

ଦେଉଳି ଗ୍ରାମରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆନୁକୂଲ୍ୟରେ ମକର ମିଳନ ଦେଉଳି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଡ଼ ସରୋଜ
Read More...

ଉଠା ଦୋକାନୀ ବ୍ୟବସାୟୀଙ୍କ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ ଉଠା ଦୋକାନୀ ବ୍ୟବସାୟୀ ମାନଙ୍କୁ ନେଇ ଯାଦବ ଭବନ ଠାରେ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ଉଠା ଦେକାନୀ ବ୍ୟବସାୟୀ ସମନ୍ଧେ ସଂଗଠନ କିପରି ଆଗକୁ ଗଢାଯିବ ଓ ପ୍ରଶାସନ ସହେଯାଗରେ କିପରି ସଂଘ ଉପକାର ପାଇ
Read More...

ଭାରସାମ୍ୟ ହରାଇ ଦୁଇ ଜଣ ଯୁବକ ଗୁରୁତର, ସଇଁନ୍ତଲା ଡାକ୍ତର ଖାନରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର କଅସର ରାସ୍ତା ମଝିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ସୂଚନା ଯୋଗ୍ୟ ଯେ, କେସିଙ୍ଗା ଠାରୁ ଗୁଡ଼ଭେଲା ବ୍ଳକ ଗୋରଗୋଟ ଗ୍ରାମକୁ ଜିତେନ୍ଦ୍ର
Read More...

ଗନ୍ଧମାର୍ଦ୍ଦନ ପର୍ବତର ଗୁପ୍ତେଶ୍ୱର ପୀଠରେ ମକର ମିଳନ : ପୀଠର ବିକାଶ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶର ନୃସିଂହନାଥ ନିକଟସ୍ଥ ଗୁପ୍ତେଶ୍ୱର ପୀଠ ଠାରେ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଡିଗ୍ରୀଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବକୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

ରାଜ୍ୟସ୍ତରୀୟ ସମ୍ୱଲପୁରୀ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ଠାରେ ମନୋହର ସାଂସ୍କୃତିକ ସଂସଦ ଭେଡ଼େନ ଓ ଘାଏ ଦେଖତ ଗାଇସିଲେଟର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୩ ତାରିଖରେ ବୀର ସୁରେନ୍ଦ୍ର ସାଏ ଓ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଗାଇସିଲେଟ ଠାରେ
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ବଡଗମଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟଆଜି ଚତୁର୍ଥ ଦିନରେ ପହଂଚିଛି । ଆୟୋଜିତ ଚତୁର୍ଥ ଦିବସରେ ପୂର୍ବତନ କପିଲାଭଟା
Read More...

ପାଣିରେ ପଡି ଦୁଇ ଝିଅ ମୃତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରରେ ଅପଘଟଣ । ଟିଟିଲାଗଡ ସହର ବହିଦାର ପଡା ନାଳରେ ଦୁଇ ଶିଶୁ ପଡି ମୃତ୍ୟୁ ବରଣ କରିଛନ୍ତି । ଓକିଲ ସଞ୍ଜୀବ ପାଢ଼ୀଙ୍କ ଝିଅ ଶ୍ରଦ୍ଧା ପାଢ଼ୀ ଓ ହାଟପଦା ମଧ୍ୟରେ କିରାଣି ଦୋକନ୍ ଦେଇଥିବା ସରୋଜ ରଥଙ୍କ ଝିଅ ରାଖୀ ରଥ ଖେଳିବା ପାଇଁ ଯାଇଥିବା ସମୟରେ
Read More...

ପାକିସ୍ତାନ ସୀମାରେ ଥିବା ସାମ୍ବା ସେକ୍ଟରରେ ଆଉ ଏକ ସୁଡ଼‌ଙ୍ଗ ମିଳିଲା

ଜାମ୍ମୁ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ବିଏସଏଫ କର୍ମଚାରୀମାନେ ଆଉ ଏକ ସୁଡ଼‌ଙ୍ଗ ଠାବ କରିଛନ୍ତି । ସୀମା ସୁରକ୍ଷା ବାହିନୀ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ସହାୟତାରେ ଆତଙ୍କବାଦୀମାନେ ସୀମାରୁ ଅନୁପ୍ରବେଶ ପାଇଁ ସାମ୍ବା
Read More...

ପୋଲିସକୁ ମିଳିଲା ବଡ ସଫଳତା : ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ପୋଲିସକୁ ମିଳିଲା ବଡ ସଫଳତା ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ'ରୁମ ଚୋରୀ ଘଟଣାରେ ଅଭିଯୁ‌କ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ
Read More...