Monthly Archives

January 2021

ବଲାଙ୍ଗିର ଜିଲ୍ଲାରେ ଆଜି ୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୨ରୁ ୬ ଜଣ ଓ ୱାର୍ଡ ନଂ. ୭, ୧୧, ୧୨ ଓ ୧୪ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଦେଓଗାଁ ବ୍ଲକ
Read More...

ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ : ୧୫୨ ବର୍ଷ ପୁରୁଣା ପରମ୍ପରା ଭାଙ୍ଗିବ

ୱାଶିଂଟନ୍ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଜାନୁଆରୀ ୨୦ରେ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ । କ୍ଷମତାର ଏକ ସୁଗମ, ଶୃଙ୍ଖଳିତ ଏବଂ ନୀରବଚ୍ଛିନ୍ନ ସ୍ଥାନାନ୍ତର ନିଶ୍ଚିତ
Read More...

ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି

ବଲାଙ୍ଗିର : ବଲାଙ୍ଗିର ସହିତ ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ନିମନ୍ତେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ନିମନ୍ତେ ଆର୍ମି
Read More...

ମହାସଂଘର କଳାକାର ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳାକାର ମହାସଂଘର ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମହାସଂଘର ସଭାପତି ପ୍ରେମସାଗର ଫୌଜଦାରଙ୍କ ନେତୃତ୍ବରେ କୋଭିଡ କଟକଣା ସତ୍ତ୍ଵେ କମ୍ କଳାକାରମାନଙ୍କୁ ନେଇ ମାକ୍ସ, ସେନିଟାଏଜର ଓ ସାମାଜିକ
Read More...

ଲଦାଖ : ଭାରତ ସୀମାରେ ବୁଲୁଥିବା ଚୀନ୍ ସୈନିକକୁ ଭାରତୀୟ ସେନା ଧରିଲେ

ନୂଆଦିଲ୍ଲୀ : ଲଦାଖରୁ ଏକ ବଡ ଖବର ଆସୁଛି । ଜଣେ ଚୀନ୍ ସୈନିକ ଏଠାରେ ଭାରତୀୟ ସେନା ଦ୍ୱାରା ଧରାପଡିଛନ୍ତି। ଏହି ଚୀନ୍ ସୈନିକ ଭାରତ ସୀମାରେ ବୁଲୁଥିଲେ । ଏହି ସୈନିକ ଚୁସୁଲ ସେକ୍ଟରର ଗୁରୁଙ୍ଗ ଉପତ୍ୟକା ନିକଟରେ ଧରାପଡିଛନ୍ତି । ପଚରା ଉଚରା ବେଳେ ଏହି ଚୀନ୍ ସୈନିକ କହିଥିଲେ ଯେ ସେ ରାସ୍ତା
Read More...

କେନ୍ଦୁପତ୍ର ଶ୍ରମିକଙ୍କ ସମସ୍ୟା : ଡିଏଫଓ.ଙ୍କ ସହ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଳି, ବନ୍ଧେଇ ଶ୍ରମିକ, ମୁନ୍‌ସୀ, ଚପରାସୀ ସମସ୍ତ ସିଜିନାଲ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ପ୍ରତିନିଧି ମଣ୍ଡଳୀ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ପ୍ରତାପ କୁମାର
Read More...

ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ ରଖିଲା

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ ରଖାଯାଇଛି । ହିଂସାକୁ ପ୍ରୋତ୍ସାହିତ କରିବା ଉଦେ୍‌ଦ୍ଦଶ୍ୟରେ ଏହା କରାଯାଇଛି ବୋଲି ଟ୍ୱିଟର କହିଛି । ଟ୍ୱିଟର ଏହାର ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟରେ ହୋଇଥିବା
Read More...

ଆଜି ରାଜ୍ୟରେ ୨୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୦୬ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଟୀକା ବିଶ୍ୱକୁ ବଞ୍ଚାଇବ, ପୁଣି ଚୀନ୍‌ରୁ ନୂଆ ଭୂତାଣୁ ଆସିବ : ବ୍ରିଟିଶ ଭବିଷ୍ୟ‌ବକ୍ତାଙ୍କ ଚେତାବନୀ

ଲ‌ଣ୍ଡନ : ୨୦୨୦ ବର୍ଷ କରୋନା ଭୂତାଣୁ ଯୋଗୁଁ ହାହାକାରରେ କଟିଲା । ୧୦୦ ବର୍ଷ ପୂର୍ବେ ସ୍ପେନ୍ ଫ୍ଲୁ ପରେ ଏହା ଦୁନିଆର ସବୁଠାରୁ ଭୟଙ୍କର ମହାମାରୀ ଥିଲା, ଯାହା ସମସ୍ତଙ୍କୁ ଭୟଭୀତ କରିଥିଲା । ତଥାପି ମହାମାରୀର ସଙ୍କଟ ବିଶ୍ୱବାସୀଙ୍କଠାରୁ ଦୂରେଇ ରହିବ ନାହିଁ । ବ୍ରିଟେନ ଏବଂ ଦକ୍ଷିଣ
Read More...

ବିକମ୍‌ ଥାର୍ଡ ସେମିଷ୍ଟାର୍‌ରେ ଜେଏସ୍‌ଏମ୍‌ କଲେଜ ଛାତ୍ରୀ ବଲାଙ୍ଗିରରେ ର‍୍ୟାଙ୍କ୍‌୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍‌ ଥାର୍ଡ ସେମିଷ୍ଟାରେ ବଲାଙ୍ଗିର ଜେଏସ୍‌ଏମ୍‌ କଲେଜ ଛାତ୍ରୀ ମୋନା ଅଗ୍ରୱାଲ ଏସ୍‌ଜିପିଏ ୯.୦ ଆଣି ର‍୍ୟାଙ୍କ୍‌ ୧ରେ ବଲାଙ୍ଗିରରେ ରହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।
Read More...