ବିଜେପି ବିଧାୟକ କିରଣ ମାହେଶ୍ୱରୀ କରୋନା ଯୁଦ୍ଧରେ ହାରିଗଲେ : ମେଦାନ୍ତ ହସ୍ପିଟାଲରେ ପରଲୋକ
ନୂଆଦିଲ୍ଲୀ : ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜସ୍ଥାନର ରାଜସମନ୍ଦର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ କିରଣ ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି । ନିକଟରେ ସେ କରୋନା ପଜିଟିଭ୍ ହୋଇଥିଲେ । ଏହା ପରେ ହରିୟାଣାର ଗୁରୁଗ୍ରାମରେ ଅବସ୍ଥିତ ମେଦାନ୍ତ ହସ୍ପିଟାଲରେ!-->…
Read More...
Read More...