Daily Archives

ସହାୟତା ଅପେକ୍ଷାରେ କିଡନୀ ରୋଗୀ ଅଲେଖ ନାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଂଚାୟତ ଅଧିନ ଦୁମଦୁମି ଗ୍ରାମ ବାସିନ୍ଦା ଉଗ୍ରସେନ ନାଗଙ୍କ ପୁଅ ଅଲେଖ । ବୟସ ମାତ୍ର ୩୫ । ସ୍ତ୍ରୀ ପଦ୍ମିନୀ ଓ ଏକମାତ୍ର ୩ ବର୍ଷର ଝିଅକୁ ନେଇ ଅଲେଖଙ୍କ ସଂସାର । ତେବେ ପ୍ରାୟ ୨୦ ଦିନ ତଳେ ନଭେମ୍ବର ମାସରେ
Read More...

ପଦ୍ମପୁର ସହରରେ କେବେ ମିନି ଷ୍ଟାଡିୟମ ତିଆରି ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସବଡିବିଜନ ପଦ୍ମପୁର। କିନ୍ତୁ ପଦ୍ମପୁର ସହର ସବୁ ବେଳେ ଅବହେଳିତ। ବରଗଡ଼ରେ ଥିବା ଷ୍ଟାଡିୟମର ଉନ୍ନତି କରଣ କରା ଯାଉଛି । ବରପାଲିରେ ଗୋଟିଏ ସୁନ୍ଦର ଭାବେ ନୂତନ ମିନି ଷ୍ଟାଡିୟମ ତିଆରି ହେଲା । ଏସବୁ ଶୁଣି ଓ ଦେଖି ବହୁତ ଖୁସି ଲାଗୁଛି ।
Read More...

ଉତ୍ତର ଓଡ଼ିଶାରେ ଅନୁଭୂତ ହେଲା ଭୂକମ୍ପ

ବାଲେଶ୍ୱର : ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଖବର ଆସିଛି । ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ ୩.୯ ଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିରେ କୌଣସି
Read More...

କଙ୍ଗନା ରୌନତ‌ଙ୍କ ବଢ଼ିଲା ସମସ୍ୟା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରୌନତଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସନ୍ଧ୍ୟାରେ ମୁମ୍ବାଇ ହାଇକୋର୍ଟରେ କଙ୍ଗନା ରୌନତଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି । ଏଥିରେ କଙ୍ଗନା ରାନାୱତ ନିଜ ଟ୍ୱିଟର୍‌ ଆକାଉଣ୍ଟ ମାଧ୍ୟମରେ ଦେଶରେ କ୍ରମାଗତ ଭାବରେ ଘୃଣା ପ୍ରଚାର
Read More...

ଜିଦ୍‌ ଛାଡି ଚାଷୀଙ୍କ କଥା ଶୁଣ : କେନ୍ଦ୍ର ସରକାରଙ୍କୁ କହିଲେ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌ କହିଛନ୍ତି ଯେ, କେନ୍ଦ୍ର ଆଜି କୃଷକଙ୍କ ସହ କଥାବାର୍ତ୍ତା କରୁଥିବା ପରିସ୍ଥିତିକୁ ଆସିଛି । ଯଦି ଏହା ପୂର୍ବରୁ ହୋଇଥାନ୍ତା, ତେବେ ଆଜି ଏଭଳି ପରି‌ସ୍ଥିତି ଆସି ନଥାନ୍ତା । ଆଇନ ପ୍ରଣୟନ କରିବା ପୂର୍ବରୁ ଅକାଳି ଦଳ
Read More...

ଡାକ ବଙ୍ଗଳା ସମ୍ମୁଖରେ ଅମୃତ ଧାରା ପ୍ରକଳ୍ପରେ ମନ୍ଥର ଗତିରେ ଚାଲିଛି କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନର ଦାବୀ ପରେ ଦେଓଗାଁ ଡାକ ବଙ୍ଗଳାରେ ଏନ ଅମୃତ ଧାରା ପାନୀୟ ଜଳ ଯୋଗାଣ ପାଇଁ ବ୍ଲକ ପକ୍ଷରୁ ମଞ୍ଜର ହୋଇଛି । ମଞ୍ଜୁର ହେବାର ଦୀର୍ଘ ଦିନ ପରେ ଯଦିଓ କାମ ଆରମ୍ଭ ହୋଇଛି, ତାହା ବି ଅତି ମନ୍ଥର ଗତିରେ । ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆବଶ୍ୟକୀୟ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର ଜାଣନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଫୁଲକୋବି-୫୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଟମାଟର୍‌- ୩୦ ଟଙ୍କା, ଭେଣ୍ଡି - ୪୦ ଟଙ୍କା, ବିମ୍‌ - ୬୦ ଟଙ୍କା, କଂଚା ମଟର - ୫୦
Read More...

ସରକାର ସହ କଥାବାର୍ତ୍ତା ବିଫଳ, ଜାରି ରହିବ କୃଷକ ଆନ୍ଦୋଳନ : ଆଜି ରଣନୀତି ଉପରେ ଆଲୋଚନା

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି । ଗତକାଲି ସରକାରଙ୍କ ସହ ଚତୁର୍ଥ ରାଉଣ୍ଡ ଆଲୋଚନାରେ କୌଣସି ଠୋସ୍ ଫଳାଫଳ ମିଳି ନଥିଲା । ଆଉ ଏକ ରାଉଣ୍ଡ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କୃଷକ ସଂଗଠନଗୁଡ଼ିକ ମିଳିତ ହୋଇ ଆଗକୁ
Read More...

ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ବିଧାୟକ ପ୍ରଦୀପ ଜେଲ୍‌ ଗଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାବୀ ଜ୍ୱାଇଁ ଆକାଶ ପାଇଁ ଆଇନ ଜାଲରେ ଶେଷରେ ଛନ୍ଦି ହୋଇଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାଲିଆତି, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଏବେ ସେ ଜେଲ୍‌ରେ । ଗତକାଲି ତାଙ୍କୁ କ୍ରାଇମ୍‌ ବ୍ରାଂଚ ଉଠେଇ ନେବା ପରେ ରାଜନୀତି ଜଗତରେ ନାନା
Read More...

ବେଆଇନ ମୋରୁମ ଚୋରାଚାଲାଣ ବେଳେ ୨୦ହଜାର ଟଙ୍କା ଜରିମାନା ଆଦାୟ କଲେ ତହସିଲଦାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାରଙ୍କ ନିର୍ଦେଶ କ୍ରମେ ଦେଓଗାଁ ସୁନାଆଡ଼କି ନିକଟରେ ଥିବା ଏମଆଇପିରେ ଏକ ଜେସିବି ଓଡ଼ି୦୩ଜି ୯୭୦୬ ସାହାଯ୍ୟରେ ହାୱାଇ ଗାଡ଼ି (ଓଡି୦୩ଏନ୬୮୦୬)ରେ ମୋରୁମ ଲୋଡ଼ ହେଉଥିବା ସମୟରେ ଜରାସିଂହା ଆରଆଇ ତଥା ସୁପରଭାଇଜର ଅଧୀର ନାୟକ ଅଟକ ରଖି ତହସିଲଦାର
Read More...