Daily Archives

ବଲାଙ୍ଗିରରେ କୋଶଲୀ ଲଖିଁପୁରାନ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲକ୍ଷ୍ମୀପୁରାଣ ଗୀତିନାଟ୍ୟ ହେଉ ବା କାବ୍ୟ ସ୍ରୋତରେ ସଚେତନତାର କଥା କହି ସମାଜକୁ ସୁସଂଯୋଜିତ କରିଆସିଛି । ସେ ସମୟରେ ବଳରାମ ଦାସଙ୍କ ଲକ୍ଷ୍ମୀ ପୂରାଣ ନାରୀ ସ୍ୱାଧିନତାକୁ ଘରେ ଘରେ ପହଞ୍ଚାଇ ନାରୀମାନଙ୍କୁ ଜାଗ୍ରତ କରି ପାରିଥିଲା । ଏହା ସହ ସେଥିରେ ଜାତି
Read More...

ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଉତ୍ତର ପ୍ରଦେଶ : ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁତକ ସମ୍ପତ୍ତି କରିଦେବାକୁ ଉତ୍ତର ପ୍ରଦେଶର ମୋୖନପୁରୀ ତହସିଲ ବିକାଶ ବ୍ଳକର କିଶନିର ଚିତ୍ରୟାନ ଗାଁର ଜଣେ ବୃଦ୍ଧା ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଙ୍କ ନାଁ
Read More...

ଆମ୍ବୁଲାନ୍ସକୁ ଧକ୍କା ଦେଲା କାର୍‌ : ଘଟଣା ସ୍ଥଳରେ ଓଲ୍‌ଟି ପଡିଲା ଆମ୍ବୁଲାନ୍ସ

ସାଲେପୁର : ଏକ ଘେରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଏକ କାର୍‌ । କଟକ ଜିଲ୍ଲାର ଟାଙ୍ଗୀ ଥାନା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ରୋଗୀ ଛାଡି ଫେରୁଥିବା ବେଳେ ଗୋଟିଏ କାର୍‌ ଦ୍ରୁତଗତିରେ ଆସି ପଟି ଦେଇ ପଳାଇ ଯାଇଥିଲା କାର୍‌ । ଘଟଣା ସ୍ଥଳରେ ଆମ୍ବୁଲାନ୍ସଟି ଓଲ୍‌ଟି
Read More...

ବି‌ଶ୍ୱର ଏହି ଦେଶମାନଙ୍କ ନିଜର କୌଣସି ସୈନ୍ୟବାହିନୀ ନାହିଁ : ଜାଣନ୍ତୁ, ସୀମା ସୁରକ୍ଷା ହୁଏ କିପରି

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦେଶର ସୁରକ୍ଷା କଥା ଆସେ, ସେତେବେଳେ ଆମ ମନରେ ଦୁଇଟି ଚିତ୍ର ଉତ୍ପନ୍ନ ହୁଏ, ପ୍ରଥମେ ସେନା ଏବଂ ଦ୍ୱିତୀୟରେ ପୋଲିସ । ପୋଲିସ ଏବଂ ସେନା ପ୍ରତ୍ୟେକ ଦେଶର ସୁରକ୍ଷା ପରିଚାଳନା କରନ୍ତି । ପୋଲିସର ଦାୟି‌ତ୍ୱ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ହୋଇଥିବା ବେଳେ
Read More...

ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ମୋ ସ୍କୁଲ ଅଭିଯାନ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମ ଆଜି ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ସ୍କୁଲର ଉନ୍ନତି କଳ୍ପେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ପି. ପି .
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୯ : ବଲାଙ୍ଗିର ପୌରାଂଚଳରେ ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪ରୁ ୪, ୮ରୁ ୧, ୧୫ରୁ ୨ ଓ ୨୧ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।
Read More...

ସାବଧାନ : ବଢ଼ୁଛି ଅନ୍‌ଲାଇନ୍‌ ଠକେଇ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବ‌ର୍ତ୍ତମାନର ଡ଼ିଜିଟାଲ୍‌ ଯୁଗରେ ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ । କେତେବେଳେ ଲଟେରୀ ଫିଟିଛି ବୋଲି କଲ୍‌ ଆସୁଛି ତ' କେତେବେଳେ ଏଟିଏମ୍‌ କାର୍ଡର ବୈଧତାକୁ ନେଇ କଲ୍‌ ଆସୁଛି । ଯିଏ ସେହି କଲ୍‌ର ଚକ୍ରବ୍ୟୁହରେ ଫଶିଗଲା ତାର କ‌ଷ୍ଟ ଅର୍ଜିତ ଟ‌ଙ୍କା
Read More...

ମଣ୍ଡି ଖୋଲିବା ପରେ ଏସଏଚ୍‌ଜି ବଦଳରେ ସୋସାଇଟିକୁ ହସ୍ତାନ୍ତର ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା'କୁ ସମ୍ମାନ ଗାଁକୁ ସମ୍ମାନ, ମିଶନ ଶକ୍ତି ପରି ସରକାର ନାରୀ ସଶକ୍ତି କରଣ ଏବଂ ମହିଳାଙ୍କ ବିକାଶ ପାଇଁ ବହୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ ଚିତ୍ରମାନ ବିପରିତ ଦେଖିବାକୁ ମିଳୁଛି । ବହୁ ଜାଗାରେ ସ୍ୱୟଂ ସହାୟିକା ଗୋଷ୍ଠୀ
Read More...

କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ
Read More...

ରଜନୀକାନ୍ତ ୩୧ ଡିସେମ୍ବରରେ ପାର୍ଟି ଘୋଷଣା କରିବେ

ଚେନ୍ନାଇ : ରଜନୀକାନ୍ତ ନୂତନ ରାଜନୈତିକ ଦଳ ଆର‌ମ୍ଭ କରିବାକୁ ଯାଉଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ଏହି ନୂତନ ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, ସେ ଡିସେମ୍ବର ୩୧ ରେ ନିଜର ରାଜନୈତିକ ଦଳ
Read More...