ଆମ୍ବୁଲାନ୍ସକୁ ଧକ୍କା ଦେଲା କାର୍‌ : ଘଟଣା ସ୍ଥଳରେ ଓଲ୍‌ଟି ପଡିଲା ଆମ୍ବୁଲାନ୍ସ

ସାଲେପୁର : ଏକ ଘେରୋଇ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଏକ କାର୍‌ । କଟକ ଜିଲ୍ଲାର ଟାଙ୍ଗୀ ଥାନା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ରୋଗୀ ଛାଡି ଫେରୁଥିବା ବେଳେ ଗୋଟିଏ କାର୍‌ ଦ୍ରୁତଗତିରେ ଆସି ପଟି ଦେଇ ପଳାଇ ଯାଇଥିଲା କାର୍‌ । ଘଟଣା ସ୍ଥଳରେ ଆମ୍ବୁଲାନ୍ସଟି ଓଲ୍‌ଟି ପଡିଥିବା ବେଳେ ଚାଳକ ଚଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭାଗ୍ୟ ଭଲ, କୌଣସି ରୋଗୀ ନଥିଲେ ।

Leave A Reply

Your email address will not be published.