Monthly Archives

November 2020

ବଘଲା ନୂତନ ଖେଳ ପଡିଆ ପାଇଁ ଏକ ନଲକୂପ ଖନନ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମର ନୂତନ ଖେଳ ପଡିଆ ଉପରେ ଚନ୍ଦନଭାଟି ଅଞ୍ଚଳର ଶହ ଶହ ଖେଳାଳୀ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ କ୍ରିକେଟ, ଫୁଟବଲ ଖେଳିବାକୁ ତଥା ମର୍ଣ୍ଣିଂ ୱାକ୍ କରିବାକୁ ଲୋକେ ଯାଇଥାନ୍ତି । ହେଲେ ଏହି ପଡିଆଟି ଜଙ୍ଗଲ
Read More...

ଓଲଟିଲା ବସ୍‌, ୧୧ ଯାତ୍ରୀ ଆହତ

ଭଦ୍ରକ : ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିଥିବା ବେଳେ ୧୧ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ତ୍ରିଶୁଳପୁର ପାଖରେ ଏହି ସଡ଼କ ଦୁର୍ଘଟଣା ଘଟିଥିବା କୁହାଯାଇଛି । ଆହତଙ୍କୁ ଭଦ୍ରକ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଓ
Read More...

ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ : ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍,…

ରାୟଗଡ଼ା, (କେପିଏନ୍‌ଏସ୍‌) : ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍‌ । ଏଭଳି ‌ସ୍ଥିତିରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।
Read More...

ଯୁବ ଡୁମାଲ ସମାଜ ପକ୍ଷରୁ ମାଁ ମାହେଶ୍ଵରୀ ସେନା ସଂଗଠନ ଗଠିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ମାଁ ମାହେଶ୍ୱରୀ ସେନା ପକ୍ଷରୁ ଶନିବାର ଦିନ ସ୍ଥାନୀୟ ବଲାଙ୍ଗିର ଶାନ୍ତିପଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡୁମାଲ ସମାଜ ବହୁ ଲୋକ ଯୋଗ ଦେଇ ବଲାଙ୍ଗିର ସହରର ଯୁବ ଡୁମାଲ ଜାତି ଭାଇମାନଙ୍କୁ ନେଇ "ମାଁ ମାହେଶ୍ୱରୀ ସେନା" ସଂଗଠନ ଗଠନ
Read More...

ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଭାରତୀୟ ମୂଳ ନିବାସୀ କମଳା ହ୍ୟାରିସଙ୍କ ଉପରାଷ୍ଟ୍ରପତି ହୋଇଥିବା ନେଇ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ,
Read More...

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନ ଜିତିଲେ : କହିଲେ, ସମସ୍ତେ ସମସ୍ତଙ୍କୁ ଭଲ ପାଅ : ଟ୍ର‌ମ୍ପ ଯୁଗର…

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜୋ ବାଇଡେନ ଜିତିଲେ । ଟ୍ର‌ମ୍ପ ଯୁଗର ଅବସାନ ଘଟିଲା ଆମେରିକାରେ । ବାଇଡେ଼ନ୍‌ ବିଜୟ ଅଂକ ହାତେଇ ୨୭୯ ସଂଖ୍ୟା ଛୁଇଁଥିବା ବେଳେ ଟ୍ର‌ମ୍ପ ୨୧୪ ଅଂକରେ ସୀମିତ ରହିଛ‌ନ୍ତି । ‌ହ୍ୱାଇଟ ହାଉସ୍‌ର ‌ଦ୍ୱାର ଉନ୍ମୁକ୍ତ ହେଲା ବାଇଡେ଼ନ‌ଙ୍କ ପାଇଁ
Read More...

ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି : ରୋଗୀ ସେବା ଠପ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଆୟୁର୍ବେଦ ଚିକିତ୍ସାଳୟରେ ଡାକ୍ତର ରବିଶଙ୍କର ବାବୁ ତା.୪.୧୨.୨୦୧୫ ରୁ ତା.୩୦.୧୦.୨୦୨୦ ଦୀର୍ଘ ପାଞ୍ଚ ବର୍ଷ ଧରି ରୋଗୀମାନଙ୍କ ସେବା କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ଗତ ୩୦ ତାରିଖରେ ତାଙ୍କୁ ଅବସରକାଳୀନ ବିଦାୟ
Read More...

ପତ୍ରାପାଲିର ଦୁଲଣା ରେଗାଡଙ୍କୁ ସହାୟତାର ହାତ ବଢାଇଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ରୁହନ୍ତି ଦୁଲଣା ରେଗାଡ । ତାଙ୍କର ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସ୍ବାମୀ ପରିତ୍ୟକ୍ତ ତଥା କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ ତିନୋଟି
Read More...

ଚଳନ୍ତା କାର୍‌ ହୁ ହୁ ହୋଇ ଜଳିଗଲା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଟ୍ରାଫିକ୍‌ ଛକରେ ଏକ ଚଳନ୍ତା କାର୍‌ ହୁ ହୁ ହୋଇ ଜଳି ଯାଇଥିବା ସୂଚନା ମିଳିଛି । ଅଳ୍ପକେ କାର୍‌ ଚାଳକ ବଂଚି ଯାଇଥିବା କୁହାଯାଇଛି । ଗାଡ଼ି ନଂ.ଓଆର୍‌୧୭ଏ-୨୯୩୦ ହୋଇଥିବା ବେଳେ ମାରୁତି-୮୦୦ରେ ଚାଳୁଥିବା ବେଳେ ଲାଗି ଯାଇଛି ନିଆଁ । ତେବେ
Read More...

ଏବିଭିପି ପକ୍ଷରୁ ବିକ୍ଷୋଭ : ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା

ଫୁଲବାଣୀ : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କରି କନ୍ଧମାଳ ଏବିଭିପି ବିକ୍ଷୋଭ ପ୍ରଦର୍ଶନ କରିଛି । ଅର୍ଣ୍ଣବଙ୍କୁ ଅଗଣତାନ୍ତ୍ରିକ ଗିରଫ ଓ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଜିଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଆଜି ଜିଲାପାଳଙ୍କ
Read More...