Monthly Archives

November 2020

ବଲାଙ୍ଗିର ପ୍ରଥମ ଫ୍ଲଡ୍‌ ଲାଇଟ୍‌ ଭଲି ବଲ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଅପରାହ୍ନ ୪.୩୦ ସମୟରେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ହରିନାରାୟଣ ପୁଜାରୀଙ୍କ କରକମଳରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ପରିସରରେ ଫ୍ଲଡ୍‌ ଲାଇଟ୍‌ ଖେଳ ପଡିଆ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ୬ ଗୋଟି ଦଳକୁ ନେଇ
Read More...

ବାଧିତଜନବଂଧୁ ପ୍ରଭାକର ରଥଙ୍କ ବଂଶାବଳୀ ବିମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବ ଠାରେ ପ୍ରଭାକର ରଥ ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ପ୍ରଭାକର ରଥଙ୍କ ବଂଶାବଳୀ ଶିକ୍ଷାବିତ୍‌ ରଘୁନାଥ ମିଶ୍ରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିମୋଚନ ହୋଇଯାଇଛି । ଏହି ପାର୍ବଣରେ ତାଙ୍କ ବଂଶର ବର୍ଷିୟାନ
Read More...

୫ ଦିନ ହେଲା ତୁରେକେଲା ଥାନା ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ : ଚାଷୀଙ୍କ ଫସଲ ନଷ୍ଟ : ହାତୀ କରିଡର କରିବା ପାଇଁ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,
Read More...

ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ତେନ୍ତୁଳିଖୁଣ୍ଟି କୁରେବିଅର ଫିଲ୍ଡରେ ବେହେରା ଟାଇଗର କମିଟି ଦ୍ବାରା ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି କାର୍ୟ୍ୟକାରୀ ସଦସ୍ୟ ସଞ୍ଜୟ
Read More...

ୱେସ୍କୋରେ ଏସ୍‌ଟି ଏସ୍‌ସିଙ୍କ ନିଯୁକ୍ତି ଓ ପଦୋନ୍ନତି ସକାଶେ ୩୯ ପ୍ରତିଶତ ସଂରକ୍ଷଣ ଲାଗୁ ଦାବୀରେ ଆନ୍ଦୋଳନ ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପାୱାର ହାଉସ ଠାରେ ୱେସ୍କୋ ୟୁଟିଲିଟି ଏସ୍‌ସି ଏସ୍‌ଟି ଏମ୍ଲଇଜ୍‌ ୱେଲଫେୟାର ଏସୋସିଏସନର ବଲାଙ୍ଗିର ସର୍କଲ ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନର ସଭାପତି ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୱେସ୍କୋ
Read More...

ମଣ୍ଡିର ଭିତ୍ତିଭୂମିକୁ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ : ସଇଁନ୍ତଲା ବ୍ଳକକୁ ଅଚାନକ ଗସ୍ତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ମଣ୍ଡି ଆରମ୍ଭ ହେବାକୁ ଯାଉଛି । ତେବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସଇଁନ୍ତଲା ବ୍ଳକକୁ ଅଚାନକ ଗସ୍ତ କରିଥିଲେ । କିନ୍ତୁ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଦେଖି ଛାନିଆ ହୋଇ ପଡିଥିଲେ । ତେବେ ସଇଁନ୍ତଲା ସମବାୟ
Read More...

ଆଜିକୁ ୬ ମାସ ହୋଇଗଲା ନଳକୂପ ଅଚଳ ହୋଇଥିବାରୁ ବିଲରୁ ଗାତ ଖୋଳି ପାଣି ପିଉଛନ୍ତି ଗ୍ରାମବାସୀ

ଆଗଲପୁର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଚନ୍ଦ୍ରାବାହାଲ ଗ୍ରାମର ସାମାନ୍ୟ କିଛି ଦୂରରେ ୮ଟି ଶବର ପରିବାର ବସବାସ କରୁଛନ୍ତି । ତାଙ୍‌ଙ୍କ ବସତି ଭିତରେ ରହିଥିବା ନଳକୂପ ଦୀର୍ଘ ୬ ମାସ ହୋଇଗଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ୮ଟି ଶବର ପରିବାର
Read More...

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମବାର୍ଷିକୀ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀମତୀ ପଦ୍ମୀନି ଦିଆନ, ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,
Read More...

ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଶୀତ ଋତୁର ଆଗମନରେ ଆଜି ପ୍ରଥମ ପର୍ୟ୍ୟାୟରେ ଆଗଲପୁର ଓ ଝାରବନ୍ଦଲି ଗ୍ରାମରେ ଥିବା ଅନେକ ଗରିବ ଅସହାୟ ଅବସ୍ଥାରେ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଗୋଟିଏ ଗୋଟିଏ
Read More...

ଇମ୍ରାନ‌ଙ୍କ ମନ୍ତ୍ରୀ ସେୟାର କରିଛନ୍ତି ମିଥ୍ୟା ଖବର : ଫ୍ରାନ୍ସ କଲା ପର୍ଦ୍ଦାଫାଶ

ଇସଲାମାବାଦ : ଦୀର୍ଘ ଦିନ ଧରି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁସଲମାନ ଦେଶଗୁଡିକର ଟାର୍ଗେଟରେ ରହି ଆସିଛନ୍ତି । ମାକ୍ରୋନ୍ ଫ୍ରାନ୍ସରେ 'ଇସଲାମିକ୍ ବିଚ୍ଛିନ୍ନତାବାଦ'କୁ ସଂକଟ ବୋଲି କହି ଆସୁଛନ୍ତି ଏବଂ ଏଥିପାଇଁ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ତେବେ
Read More...