Monthly Archives

November 2020

ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ଦେହାନ୍ତ ହୋଇଯାଇଛି । ଗତମାସରେ କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ । ତେବେ ବୁଧବାର ଭୋର୍‌ରେ ତାଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଶରୀରର ଏକାଧିକ ଅଂଶ
Read More...

ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଚୋରି

ଅନଗୁଳ : ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଗତ ମଧ୍ୟରାତ୍ରିରେ ଚୋରି ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ କିଛି ନଗଦ ଅର୍ଥ ଚୋରାଇ ନେଇଥିବା ବେଳେ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିରୁ ନଗଦ ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଥିବା ପୂଜକ ଅନୁମାନ କରି
Read More...

ନିଷ୍ଠା ପରିବାର ଦ୍ୱାରା ପୁଣି ଅଲୋଡା ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମା’ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ, ଜଣେ ୬୫ ବର୍ଷର ବୃଦ୍ଧା ତାଙ୍କ ପଡାର ରୋଡ ସାଇଟରେ ଦୀର୍ଘ ପାଞ୍ଚ ଦିନ ଧରି ଅଛନ୍ତି । ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ । ବୁଝାବୁଝି କଲା ପରେ ଜଣାପଡ଼ିଥିଲା ଯେ ମାଉସୀଙ୍କ ନାଁ
Read More...

ଖାଦ୍ୟ ଖାଇବା ପରେ ପେଟର ଭାରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ପ୍ରାୟତଃ ଖାଦ୍ୟ ଖାଇବା ପରେ ପେଟ ଟିକେ ଭାରି ଭାରି ଅନୁଭବ କରନ୍ତି । ମଧ୍ୟାହ୍ନ ଭୋଜନ ପରେ କିମ୍ବା ରାତ୍ରୀ ଭୋଜନ ପରେ ଅଧିକାଂଶ ଲୋକଙ୍କ ସହିତ ଏମିତି ହୁଏ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଭରପୂର ଭୋଜନ ଏକାସଂଗେ ଖାଇବା । ଏହି କାରଣରୁ, ଡାକ୍ତରମାନେ ଲୋକଙ୍କୁ ପରାମର୍ଶ
Read More...

ରାଜ୍ୟ ସରକାରଙ୍କ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ କାର୍ତ୍ତିକ ପୂର୍ଣ୍ଣିମା ବୁଡ଼ ପକାଇବା ପାଇଁ ତଥା ଡଙ୍ଗା ଭସା ପାଇଁ ନଦୀ ପୋଖରୀରେ ବେଶ୍‌ ଭିଡ଼ ଲାଗେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାମୁହିକ ସ୍ନାନ ଉପରେ
Read More...

ଗୋଳାବାରୁଦ କାରଖାନା ଆଗରେ ଭିଆଇପି ତରଫରୁ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ଗେଟ୍‌ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି) ସଭାପତି ଡ଼. ବିପିନ କୁଶୁଳିଆଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା । ତେବେ ଅନ୍ୟ
Read More...

ସୁବର୍ଣ୍ଣପୁରରେ କୃଷକ ମେଳା-୨୦୨୦ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ କୃଷକ ମେଳା-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆୟୋଜନରେ ଅନୁଷ୍ଠିତ ରବି କୃଷକ ମେଳା ସହ କୃଷକ-ବୈଜ୍ଞାନିକ
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା
Read More...

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ପଦ୍ମପୁର ଗ‌ସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ମଙ୍ଗଳବାର ଦିନିକିଆ ପଦ୍ମପୁର ଗ‌ସ୍ତରେ ଆସି ପାଇକମାଲ ସ୍ଥିତ କସ୍ତୁରିବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ
Read More...

ସାଧାରଣ ଭକ୍ତଙ୍କ ପାଇଁ ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର କରୋନା କଟକଣା ଯୋଗୁଁ ସାଧାରଣ ଭ‌କ୍ତ‌ଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭକ୍ତ‌ଙ୍କ ମନରେ ଉଦାସୀନତା ଲାଗି ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ପ୍ରେମୀ ଚାହିଁ ରହିଛ‌ନ୍ତି । ଏତିକି ବେଳେ ଆଜି ଏକ ଖବର ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱ‌ସ୍ତ କରିଛି । ସୂଚନା ଅନୁସାରେ
Read More...