Monthly Archives

November 2020

ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପାଇଁ ବଲାଙ୍ଗିର ମାଟିର ଯୁବକ ମନୋନୀତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ବାଦୀମୁଣ୍ଡା ଗ୍ରାମର ରାଜୀବ କୁମାର ତ୍ରିପାଠୀ (ଚୀନୁ) । ଏସିଆ ମହାଦେଶର ସର୍ବପୁରାତନ ଓ ଶ୍ରେଷ୍ଠ ମିଡ଼ିଆ ତଥା ଗବେଷଣା ଅନୁଷ୍ଠାନ, ଭାରତୀୟ ଜନସଂଚାର ସଂସ୍ଥାନ, ଆଇଆଇଏମ୍‌ସି ଦିଲ୍ଲୀର ଆଞ୍ଚଳିକ କ୍ୟାମ୍ପସ ଢେଙ୍କାନାଳରେ
Read More...

ଅମଲିପାଲିରେ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ - ୭ ଅମଲିପାଲି ଠାରେ ଏକ ମାଇକ୍ରୋ ଏକଟିଭିଟି ସେଣ୍ଟର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ
Read More...

ଧାନ ବିକ୍ରି ଆରମ୍ଭରୁ ଚାଷୀ ଅସନ୍ତୋଷ : କଟ୍‌ନି-ଛଟ୍‌ନି ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ ଜାରି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକ ଧୁମାଭଟା ମଣ୍ଡିରେ କଟନି-ଛଟନି ପ୍ରକ୍ରିୟା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖାଯାଉଛି । ଏଫ୍‌ଏକ୍ୟୁ ନାଁରେ ଚାଷୀମାନଙ୍କୁ ଶୋଷଣ ଲୁଟ୍ କରୁଥିବା କଥା ସାମ୍ନାକୁ ଆସିଛି । ଆଜି ସକାଳୁ ସକାଳୁ ମଣ୍ଡିରେ ଚାଷୀ ଆଣି ଧାନ ପକେଇଥିଲେ
Read More...

ନବମ ଶ୍ରାଦ୍ଧ ସମାରୋହ ଅବସରରେ ପ୍ରଫେସର ନାରାୟଣ ପୃଷେଠଙ୍କ ଗଳ୍ପ ସଂକଳନ ‘ହଳଦୀ ବସନ୍ତ’ ଲୋକାର୍ପିତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଏକ ନିର୍ଦ୍ଦିଷ୍ଟ ସମୟକୁ ଜାଣିବା ପାଇଁ ଲୋଡା ସେହି ସମୟରେ ସୃଷ୍ଟି ହୋଇଥିବା ସାହିତ୍ୟର ଅଧ୍ୟୟନ । ସମୟର ସ୍ଵରକୁ ଲିପିବଦ୍ଧ କରିଥିବା ସାହିତ୍ୟ ଯେତେବେଳେ ପାଠକର ସମୟ ସହ ସମତାଳରେ ପ୍ରବାହିତ ହୁଏ, ସେତେବେଳେ ସେହି ସାହିତ୍ୟ ହୁଏ ସର୍ବକାଳର । ପ୍ରଫେସର
Read More...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ କଳାହାଣ୍ଡି ଛାତ୍ରଛାତ୍ରୀଙ୍କ ସଫଳତା

କଳାହାଣ୍ଡି, (ପି.କେ.ସାହୁ) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ପ୍ରବେଶିକା ପରୀକ୍ଷା ୨୦୨୦ ରେ କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଶିକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ତଥା ବର୍ତ୍ତମାନର କଳାହାଣ୍ଡି ବିଶ୍ବବିଦ୍ୟାଳୟରୁ ଉଭୟ
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନରେ ବରଗଡ଼ ପୌର ପରିଷଦ ବିଫଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ମଇଳା ଆବର୍ଜନାର ପାହାଡ଼ ତାହା ପୁଣି ୪୦ ଫୁଟ ଉଚ୍ଚ ! ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ସତ । ବରଗଡ ପୋୖର ପରିଷଦ ଅଧୀନରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନାମୟ ହୋଇ ସାରିଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡରେ ନିଆଁ
Read More...

ଝିଟିକି ଡାକ୍ତରଖାନାରେ ଡାକ୍ତର ରହୁ ନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଝିଟିକି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନଥିବା ଅଭିଯୋଗ ହୋଇଛି । ଝିଟିକି ଏକ ଉପାନ୍ତ ଓ ଆଦିବାସୀ ଗ୍ରାମ ବହୁଳ ଜନ ବସତି ଅଟେ । ଏହି ଡାକ୍ତରଖାନାରେ ଆଖପାଖ ଅଞ୍ଚଳରେ ଲୋକେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ : ସଇଁନ୍ତଲା ବ୍ଲକ୍‌ ଓ ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୯ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରହିଥିବା ବେଳେ ସଇଁନ୍ତଲା ବ୍ଲକ୍‌ ଓ ପାଟଣାଗଡ଼ ଏନ୍‌ଏସି ଅଂଚଳରେ ୯ ଜଣ ଲେଖାଏଁ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ବଲାଙ୍ଗିର
Read More...

ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଲୋକ ଉନ୍ନତି ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବରେ ଏମବିକେ ମମତା ତାଣ୍ଡି ଯୋଗ ଦେଇ ଥିବାବେଳେ ସୁଦାମ ନାଗ, ବ୍ଳକ ଲୋକ ଉନ୍ନତି ସଙ୍ଗଠନ
Read More...

ଦେଓଗାଁ ବ୍ଲକ୍‌ରେ ହେବ ମେଗା ଜଳ ଯୋଗାଣ ପ୍ରକଳ୍ପ ଓ ସୋନଗଡ ନଦୀରେ ନିର୍ମାଣ ହେବ ବ୍ୟାରେଜ : କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇ ଥିବା ଡିପିଆର ସମ୍ପର୍କରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମୁଖମନ୍ତ୍ରୀଙ୍କୁ ଚିଠି
Read More...