Monthly Archives

November 2020

ମହା ଧାରଣା : କୃଷକମାନ‌ଙ୍କ ଦିଲ୍ଲୀ ଯାତ୍ରା : ସୀମା ସିଲ୍, ହରିୟାଣା ଏବଂ ୟୁପି ଯିବନାହିଁ ଦିଲ୍ଲୀ ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ : ଆଜି ପଞ୍ଜାବ ଏବଂ ହରିୟାଣାର କୃଷକମାନେ କୃଷି ଆଇନକୁ ବିରୋଧ କରିବାକୁ ଯାଉଛନ୍ତି । ଏଥିପାଇଁ ଶହ ଶହ କୃଷକ ଟ୍ରାକ୍ଟର ଏବଂ ଟ୍ରକ୍‌ରେ ଦିଲ୍ଲୀ ଯାତ୍ରା କରୁଛନ୍ତି ।କୃଷକମାନେ କେନ୍ଦ୍ର ଦ୍ୱାରା ନିକଟରେ ପାସ ହୋଇଥିବା କୃଷି ଆଇନକୁ ଦୃଢ଼ ବିରୋଧ କରୁଛନ୍ତି । ଭାରତୀୟ କୃଷକ ସଂଘ
Read More...

ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ଜଳିଗଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ରାସ୍ତା ଉପରେ ପାର୍କିଂ ହୋଇଥିବା କାର୍ ହଠାତ୍‌ ନିଆଁ ଲାଗି ଜଳି ଯାଇଥିବା ଦେଖିବାକୁ ମିଳିଛି । ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏହି ଘଟଣା ଘଟିଥିବା ଜରାପଡ଼ିଛି । । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା
Read More...

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ନିଜ ଇଚ୍ଛାରେ ଯେକୌଣସି ଲୋକ ସହ ରହିପାରିବେ ମହିଳା

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଲଭ୍‌ ଜିହାଦ୍‌ ଓ ଅନ୍ୟ ଧର୍ମରେ ବିବାହକୁ ନେଇ ବିତର୍କ ଚାଲିଥିବା ବେଳେ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସାମ୍‌ମ୍ନାକୁ ଆସିଛି । ଜଣେ ପ୍ରାପ୍ତ ବୟସ୍କ ମହିଳା ବା ଯୁବତୀ ନିଜ ଇଚ୍ଛା ଅନୁସାରେ ଯେକୌଣସି ଲୋକ ସହ ଓ ଯେକୌଣସି ସ୍ଥାନରେ ରହିପାରିବେ। ଏଥିରେ
Read More...

ବାତ୍ୟା ‘ନିଭାର’ ଭୟଙ୍କର ରୂପ ଧାରଣ କଲା : ଛୁଇଁଲା ସ୍ଥଳଭାଗ

ଚେନ୍ନାଇ : ଶକ୍ତିଶାଳୀ ବାତ୍ୟା 'ନିଭାର' ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଥିବା ସୂଚନା ମିଳିଛି। ତାମିଲନାଡୁର ମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ କରିଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ
Read More...

ଜଗାକୁ ଛାଡ଼ି ଚାଲିଗଲା କାଳିଆ

କଟକ : ଶେଷରେ ଜଗାକୁ ଛାଡ଼ି ଚାଲିଗଲା କାଳିଆ । କଟକ ଏସସିବିରେ କାଳିଆର ଦେହାନ୍‌ନ୍ତ ହୋଇଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ଭିତରୁ କାଳିଆର ମୃତ୍ୟୁ ହୋଇଛି । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ନେଇ ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା
Read More...

ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।ଏହି ସେବାକେନ୍ଦ୍ର ଖୋଲାଯିବା ଦ୍ବାରା ଅଞ୍ଚଳର ମା' ମାନେ ବହୁତ ସୁବିଧା ପାଇପାରିବେ । ନିଜର ଟଙ୍କା ଉଠାଣ ପାଇଁ ଏଠାରେ କୈାଣସି ପ୍ରକାର ପଇସା କଟିବ
Read More...

ମୁନୁଷ୍‌ ଜୀବ‌ନର୍‌‌ ପରମ୍‌ ଧରମ୍‌ ସମାଜସେବା

ଜାମଗାଁ, (ରାଜେଶ ଦଣ୍ଡସେନା) : ଏଭେ ବଡଭାଗି ଲୋକ୍ ପଏସାର୍ ପଛେ ନର୍‌ଦିଲା ବେଲ୍‌କେ କିଛି ଲୋକ୍ ପର୍‌ହର୍ ସେବା କରି ଜୀବନ୍ ଥି ଗହକି ହଉଛନ୍ ‌। ସମାଜସେବା କେ ଜୀବନର୍‌ ପରମ୍‌ ଧରମ୍‌ ବଲି ସେମାନେ ଭାବି ନେଇଛନ୍‌ । ଜାମଗାଁ ପଞ୍ଚାୟତ ବୁଢୀସିଣ୍ଢୋଲ ଗାଁ ଥି ଏନ୍‌ତା ଗୁଟେ
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଗିରିଶ କୁମାର ପାତ୍ର : ୧ କୋଟି ୧୯ ଲକ୍ଷରୁ ଅଧିକ ମୂଲ୍ୟର ସଂପତ୍ତି ଠାବ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦେଓଗାଁ ବ୍ଲକ୍‌ର କନିଷ୍ଠ ଯନ୍ତୀ ଗିରିଶ କୁମାର ପାତ୍ରଙ୍କ ବାସଗୃହ ଓ ଅଫିସ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ତାଙ୍କଠାରେ ୧ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନାରେ
Read More...

ନାବାଳିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ନୟାଗଡ : ଯଦୁପୁରର ନାବାଲିକା ପରୀର ହତ୍ୟାକାଣ୍ଡକୁ ନେଇ ନୟାଗଡ଼ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସୂଚନା ଅନୁସାରେ ନାବାଳିକା ପରୀର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ୍‌ ସୁରକ୍ଷା ଦେଉଛି ବୋଲି ସଙ୍ଗୀନ ଅଭିଯୋଗ ଅଣା ଯାଇଥିବା ବେଳେ ମନ୍ତ୍ରୀ ତଥା ନୟାଗଡର ବିଧାୟକ
Read More...

ଭାରତ ବନ୍ଦକୁ ସମର୍ଥନ ପାଇଁ ଏସୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ମଶାଲ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୧୦ଟି ଶ୍ରମିକ ସଂଗଠନ ଏବଂ ଫେଡେରେସନ୍‌ଙ୍କ ମିଳିତ ଉଦ୍ୟମରେ ଭାରତ ବନ୍ଦକୁ ସର୍ମଥନ ପାଇଁ ଏସ୍‌ୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ଆଜି ସନ୍ଧ୍ୟାରେ ବଲାଙ୍ଗିର ଟାଉନ ଭିତରେ ମଶାଲ୍‌ ରାଲି କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ
Read More...