ତୁଟୁନି ଧୁମାଭଟା ମଣ୍ଡିରେ କଟ୍ନି ଛଟ୍ନି ବିବାଦ : ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟିବ ଚାଷୀ ସଂଗଠନ
ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବେଲପଡ଼ା ବ୍ଲକର ଧୁମାଭଟା ମଣ୍ଡିରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି । କ୍ୱିଣ୍ଟାଲ ପ୍ରତି ୮-୧୦ କେଜି ଛଟ୍ନି କରିବା ପାଇଁ ମିଲର୍ସର ଯୁକ୍ତି ପରେ ଚିହିଁକି ଉଠିଛନ୍ତି ଚାଷୀ । ଗତ ୨ ଦିନ ଧରି ମଣ୍ଡିରେ ଚାଲିଥିବା ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ!-->…
Read More...
Read More...