Daily Archives

ଓଡ଼ିଶାରେ ଆଜି ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଜି ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ହାଜତ ଭିତରେ ନିର୍ଘାତ ନିର୍ଯାତନା ଅଭିଯୋଗ : ୫ ଅଭିଯୁକ୍ତ ଗୁରୁତର

ପୁରୀ : ହାଜତ ଭିତରେ ପୁଲିସ୍‌ର ନିର୍ଘାତ ନିର୍ୟାତନାର ପୁଣି ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରି ପ୍ରୟୋଗରେ ୫ ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିଥିବା କୁହାଯାଇଛି । ଅଭିଯୋଗ ଅନୁସାରେ ପୁଲିସ୍‌ ସେମାନଙ୍କୁ ୭ ଦିନ ଧରି ରୀତିମତ ପିଟି ଚାଲିଥିବା ଯୋଗୁଁ ସେମାନଙ୍କ ନୋଳା ବସି ମାଂସ ପଚି ଯାଇଥିବା
Read More...

ଆପ୍‌ ପୁଇଁନ୍ତଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକ ପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶାରେ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି । କରୋନା ସଂକ୍ରମଣ କାଳରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଷୁଡ଼ି ପଡ଼ିଥିବା ବେଳେ ଏହା ବୋଝ ଉପରେ ନଳିତା ବିଡ଼ା ସାଜିଛି । ବିଦ୍ୟୁତ୍‌ ସେବାରେ ସୁଧାର ନଆଣି ସରକାର ଗରିବ
Read More...

ବିଦ୍ୟୁତ ବିଭାଗର ଅଜବ ନୀତି : ୧୨ ଦିନ ହେଲା ଅନ୍ଧାରରେ ରହୁଛନ୍ତି ୩୫ ପରିବାର ସହ ସ୍କୁଲ୍, ପଞ୍ଚାୟତ ଅଫିସ୍,…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଗୌଡ଼ଗୋଠ ଗାଁ ତଥା ତୁଷୁରା ସେକ୍‌ସନ୍‌ରୁ ସଂଯୋଗ ହୋଇଥିବା ଗୌଡ଼ଗୋଠ ଗାଁର ୩୫ଟି ପରିବାରକୁ ଗତ ଦଶ ଦିନ ହେଲା ଅନ୍ଧାରେ ରଖାଯାଇଥିବା ଅଭିଯୋଗ ହୋଇଛି । କେବଳ ବିଦ୍ୟୁତ ବିଭାଗର କିଛି କର୍ମଚାରୀଙ୍କ ଯୋଗୁଁ ଏହି ଅସୁବିଧା ହେଉଥିବା
Read More...

ଚାଲିଗଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଭକ୍ତଚରଣ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୫ ବର୍ଷ ବୟସରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସୁଲେଖକ ଭକ୍ତଚରଣ ପାଢ଼ୀଙ୍କ ଦେହାନ୍ତ ହୋଇଛି । ବରିଷ୍ଠ ସାମ୍ବାଦିକ ରିୟାନ ରମାନାଥଙ୍କ ପିତା ଭକ୍ତଚରଣ ପାଢ଼ୀ ବଲାଙ୍ଗିର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି
Read More...

ସନ୍ତୋଷ ଭୋଳ ହେଲେ ଓଡିଶା ପ୍ରଦେଶ ମହାମନ୍ତ୍ରୀ : ସମ୍ବର୍ଦ୍ଧନା ଜଣାଇଲା ଜିଲ୍ଲା କେଶରିୟା ହିନ୍ଦୁ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀର ପୂର୍ବତନ ସଭାପତି ସନ୍ତୋଷ ଭୋଳଙ୍କ ପଦରେ ଉନ୍ନତି ହୋଇ ଓଡ଼ିଶା ପ୍ରଦେଶ ମହାମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ଗତକାଲି ସଂଧ୍ୟାରେ ବଲାଙ୍ଗିର ଜିଲ୍ଲା
Read More...

ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆରମ୍ଭ ହେବ ବରଗଡ଼ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ ଯେ, ବରଗଡ଼ରେ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌‌ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ । ଏହି
Read More...

ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା, କହିଲେ ବାଇଡେନ୍‌

ୱାଶିଂଟନ୍‌ : ଡବ୍ଲ୍ୟୁଏଚ୍‌ଓ.ରେ ପୁଣି ସାମିଲ୍‌ ହେବ ଆମେରିକା ବୋଲି ନବ ନିର୍ବାଚିତ ଆମେରିକା ରା‌ଷ୍ଟ୍ରପତି ଜୋ ବାଇଡେ଼ନ୍‌ କହିଛନ୍ତି । କରୋନା ସଂକ୍ରମଣ ପରିଚାଳନାରେ ବିଫଳ ହୋଇଥିବା ଅଭିଯୋଗ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା
Read More...

ଘୂରି ବୁଲୁଛ‌ନ୍ତି ୨୪ ବଣୁଆ ହାତୀ : ଦଳି ଦେଉଛ‌ନ୍ତି ଚାଷୀ କପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ବଣୁଆ ହାତୀ‌ଙ୍କୁ ଦୌରା‌ତ୍ମ୍ୟରେ ଚାଷୀମାନେ ହ‌ନ୍ତସନ୍ତ ହୋଇ ପଡ଼ୁଥିବା ବେଳେ ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ହାତୀ ଚାଷ ଉପଦ୍ରବ ଦେଖାଦେଇଥିବା ଜଣାପଡ଼ିଛି । ବାରମ୍ବାର ପ୍ରକୃତିର ତାଡ଼ନାର ଶିକାର ହୋଇ ଚାଷୀର ଅଂଟା ଭାଂଗି ପଡ଼ୁଥିବା ସମୟରେ ବଣୁଆ
Read More...