କଣ୍ଟାମାଳ ହାଟପଦା ଛକରୁ ଡିକି ଖୋଲି ୫୦ ହଜାର ଟଙ୍କା ଲୁଟ୍
ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଅଞ୍ଚଳରେ ଚୋରୀ, ଲୁଟପାଟ ଏବଂ ଅସାମାଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ପୋଲିସ ବିଭାଗର ଦାୟିତ୍ବ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ କମିବାରେ ଲାଗିଛି । ଆଜି ଦିନ ୧୨ଟା ସମୟରେ କଣ୍ଟାମାଳ ହାଟପଦା ଛକ ରାସ୍ତାରେ ଗାଡିର ଡିକି ଖୋଲି!-->…
Read More...
Read More...