Daily Archives

ସଇଁନ୍ତଲା ବ୍ଲକ୍‌ କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କ୍ରପ୍‌ କଟିଂ ରିପୋର୍ଟରେ ଚଞ୍ଚକତା କରାଯାଇଛି ବୋଲି ସଇଁନ୍ତଲା ବ୍ଲକ୍‌ ଘୁନସର ପଂଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ବିଭାଗୀୟ ଅଧିକାରୀମାନେ ପୁଣି ଥରେ ଚାଷୀଙ୍କ ବିଲରେ ପହଞ୍ଚି ପୂର୍ବ ରିପୋର୍ଟ ଠିକ୍‌ ଥିବା
Read More...

ଭଦ୍ରା ପଞ୍ଚାୟତର ଯୋଗାଣ ସହାୟକ ଚାକିରୀରୁ ବହିସ୍କୃତ : ଇଓଙ୍କୁ ଚେତାବନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ପଞ୍ଚାୟତରେ ଗତ ଜୁନ ଓ ଜୁଲାଇ ମାସରେ କିରୋସିନ ଚଢା ଦରରେ ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଓ ସୂଚନା ଅଧିକାର କର୍ମୀ ବଳଦେବ କୁମାର ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗି ଥିଲେ ଯେ କାହିଁକି ଚଢ଼ା ଦରରେ
Read More...

ସଇଁନ୍ତଲାରେ ସମିତି ବୈଠକ : ବିଭିନ୍ନ ସମସ୍ୟାର ସମାଧାନ କରାନ ଗଲେ ଆନ୍ଦୋଳନ : କୁଟ୍ରାମୁଣ୍ଡା ସ୍କୁଲ କେବେ ନିର୍ମାଣ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ୟା ଆଶ୍ରମ ସ୍କୁଲରେ ସଇଁନ୍ତଲା ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ। ଅହଲ୍ୟା ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ
Read More...

ଟେରସ୍‌ ଭିଜନ୍‌ ପ୍ରସ୍ତୁତି ନିୟୁ ଭର୍‌ସନ୍‌ ‘ହନୁମାନ ଚାଳିଶା’ର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥନୀୟ ରାମଜୀପଡ଼ା ସ୍ଥିତ ହନୁମାନ ମନ୍ଦିର ଠାରେ ଟେରସ୍‌ ଭିଜନ୍‌ ପ୍ରସ୍ତୁତି ନିୟୁ ଭର୍‌ସନ୍‌ ‘ହନୁମାନ ଚାଳିଶା’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ଗୋପାଳ ପ୍ରଧାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ୟୁଟ୍ୟୁବ୍‌ ପାଇଁ ନିର୍ମିତ ଭିଡିଓ ଭର୍‌ସନ୍‌ ‘ହନୁମାନ
Read More...

ବଲାଙ୍ଗିରରେ ଏକ ଅସ୍ଥାୟୀ କୋଭିଡ଼୍‌ କିଓକ୍ସ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସହର ସ୍ଥିତ ଭାଗିରଥୀ ଛକ ନିକଟସ୍ଥ ରିଲାୟନ୍ସ ସ୍ମାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ଼୍‌ କିଓକ୍ସ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଓର୍‌ମାସ୍‌ ଏବଂ ଜିଲ୍ଲା
Read More...

ସୋନପୁର ସହର ବସଷ୍ଟାଣ୍ଡ ଅଞ୍ଚଳରୁ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣାରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୋନପୁର ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳରୁ ଗତକାଲି ଅପରାହ୍ନରେ ୨ ଲକ୍ଷ ୧୦ ହଜାର ଟଙ୍କା ଲୁଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ମାଲିକ ଦେଇଥିବା ୨ଲକ୍ଷ ଦଶହଜାର ଟଙ୍କା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଗଲପୁର ବ୍ଲକ୍‌ ନଅଗାଁ(ବି) ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଝରିଆଲ ଗ୍ରା.ପ.ରୁ ୫
Read More...

କୋର୍ଟ ଚାଲାଣ ହେଲେ ଦୁଇ କାଠ ମାଫିଆ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜଙ୍ଗଲୀ କାଠର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଲୋଇସିଂହା ବନ ବିଭାଗ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମତେ, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଫଲସାମାଲ-ଡୁମେରଝରନ ରାସ୍ତାରେ ମହଦାସୁନି
Read More...

ପାଇକମାଲ ସ୍ବଂୟ ସହାୟିକା ଗୋଷ୍ଠୀର ଧାରଣା ପ୍ରତ୍ୟାହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥରେ ଥିବା ଆଇସିଡିଏସ.ର ଛତୁଆ ବଣ୍ଟନ ଚୟନରେ ଅନିୟମିତତା ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସର ଠାରେ ଦୀର୍ଘ ୧୨ ଦିନ ଧରି ହେଲା ସ୍ବଂୟ ସହାୟିକା ଗୋଷ୍ଠୀ ଗୁଡିକର ସଦସ୍ୟା ମାନେ ଅନିର୍ଦ୍ଦିଷ୍ଟ କାଳ
Read More...

ଡ୍ରେନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ବ୍ଲକ ପ୍ରଶାସନ ଦାୟୀ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ସରକାରୀ ନଳକୂପକୁ ସରକାର ଉଚ୍ଚ ଚାନ୍ଦିନୀ କରି ଦେଇଛନ୍ତି । ଏହା ଏକ ଖୁବ୍ ଭଲ ପଦକ୍ଷେପ । କିନ୍ତୁ ଏହାର ସମସ୍ୟା ହେଲା ଡ୍ରେନ । ନଳକୂପର ପାଣି ଯିବା ପାଇଁ ଡ୍ରେନ କରା ଯାଇଥିଲା । କିନ୍ତୁ ଏବେ
Read More...