ଲୋଇସିଂହା ବିଧାୟକଙ୍କ ଦ୍ଵାରା ଉଚ୍ଚବାହାଲ ଠାରେ ଏସ୍ଏଚ୍ଜି କମ୍ୟୁନିଟି ସେଣ୍ଟର ନୂତନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ
ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତର ଉଚ୍ଚବାହାଲ ଗ୍ରାମରେ ବିଧାୟକ ଡ.ମୁକେଶ ମହାଲିଙ୍ଗ ନୂତନ ଏସ୍ଏଚ୍ଜି କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ନ୍ତି । ବିଧାୟକ ପାଣ୍ଠିରୁ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯିବ ବୋଲି ସେ!-->…
Read More...
Read More...