Daily Archives

ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ● ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ କଲେ ନାମିତ● ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି:
Read More...

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ମାମଲା

● ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ କମ୍ କରୋନା ମାମଲା ଦେଖାଦେଇଛି, ଅର୍ଥାତ୍ ୪୫,୬୭୪ ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଟୋବର ୧୫ ତାରିଖରୁ ଦୈନିକ କରୋନା ମାମଲା ହ୍ରାସ ପାଇ
Read More...

କବିତା : ସ୍ୱପ୍ନ

ପ୍ରୀଦପ କୁମାର ପଣ୍ଡା ପାହାଡ଼ଟି ଧସିପଡେ ଏମିତିଯେତେଥର ମୁଁ ଶୁଣିବାକୁ ଇଚ୍ଛା କରେତା'ର ଅବ୍ୟୟ ସ୍ୱର ।ଜଂଗଲଟି ପୋଡିଯାଏ ଧାଏଁ ଧାଏଁମୁଁ ଶାଗୁଆ ହେବାକୁ ଚାହେଁ ଯେତେଥର ।ଏମିତି ଘଟେ ବାରଂବାର ମୋ ଜୀବନରେ,ଶୋକସଭାର ଭରା ନୀରବତାରେମୋର ଆସେ ଏକଲଂବା ସଶବ୍ଦ ତୃପ୍ତ ଏଉଡିଓ ଭଂଡୁର ହୋଇଯାଏ
Read More...

ଚଳିତ ବର୍ଷ ଅଯୋଧ୍ୟାରେ ଭର୍ଚୁଆଲ ଦୀପାବଳୀ

ଲଖ୍‌ନୋ : ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବ । ମହାମାରୀ କରୋନା ପାଇଁ ଏ ବର୍ଷ ସମସ୍ତ ପୂଜା ପର୍ବ ବନ୍ଦ ରହିଥିବା ବେଳେ ନିକଟରେ ଦୂର୍ଗାପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯାଇଛି । ତେବେ ଏଥର ଦୀପାବଳୀ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।
Read More...

ସାଇନ ବୋର୍ଡରେ ସୀମିତ ବାହ୍ୟମଳମୁକ୍ତ ଗାଁ : ରେଳ ଧାରଣା ଉପରେ କରୁଛନ୍ତି ମଳତ୍ୟାଗ

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱଚ୍ଛ ଭାରତ ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ ଗୁଡିକରେ ପାଇଖାନା ନିର୍ମାଣ କରି ପ୍ରତ୍ୟେକ ହିତାଧିକାରୀ‌ଙ୍କୁ ୧୨ ହଜାର ଟଙ୍କାର ସହାୟତା ଦେଉଛନ୍ତି । କିନ୍ତୁ କାର୍ୟ୍ୟରତ ଜେଇଙ୍କ ଠିକାଦାର ପ୍ରୀତି ଯୋଗୁଁ ନି‌ମ୍ନମାନର
Read More...

ଚତୁର୍ଥ ଦିନରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଧାରଣା : ସମସ୍ୟାର ନ୍ୟାୟୋଚିତ ସମାଧାନ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଧୀନ‌ସ୍ଥ ଆଇସିଡିଏସ୍‌ର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ଅନିୟମତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ଅଫିସ ଠାରେ ଚାରି ଦିନ ହେଲା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ସଦସ୍ୟାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ
Read More...

ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ତେଜସ୍ୱୀ ଶିବିରରେ ଖୁସିର ମାହୋଲ

ପାଟନା : ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ତେଜସ୍ୱୀ ଖୁସ୍‌ ଅଛ‌ନ୍ତି । ବିଜେପି ଓ ଜେଡିୟୁ ସରକାର ଗାଦିଚ୍ୟୁତ ହେବ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଥିବା ବେଳେ ତେଜସ୍ୱୀ ଶିବିରରେ ଖୁସିର
Read More...

ଇରାନର ଘାତକ କ୍ଷେପଣାସ୍ତ୍ରଗୁଡିକ ଇସ୍ରାଏଲକୁ ଧ୍ୱଂସ କରିପାରେ : ପ୍ର‌ସ୍ତୁତ ହେଲାଣି ଅଣ୍ଡରଗ୍ରାଉଣ୍ଡ ମିସାଇଲ୍‌…

ତେହେରାନ : ଆମେରିକାରେ ସତ୍ତା ପରିବର୍ତ୍ତନ ମଧ୍ୟରେ ଇରାନ ଏହାର ଭୂତଳ କ୍ଷେପଣାସ୍ତ୍ର ଟନେଲର ଚିତ୍ର ପ୍ରକାଶ କରିଛି । ବିଶ୍ୱାସ କରାଯାଇଛି ଯେ, ଏହି ଇରାନ କ୍ଷେପଣାସ୍ତ୍ର ଇସ୍ରାଏଲ ଉପରେ ସଠିକ୍ ଆକ୍ରମଣ କରିବାରେ ସକ୍ଷମ ହେବ । । ଇସ୍ରାଏଲ ଏବଂ ଆମେରିକାର ଆଖିରୁ ଲୁଚାଇବା ପାଇଁ ଇରାନ ଏହାର
Read More...

ସରକାରଙ୍କ ଆଦିବାସୀ ଦମନ ନୀତିର ପ୍ରତିବାଦ : ୧୧ରେ ପଦ୍ମପୁର ଠାରେ ଆଦିବାସୀ ମାହାସଂଘର ଆନ୍ଦୋଳନ ଡାକରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୧ ନଭେମ୍ବର ୨୦୨୦ରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତରଫରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି ମହାସଂଘ । ଏହି ବିକ୍ଷେଭ
Read More...