Daily Archives

ଇତିହାସ ରଚିଲେ ହରପ୍ରୀତ୍ : ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇତିହାସ ସୃଷ୍ଟି କରିଛ‌ନ୍ତି ହରପ୍ରୀତ୍ ଏ.ଡି.ସିଂହି । ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ସେ ନିଯୁକ୍ତ ହୋଇଛନ୍ତି । ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଏଆଇ.ର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ
Read More...

କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ : ଶଗଡ଼ ଗାଡ଼ି ଶୋଭାଯାତ୍ରା, ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସର ବିକ୍ଷୋଭ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ଏକ ଅଭିନବ ଭାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରାଯାଇଥିବା ଦେଖାଯାଇଛି । ଶଗଡ଼ ଗାଡ଼ି ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଚନ୍ଦାହଣ୍ଡି ପରିକ୍ରମା କରିଛନ୍ତି । ବ୍ଲକ୍ କାର୍ୟ୍ୟାଳୟଠାରେ
Read More...

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ଗ୍ରାମପଞ୍ଚାୟତ ଡାକପଦର ଗାଁରେ ଫସଲ ଜଗିବାକୁ ଯାଇଥିବା ଜଣେ ଚାଷୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଡାକପଦର ଗ୍ରାମର ଚମ୍ପେଶ୍ୱର ଜାନୀ (୫୫) ନାମକ ଜଣେ ଚାଷୀ ଗୁରୁବାର
Read More...

ନୃଶଂସ ଘଟଣା : ଯୁବକଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ରାଉରକେଲାରେ ଏକ ନୃଶଂସ ଘଟଣା ଘଟିଛି । ଟ୍ରାଫିକ ଗେଟ ମାର୍କେଟ ଅଂଚଳରେ ଗତକାଲି ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ମଧ୍ୟ ଗୁରୁତର
Read More...

ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର : ଦୁର୍ଘଟଣାରେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ପହଂଚାଇଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଆହତ ଯୁବକ‌ଙ୍କୁ ଦେଖିବା ପାଇଁ ଅନେକ ଲୋକ ଥିଲେ, ହେଲେ କାହାର ମନରେ ଦୟା ନ ଥିଲା । ତେବେ ଟିଟିଲାଗଡ଼ରୁ ଫେରୁଥିବା ୧୦୮
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୫୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୧୭
Read More...

ଆଇଟିଆଇ ଅନ୍‌ଲାଇନ୍‌ ପରୀକ୍ଷା ବ‌ନ୍ଦ କରିବାକୁ ଦାବୀ କଲା ଦେଶର ଘରୋଇ ଆଇଟିଆଇ ସଂଘ

ନୂଆଦି‌ଲ୍ଲୀ : ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡିଶା ଘରୋଇ ଆଇଟିଆଇ ସଂଘ ନେତୃତ୍ବରେ ସର୍ବଭାରତୀୟ ଘରୋଇ ଆଇଟିଆଇ ଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ପରୀକ୍ଷାକୁ ବ‌ନ୍ଦ କରିବା ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯିବା ସହ ବିଭାଗୀୟ ମନ୍ତ୍ରୀ ମହେନ୍ଦ୍ରନାଥ ପଣ୍ଡେଙ୍କୁ ଏକ ଦାବୀ ପତ୍ର
Read More...

ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ପାଲଲହଡା : ଗତକାଲି ରାତିରେ ଜଣେ ଚାଷୀଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରୀ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ । ମୃତ ଚାଷୀ ଜଣକ ଫସଲ ଜଗିବାକୁ ଯାଉଥିବା ବେଳେ ଅନ୍ଧାର ରାତିରେ
Read More...

ଫରେଷ୍ଟ ଗାର୍ଡ ନିଖୋଜ ଘଟଣା : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ପରିବାର ଲୋକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ହେବାର ଦୀର୍ଘ ଦିନ ହୋଇଗଲା । କିନ୍ତୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଏନେଇ ବନ ବିଭାଗ ଓ ପୋଲିସଙ୍କ ପକ୍ଷରୁ ଖୋଜା ଖୋଜି ଚାଲିଛି । ତେବେ ସୁହାଗଙ୍କୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରୁ
Read More...

ପାନୀୟ ଜଳର ମାନ ପରୀକ୍ଷଣ ଶିବିର

ଲୋଇସିଂହା, (କେପିଏନଏସ): ଲୋଇସିଂହା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳର ଗୁଣବତ୍ତା ଓ ମାନ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭାଗୀୟ କନିଷ୍ଠ
Read More...