Daily Archives

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ବିଲ୍‌ ପ୍ରତ୍ୟାହାର ଦାବୀରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ତରଫରୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜୟନ୍ତୀରେ ବଲାଙ୍ଗିର ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ଯୁବନେତା ଅଜୟ ବାଲିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : ହିନ୍ଦୀ ସମ୍ମାନରେ ଟପ୍ପର ହୋଇଛନ୍ତି ଲିପ୍‌ସା ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ହିନ୍ଦୀ ସମ୍ମାନରେ ଟପ୍ପର ହୋଇଛନ୍ତି ଲିପ୍‌ସା ମିଶ୍ର । ୭.୯୧ ସିଜିପିଏ ପ୍ରାପ୍ତ ହୋଇ ସେ ଏହି ସଫଳତା ହାସଲ୍‌ କରିଥିବା ବେଳେ ତାଙ୍କ ସଫଳତାରେ ତାଙ୍କ ପରିବାର ଓ ବନ୍ଧୁବର୍ଗରେ ଖୁସିର ବାତାବରଣ ଦେଖାଦେଇଛି । ଚନ୍ଦନଭାଟି
Read More...

ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଉପରପଡାବାସୀ ପାନୀୟ ଜଳ ପାଇବାରୁ ବଚିଂତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନ ଭାଟି ପଚାଂୟତର ବାଦିଘୋର ଗ୍ରାମର ଉପରପଡା ବାସିନ୍ଦା ଦୀର୍ଘ ୧୦ ବର୍ଷରୁ ଅଧିକ କାଳ ହେବ ପାନୀୟ ଜଳ ପାଇବାରୁ ବଚିଂତ ଅଛନ୍ତି । ଗ୍ରାମବାସୀ ଅନେକ ହାରି ଗୁହାରୀ କରିବା ପରେ ମଧ୍ୟ ବିଫଳ ହୋଇଥିଲେ । ପରେ ସମସ୍ୟାର
Read More...

ପଶ୍ଚିମବଙ୍ଗ ବିଜେପି ନେତୃତ୍ୱରେ ପରିବର୍ତ୍ତନ ହେବ ନାହିଁ, ଦିଲୀପ ଘୋଷ ରାଜ୍ୟ ସଭାପତି ରହିବେ

କୋଲକାତା : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟଭର୍ଗିଆ ଶନିବାର ଦିନ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ଦିଲୀପ ଘୋଷ ଦଳର ରାଜ୍ୟ ସଭାପତି ରହିବେ । ଏହା ସହିତ ବିଜୟଭର୍ଗିଆ ଗଣମାଧ୍ୟମ ରିପୋର୍ଟରେ ଦିଲୀପ ଘୋଷଙ୍କ
Read More...

ପୁଣିଥରେ ଲକ୍‌ଡ଼ାଉନ୍‌ ପାଇଁ ବିଚାର କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ ଦେଶରେ ଏକ ମାସର ଲକଡାଉନ୍ ଲଗାଇବାକୁ ବିଚାର କରୁଛନ୍ତି । ଏ ସଂକ୍ରାନ୍ତରେ ସୋମବାର ଦିନ ଘୋଷଣା କରାଯାଇପାରେ ବୋଲି ମିଳିଥିବା ସୂଚନାରେ କୁହାଯାଇଛି ।ବିସିସିଆଇ ଦ୍ୱାରା ମିଳିଥିବା ଦଲିଲ ଅନୁଯାୟୀ, କରୋନା ମହାମାରୀ ସହ ଜଡିତ କଟକଣା ଲାଗୁ
Read More...

ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତୀ ଅବସରରେ ଖୁଟୁଲୁମୁଣ୍ଡା ସରକାରୀ ଉ:ପ୍ରା: ବିଦ୍ୟାଳୟରେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭୀମସେନ ପଣ୍ଡା ଏବଂ 'କୋଶଳ ପ୍ରବାହ'ର ପ୍ରତିନିଧି କୈଳାଶ ସଗ୍ରିଆ
Read More...

ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ : ୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଗୁରୁତର ଅସୁସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍‌ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ ସୃଷ୍ଟି ହୋଇଛି । ଜ୍ୱର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା(୭୦), ସୀମା
Read More...

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜୁନାଗଡ, (ଦୁଷ୍ମନ୍ତ କୁମାର ନାଏକ) : ଜୁନାଗଡ ବ୍ଲକ୍ ଅନ୍ତର୍ଗତ କରଚଲା ଗାନ୍ଧୀ ଶତ ବାର୍ଷିକୀ ଉଚ୍ଚ ବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ବା ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଜୟନ୍ତୀ ପାଳିତ ହୋଇ ଯାଇଅଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡକ୍ଟର ଦୀନକୃଷ୍ଣ ଯୋଶୀ ଲୌହ ମାନବ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୬୩ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୭୪୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୯୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୬୨୭ ଜଣ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ତେବେ ଆଜି ଜିଲ୍ଲାରେ ନୂଆ ୬୩ ଜଣ କରୋନା ଆକ୍ରାନ୍ତ ହୋଇଥିବା
Read More...

ବର୍ତ୍ତମାନ ବିରୋଧୀମାନଙ୍କ ମୁଖା ଖୋଲି ଯାଇଛି : ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦି‌ଲ୍ଲୀ : ପୁଲୱାମା ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ମନ୍ତ୍ରୀଙ୍କ ସ୍ୱୀକାର ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି । ପୁଲୱାମା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶର ସୈନିକମାନେ ଯେତେବେଳେ ସହିଦ
Read More...