Daily Archives

କୋଇଲା କାଳିମାରେ ଛ‌ନ୍ଦି ହୋଇଗଲେ ଦିଲୀପ ରାୟ : ୩ ବର୍ଷ ଜେଲ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ : କୋଇଲା କାଳିମାରେ ଛ‌ନ୍ଦି ହୋଇଗଲେ ଦିଲୀପ ରାୟ । କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ କରିଛନ୍ତି । ଏହି
Read More...

ପୁଣି କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରା‌ନ୍ତ‌ଙ୍କ ସଂଖ୍ୟା । କିନ୍ତୁ କମୁନି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ୮ ଜିଲ୍ଲାର ୧୪ ଜଣ ଆକ୍ରାନ୍ତ ଜୀବନ ହରାଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଜନିତ
Read More...

ମାଟିଲଗ୍ନା ରାଜ୍ୟସ୍ତରୀୟ ଉତ୍ସବରେ ସାହିତ୍ୟିକ ତଥା ଶିକ୍ଷକ ଦମ୍ପତ୍ତି ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜୟା ଦଶମୀ ଦିନ ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କୁ ନୀରବଚ୍ଛିନ୍ନ
Read More...

ଖସୁଛି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୮୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରମାଗତ ଭାବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୫୮ ଜଣ
Read More...

ବରିଷ୍ଠ ଆଇନଜୀବୀ ରଘୁନାଥ ଆଚାର୍ଯ୍ୟ ଆଉ ନାହାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଆଇନଜୀବୀ ରଘୁନାଥ ଆଚାର୍ଯ୍ୟ ଆଉ ନାହାନ୍ତି । ଦୀର୍ଘ ଦିିନ ହେଲା ସେ କର୍କଟ ରୋଗରେ ପୀଡିିତ ଥିଲେ । ଆଜି ସକାଳୁ ତଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ସକାଳ ପ୍ରାୟ ୯ଟା ସମୟରେ
Read More...

କରୋନା କଟକଣା ଯୋଗୁଁ ଫିକା ଫିକା ଦୁର୍ଗା ପୂଜା ମାହୋଲ : ଦେବୀ ଓ ଭକ୍ତଙ୍କ ମଧ୍ୟରେ କରୋନା ପାଲଟିଲା ପାଚେରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସନ୍ଧ୍ୟା ହେଲେ ଦେଖିବାକୁ ମିଳୁନି ଝଲସି ଯାଉଥିବା ଆଲୋକମାଳର ଦୃଶ୍ୟ । ଦେଖିବାକୁ ମିଳୁନି ଲୋକଙ୍କ ଭିଡ଼ । ପୂଜା କମିଟି ମଧ୍ୟରେ ମେଢ଼ କିମ୍ବା ଆଲୋକ ସାଜସଜକୁ ନେଇ ହେଉନି ପ୍ରତିଯୋଗିତା । ସନ୍ଧ୍ୟା ଆଳତିରେ ଡିଜେ ମାଇକର ଶୁଣିବାକୁ ମିଳୁନି ପୁରୋହିତଙ୍କ
Read More...

କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳିନି ପ୍ରବାସୀ ଶ୍ରମିକଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ଅନେକ ଦାଦନ ଶ୍ରମିକଙ୍କୁ କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳି ନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଜନ୍ମମାଟିକୁ ଆସି
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ବରଗଡ଼ ଜିଲ୍ଲାପାଳ : ଟେମରି ରୁ ପଲସଦା ରାସ୍ତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ସରକାର ସବୁବେଳେ ବିକାଶରେ ବିଶ୍ୱାସ କରୁଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଦକ୍ଷତାର ସହିତ ଓଡିଶାକୁ ପ୍ରଗତି ଆଡକୁ ଅଗ୍ରସର କରାଉଛନ୍ତି ବୋଲି ଗୋଟାଏ ବିଶ୍ୱାସ ଲୋକଙ୍କ ଭିତରେ ଜନ୍ମ ନେଇଥିବା ବେଳେ ଏବେ ମଧ୍ୟ କେତେକ ଉପାନ୍ତ ଅଂଚଳ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ, କୋଭିଡ କଟକଣାରେ ହେବ ଯାତ୍ରା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିର ଭିତରକୁ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ
Read More...

ଆଇପିଏଲ୍‌ : କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ
Read More...