Daily Archives

ପାକିସ୍ତାନର କରାଚୀ ସହରରେ ଭୀଷଣ ବିସ୍ଫୋରଣ : ୩ ମୃତ, ୧୫ ଆହତ

କରାଚୀ : ପାକିସ୍ତାନର କରାଚୀ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ପାକିସ୍ତାନର ଆର୍ଥିକ ରାଜଧାନୀ କୁହାଯାଉଥିବା କରାଚୀ ସରରେ ହୋଇଛି ଭୀଷଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ଏକ ବିଲ୍‌ଡ଼ିଂର
Read More...

ବଲାଙ୍ଗିର ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଓ ସହଯୋଗୀ ସେବକଙ୍କ କୋଭିଡ୍‌ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଟଙ୍କଧର ଦିଶ୍ରୀ (ଅକ୍ଷୟ) ଏବଂ ସହଯୋଗୀ ସେବକମାନଙ୍କ ଆଜି ସ୍ଥାନୀୟ ସରୀକାରୀ ଆୟୁର୍ବେଦିକ ଡାକ୍ତରଖାନାରେ କୋଭିଡ଼୍‌ ପରୀକ୍ଷା ହୋଇଥିବା ସୂଚନା ମିଳିଛି । କୋଭିଡ
Read More...

୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପଡ଼ିଆଠାରେ ୬୧ତମ ପୋଲିସ୍ ସହିଦ୍ ଦିବସ ପାଳିତ ହୋଇଯାଇଛିି । ଦେଶରେ ଆନ୍ତରିକ ସୁରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ହେଉଛି ପୋଲିସର ମୁଖ୍ୟ ସେବାି । ଦେଶରେ ପ୍ରତ୍ୟେକ ଘରେ ସୁଖ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ନିରନ୍ତର
Read More...

ଆଜିି ଓଡ଼ିଶାରୁ ୧୯୩୧ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରୁ ୧୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨୦ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୮୧୧ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ଚାକିରୀ ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡମାଲ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲି ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଜଣକ ହେଲେ ରେଙ୍ଗାଲି ଗ୍ରାମର ନୁଆଁ ବସ୍ତିର ଅମିତ ସାହୁ(୨୭) । ଖବର ପାଇବା ପରେ ଘଟଣା ସ୍ଥଲରେ ବଡ଼ମାଲ
Read More...

ତାଲିବାନ ଓ ଆଫ୍‌ଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ : କୁନି ପୁଅ କହୁଛି, ଡାଡ଼ି.. ଡାଡ଼ି… ଆମେ ମରିଯିବା କି ?

କାବୁଲ : ୨୫ ବର୍ଷୀୟ ଗୁଲ ମହମ୍ମଦ ମନେ ପକେଇ କହିଛନ୍ତି, କେମିତି ଭାବରେ ସେ ପୁଣି ଥରେ ଆରମ୍ଭ ହୋଇଥିବା ସଂଘର୍ଷରେ ବୋମା ବର୍ଷଣରୁ ନିଜକୁ ଓ ନିଜର ପରିବାରର ୨୫ ଜଣ ସଦସ୍ୟଙ୍କୁ ବଂଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ଏବେ ତାଙ୍କ କୁନି ପୁଅ କହୁଛି, ଡାଡ଼ି… ଡାଡ଼ି… ଆମେ ମରିଯିବା କି ? ଛାତି
Read More...

ରେଡକ୍ରସ୍ ପକ୍ଷରୁ କୋରୋନା ସଚେତନତା ଓ ମାସ୍କ ବିତରଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଭୁତାଣୁ ସଂକ୍ରମଣ ଟିଟିଲାଗଡ ଉପଖଣ୍ଡରେ ବଢ଼ିବାକୁ ଲାଗିଛି । ତେଣୁ ସଚେତନରେ ସୁରକ୍ଷା ଆମର ବାର୍ତ୍ତା ନେଇ ବଲାଙ୍ଗିର ରେଡକ୍ରସ୍ ସୋସାଇଟି ତରଫରୁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକ ଓ ପୋଲିସ ଷ୍ଟେସନ ଛକଠାରେ
Read More...

ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବଦୁର୍ଗାଙ୍କ ସ୍କନ୍ଦମାତା ବେଶ ତିଥି ଅନୁସାରେ ଗତକାଲି ଅପରାହ୍ନରେ ଦର୍ଶନ ହୋଇଛି । ପଞ୍ଚମ ଦିନରେ ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି
Read More...

ବଲାଙ୍ଗିର ଜିଳ୍ଲାପାଲଙ୍କ ଦେଓଗାଁ ବ୍ଲକ ଗସ୍ତ : କାମ ନ କଲେ ଦରମା ବନ୍ଦ କରି ଲୋକଙ୍କୁ ଦିଆଯିବ ଭତ୍ତା –…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ବ୍ଲକ କାର୍ୟ୍ୟାଳୟକୁ ଗସ୍ତ କରି ବିଭିନ୍ନ ଯୋଜନାକୁ ସମୀକ୍ଷା କରିବା ପରେ ନରେଗା ଯୋଜନାରେ ଖରାପ ପ୍ରଦର୍ଶନ ଓ ଶ୍ରମିକମାନଙ୍କୁ ଠିକ ସମୟରେ ଟଙ୍କା ମିଳୁ ନଥିବାରୁ ଉପସ୍ଥିତ ଥିବା ଏପିଓଙ୍କ ଉପରେ
Read More...

ଆଇପିଏଲ : ଧାୱନଙ୍କ ଲଗାତାର ୨ୟ ଶତକ ବେକାର : ଦିଲ୍ଲୀକୁ ହରାଇ ହ୍ୟାଟ୍ରିକ ବିଜୟ ସହ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଆବୁଧାବି : ଶିଖର ଧାୱନଙ୍କ କୀର୍ତ୍ତିମାନ ଭରା କ୍ରମାଗତ ଶତକ ସତ୍ତ୍ବେ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ମ୍ୟାଚ୍‌କୁ ଜିତିପାରିନାହିଁ। ଧାୱନ ପୁଣି ଥରେ ମାତ୍ର ୫୭ ବଲ୍‌ରୁ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ
Read More...