ଦୁଇ ଭଉଣୀଙ୍କୁ କିଏ ନଦୀକୁ ଠେଲି ଦେଇନି ତ ?…. ଶାନ୍ତ ସରଳ ଦୁଇ ଯୁବତୀ କାହିଁକି କରିବେ ଆତ୍ମହତ୍ୟା ?……
				ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖ ଦିନ ଏକା ସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁ ଜୀବନ ହାରିବା ଘଟଣାକୁ ସ୍ଥାନୀୟ ଲୋକେ ହଜମ କରିପାରୁ ନାହାନ୍ତି । ୨ ଭଉଣୀ ଡେଇଁ ପଡିଥିଲେ ନା ସେମାନଙ୍କୁ ଠେଲି ଦିଆଯାଇଛି, ତାହା ବର୍ତ୍ତମାନ ବି ସନ୍ଦେହ ଘେରରେ ଘୂରିବୁଲୁଛି ଅଛିଣ୍ଡା ପ୍ରଶ୍ନ ହୋଇ ।!-->…					
Read More...
				Read More...
