Daily Archives

ହାଥ୍‌ରସ୍‌ ଗଣଦୁ‌ଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହେଲା

ଲଖନଉ : ସାରା ଦେଶରେ ହାଥ୍‌ରସ୍‌ ଗଣଦୁ‌ଷ୍କର୍ମ ବିରୋଧରେ ସ୍ୱର ଉଠିଥିଲା । ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ ବହୁ ସଂଗଠନ, ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନେ । ତେବେ ଏହି କ୍ରମରେ ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲାରେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ଆଜି ସିବିଆଇ ପୀଡିତାଙ୍କ ଗାଁରେ
Read More...

ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରଚେଷ୍ଟା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡରେ ଅନେକ ଦିନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି । ଏହି ଦାବୀକୁ ପୂରଣ କରିବା ପାଇଁ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ
Read More...

ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ସୁଜଳ ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ୟ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଏହାଦ୍ୱାରା ଲୋକମାନେ ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ ।
Read More...

ପ୍ରାୟ ଛବିଶ ଦିନ ପରେ କାମକୁ ଫେରିଲେ ସଫେଇ କର୍ମଚାରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୫ ଦିନ ହେଲା ଟିଟିଲାଗଡରେ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇ ପଡ଼ିଥିଲା । ସବୁଆଡେ ଖାଲି ଅଳିଆ ଆବର୍ଜ୍ଜନା ଦେଖିବାକୁ ମିଳୁଥିଲା । ପୌରପରିଷଦର ସଫେଇ କର୍ମଚାରୀମାନେ ଠିକା ବ୍ୟବସ୍ଥାରେ କାମ କରିବାକୁ ବିରୋଧ କରି କାର୍ୟ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ।
Read More...

ଟିଏମସି ଗୁଡ଼ିକରେ ସାମଗ୍ରୀ ଯୋଗାଇ ପ୍ରାପ୍ୟ ପାଇ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବିଭିନ୍ନ ଟିଏମସି ମାନଙ୍କରେ ପାଇକମାଲ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପତ୍ର ସଂଖ୍ୟା.୭୭୨/ ୨୮.୦୩.୨୦୨୦ ଏବଂ ପତ୍ରସଂଖ୍ୟା. ୭୯୦/ ୦୨.୦୪.୨୦୨୦ ଅନୁସାରେ ଟିଏମସିରେ ବ୍ୟବହାର ସାମଗ୍ରୀ ଯଥା ଗଦି, ଗଦି କଭର,
Read More...

‘ଆମ ଗାଁ ଆମ ବିକାଶ’ ଗୃହ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ 'ଆମ ଗାଁ ଆମ ବିକାଶ' ଗୃହ ନିର୍ମାଣ କାର୍ୟ୍ୟ ସମ୍ପନ୍ନ ହୋଇ ସାରିଛି । ବହୁ ବର୍ଷ ଧରି କୌଣସି କ୍କବ କିମ୍ବା କମ୍ପ୍ୟୁନିଟି ସେଣ୍ଟର ନ ଥିବା ବେଳେ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ
Read More...

କଂଟାବାଂଜି ସହରାଂଚଳର ଭୂମିହୀନ ବସ୍ତି ବାସିନ୍ଧାଙ୍କୁ ଜମି ପ୍ରମାଣପତ୍ର ବଂଟନ : ୨୩୬୧ଜଣ ଚିହ୍ନଟ ହିତାଧିକାରୀଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଜ୍ଞାପିତ ଅଂଚଳ ପରିଷଦ ସହରାଂଚଳର ୧୬ ଗୋଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଧାଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣପତ୍ର ଆଜି ଅପରାହ୍ନ ୫ଟାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ବଂଟନ କରାଯାଇଛି । ସହରର ୧୬ ଗୋଟି
Read More...

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପକୁ ବିରୋଧ କରି ମୁଖ୍ୟ ଗେଟ୍‌ରେ ତାଲା ଦେଲା ବ୍ଲକ…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଦେଓଗାଁ ବ୍ଳକ ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ ହସ୍ତକ୍ଷେପକୁ ବିରୋଧ କରି ବ୍ଲକ ଗେଟ୍‌ରେ ତାଲା ଦେଇ ଧାରଣାରେ ବସିଥିବା ଜଣାପଡ଼ିଛି । କଂଗ୍ରେସ କର୍ମୀମାନେ ଏକ ଦାବୀପତ୍ର
Read More...

ଚିତାବାଘ ଛାଲ ଜବତ୍‌ : ଅଭିଯୁକ୍ତ ଗିରଫ୍‌

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ପେସାଲ୍‌ ଟାକ୍ସ ଫୋର୍ସ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ସହ ଚିତାବାଘ ଛାଲ ଜବତ୍‌ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ମହୁଲପାଲି ଥାନା ଅଧୀନର ଏକ ଗାଁରୁ ଅଭିଯୁକ୍ତ ଅଶୋକ ଛତ୍ରିଆର ଘରୁ ଏହା ଉଦ୍ଧାର ହୋଇଥିବା ବେଳେ
Read More...

ୱେସକୋ ମିଟରରେ କାମ କରୁଥିବା ବ୍ୟକ୍ତିବିଶେଷ ବେରୋଜଗାରର ଶିକାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ନିଷ୍ପଲୟଲ ପାଇଁ ଆଜି ବରଗଡ ଜିଲ୍ଲାର ଅନେକ ୱେସକୋ ମିଟରରେ କାମ କରୁଥିବା ବ୍ୟକ୍ତିବିଶେଷ ବେରୋଜଗାରର ଶିକାର ହୋଇଥିବା ଜଣାପଡିଛି । ବୁର୍ଲା ୱେସକୋ ଜୋନ ଅଧୀନରେ ବରଗଡ ଜିଲ୍ଲାର ପଦ୍ମପୁର ବିଦ୍ୟୁତ ବିଭାଗରେ ମିଟର ରିଡର ଭାବେ ଆଜକୁ ୧୦ ବର୍ଷରୁ
Read More...