Monthly Archives

September 2020

ଆଜି ବଲାଙ୍ଗିର ଜିଲ୍ଲାରେ ୭୯ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ. ୧ରୁ ୫, ୨ରୁ ୧, ୫ରୁ ୨, ୬ରୁ ୨, ୭ରୁ ୪, ୯ରୁ ୮, ୧୦ରୁ ୧, ୧୪ରୁ
Read More...

କୃଷି କ୍ଷେତ୍ରରେ ବଢୁଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ : ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତିମୁହାଁ ହୋଇଥିବା ଜଣାପଡିଛି । ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ
Read More...

ଘର କାନ୍ଥ ଭୁଷୁଡିବାରୁ ବାସହରା ହେଲେ ପରିବାର : ସହାୟତା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର ମେରଡ଼ିକୁପା ଗାଁର ମିଚଲ ପାତ୍ର ଗତ ରବିବାର ଦିନ ନିଜ ଘରେ ଶୋଇଥିବା ସମୟରେ ରାତ୍ର ୧୧ ଘଣ୍ଟା ସମୟରେ ହଠାତ ବର୍ଷା ସହ ଭୀଷଣ ଝଡ ତୋଫାନ ହୋଇଥିଲା । ଯାହାଫଳରେ ମିଚଲ ଓ ତାଙ୍କ ପରିବାର ଶୋଇଥିବା
Read More...

ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି ।
Read More...

ମିଳୁନି ଭତ୍ତା : ଦିଗହରା ସରକାରୀ ଯୋଜନା

ଗାଇସିଲେଟ, (ମୁକେଶ କୁମାର ସାହୁ‌) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚାଣ୍ଟିପାଲି ଗ୍ରାମପଞ୍ଚାୟତ ମଳମୁଣ୍ଡା ଗ୍ରାମର ଶଯ୍ୟାଶାୟୀ ମାଲତୀ ବାଗ(୬୭) ପରିଣତ ବୟସରେ ଉପନୀତ ହେଲେଣି । ବୟସର ଅପରାହ୍ନରେ ମଉଳି ଯାଇଛି ଶକ୍ତ ଶରୀର, କିଛି କାମ କରି ପାରୁନାହାନ୍ତି । ଭତ୍ତା ପାଇଁ ବାରମ୍ବାର ଆବେଦନ
Read More...

ଡ୍ରୋନ୍‌ ସାହାଯ୍ୟରେ ଉପରୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ପକାଇଲା ପାକିସ୍ତାନ

ଜାମ୍ମୁ : ପାକିସ୍ତାନ ଜାମ୍ମୁ କାଶ୍ମୀରର ରାଜୋରୀ ଅଂଚଳରେ ଡ୍ରୋନ୍‌ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉପରୁ ପକାଇଛି । ତେବେ ଏହି ଅସ୍ତ୍ରଶସ୍ତ୍ର ଓ ଟଙ୍କା ଉଠାଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ୍‌ କରିଛି । ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗତ କାଲି କହିଛନ୍ତି
Read More...

ଆବର୍ଜନାମୟ କନ୍ଧପାଲିପଡା ପୋଖରୀ : ଦୃଷ୍ଟିନାହିଁ ପ୍ରଶାସନର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଛୋଟ ବଡ ହୋଇ ପ୍ରାୟ ୨୭ଟି ପଖୋରୀ ରହିଛି । ଲୋକମାନଙ୍କ କହିବାନୁସାରେ ଏହି ସହରରେ ଥିବା ୨୭ଟି ଜଳାଶୟ ମଧ୍ୟରୁ କନ୍ଧପାଲି ପଖୋରୀ ହେଉଛି ସବୁ ପୋଖରୀଠାରୁ ବଡ, ଯାହାର ୩୬ ଏକର ସ୍ଥାନରେ ରହିଛି । ପୂର୍ବରୁ ଏହି ଜଳାଶୟକୁ ସହରର ଅଧିକାଂଶ
Read More...

ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ : ବଲିଉଡ଼୍‌ ଫିଲ୍ମମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସେ ସୋସିଆଲ୍‌ ମିଡ଼ିଆରେ ଏହା ସ୍ପଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ପାୟଲ ଘୋଷ ଟ୍ୱିଟ୍‌ କରିଛନ୍ତି ଯେ,
Read More...

ସରକାରୀ ସହାୟତାରୁ ବଞ୍ଚିତ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ : ଗ୍ୟାସ୍, ପାଇଖାନା, ମଶାରୀ, ବିଜୁଳି କି କମ୍ବଳ ମିଳିନି :…

ଦେଓଗାଁ, (ମନୀଷ କୁମାର ସାହୁ) : କେନ୍ଦୁପତ୍ର ଗୁଛାକଟାରୁ ଆରମ୍ଭ କରି ବସ୍ତାରେ ପ୍ୟାକିଙ୍ଗ କରିବା ସହ ଗାଡ଼ିରେ ଲୋଡ୍ କରିବା ପର୍ୟ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ଭୂମିକା ରହିଥାଏ । ଗୁଛା କାଟିବା, ପତ୍ର ତୋଳିବା, ଶୁଖାଇବା, ଫଡ଼ିକୁ ଆଣିବା, ବାନ୍ଧିବା ମୁଖ୍ୟ ଗୋଦାମକୁ ନେବା, ବିକ୍ରୟ
Read More...

୨ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କଲେ ପ୍ରଶାସନ : ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧ

କୋରାପୁଟ, (କେପିଏନ୍‌ଏସ୍‌) : ଏକା ଥରକୁ ୧ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟେଇ କରାଯାଇଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ବିରୋଧ କରିଛନ୍ତି । କୋଭିଡ କେୟାର୍‌ ହୋମ୍‌ରେ କାର୍ଯ୍ୟରତ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀମାନେ ୩ ମାସ ପାଇଁ ଚିକ୍ତି
Read More...