Monthly Archives

September 2020

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହ(୮୨)ଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ୨୫ ଜୁନ୍‌ରେ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମଲ୍‌ଟି ଅର୍ଗାନ୍‌ ଡିସ୍‌ଫକ୍ସନ ସିଣ୍ଡ୍ରୋମ ସହ ସେପ୍‌ସିସ୍‌ର ଚିକିତ୍ସା ଚାଲିଥିଲା
Read More...

ଭିଟାମିନ୍‌-ଡି କରୋନା ସଂକ୍ରମଣ ମୃତ୍ୟୁହାର କମାଇବାରେ ସକ୍ଷମତା ରଖୁଛି

ୱାସିଂଟନ୍‌ : କରୋନା ଭାଇରସ୍‌ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଘାତକ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ଯାଇସାରିଛି । ଏଭଳି ସମୟରେ ଆମେରିକାରେ ଏକ ତାଜା ପ୍ରତିରୋଧକ ବିଷୟରେ ଦାବୀ କରାଯାଇଛି, ଯେଉଁମାନଙ୍କ ଶରୀରରେ
Read More...

କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ

ସମ୍ବଲପୁର (ଦାମୋଦର ପଣ୍ଡା) ଆଜି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ ବୋଲି ଜଣାପଡ଼ିଛି । ସମ୍ବଲପୁର ବରଗଡ଼ ସୀମାନ୍ତ ହୀରାକୁଦ ରିଜର୍ଭର ଅଞ୍ଚଳରେ ଥିବା ଇକୋ ପରର୍ଯ୍ୟଟନସ୍ଥଳୀ ଠାରେ ଜଙ୍ଗଲ
Read More...

ଯେତେ ଗୁହାରୀ କଲେ ବି ନେଇଁ ଶୁନ୍‌ବାର୍‌ ମୋର୍‌ ଦୁଖ୍‌

ତୁରେକେଲା, (କୈଳାଶ ସଗ୍ରିଆ) : ଯେତେ ଗୁହାରୀ କଲେ ବି ମୋର୍‌ ଦୁଖ୍‌ କିହେ ନେଇଁ ଶୁନ୍‌ବାର ବଲି ବଡ଼ା ଗୁଲ୍‌ଗୁଲା ହେଇ କହିଛନ୍‌ ତୁରେକେଲା ବ୍ଲକ୍‌ ମହୁଲବାହାଲି ଗ୍ରା.ପ.ର ପହରିଆପଡ଼ାର ସୁମତି ଷାଣ୍ଢ(୨୬) । ସୁମତି ଷାଣ୍ଢ ଶାରୀରିକ ଭାବେ ଅକ୍ଷମ ବଲି ବିକଳାଙ୍ଗ ଡାକ୍ତରୀ ସାର୍ଟିଫିକେଟ୍‌
Read More...

ଦୂଷିତ ପାଣି : ପ୍ରଶାସନ ନୀରବ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁରରେ ପି.ଏଚ.ଡି. ବିଭାଗର ଦୂଷିତ ପାଣି ସପ୍ଲାଇର ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର, ଭିଜୁଆଲ୍‌ ମିଡିଆରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀମାନଙ୍କ ପାରିବା ପଣିଆ ଆଜି ପୁଣି ପଦାରେ ପଡି ବାଟରେ
Read More...

ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତର କାପଶିଭଟା ଗାଁର ବିଦ୍ୟାଳୟକୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ରାସ୍ତା
Read More...

ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ ଏବଂ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦ ଓ ବଲାଙ୍ଗିର ଜୋନ ସଭାପତି ଚିରାଗ ସିଂଦେଓଙ୍କୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ସମ୍ବର୍ଦ୍ଧିତ
Read More...

ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ, (ନିରଂଜନ ତ୍ରିପାଠୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ । ଏହି ସମୟରେ
Read More...

ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କଲେ ସାରା : କହିଲେ, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି

ମୁମ୍ବାଇ : ଅଭିନେତ୍ରୀ ସାରା ଅଲି ଖାନ ଏନ୍‌ସିବିର ପଚରା ଉଚରା ବେଳେ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି । ଶ୍ରଦ୍ଧା କପୁରଙ୍କ ଭଳି ସାରା ମଧ୍ୟ ନିଜକୁ ଡ୍ରଗ୍ସ ବିବାଦରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଏନ୍‌ସିବି
Read More...

କବିତା : ଶବ୍ଦ

ଏଲି ମହା‌ନ୍ତିଜିଭ, ଓଠ, ତାଳୁ ଭିତରେଅନେକ ସମୟ ଓଲଟ ପାଲଟ ପରେ ବିଠିକ ଉଚ୍ଚାରଣଟିଏ ହେଲାନିନୂଆ ଶବ୍ଦଟିର ।ଖୋଲି ହେଲାନି ପାଣ୍ଡୋରା ବାକ୍ସ ।କିଶୋରୀ ଧାନଶୁଙ୍ଗରେ ଚିରିହେଇଫେରିଆସୁଥିବା ପବନ ପରିଫେରି ଆସିଲେ ସମସ୍ତେ ।ପରସ୍ତେ କାଶତଣ୍ଡୀ ଭିତରେଦୁଇଟି ବିପରୀତ କଣ୍ଠସ୍ୱର ଅଚାନକ
Read More...