Daily Archives

ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫ କନଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଦୃଷ୍ଟିରୁ ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କନଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ କନଟେନମେଣ୍ଟ ଜୋନ ଘୋଷିତ ଅଂଚଳକୁ ସର୍ବ ସାଧାରଣଙ୍କ ଯାତାୟାତକୁ ବାରଣ କରାଯାଇଛି। ପ୍ରଦତ୍ତ ସୂଚନା ଅନୁସାରେ
Read More...

ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ
Read More...

ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଉପାନ୍ତ ଗାଁ ବେନିଆଁଚାଲର ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
Read More...

ସଂକ୍ରମଣ ରୋକିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ପଦକ୍ଷେପ : ଶୁକ୍ରବାରରୁ ୭୨ ଘଣ୍ଟା ବିଜେପୁର ସଟଡାଉନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବ୍ରୁଦ୍ଧି ପାଇବାକୁ ଲାଗିଛି । ଏହା ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲକୁ ଆଲୋଡିତ କରିଛି। ଫଳରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଭାକକ୍ଷରେ ଏହାର ପ୍ରତିକାର ନିମିତ୍ତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ରାଜେନ୍ଦ୍ର ହୋତା ନୂତନ ଜିଲ୍ଳା ଯୁବ ବିଜେଡ଼ି ସଭାପତି ଓ ଅଜିତ ଯୋଷୀ ରାଜ୍ୟ ସମ୍ପାଦକ ଭାବେ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଯୁବ ବିଜୁ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ଅନୁମୋଦନ କରିଛନ୍ତି । ସେହି କ୍ରମରେ ପୂର୍ବତନ ଯୁବ ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ବଲାଙ୍ଗିର ସଦର ବ୍ଲକ ବରକାନୀ
Read More...

କବିତା : ଝନେ କିଏ

ଭିକାରୀ ଚରଣ ମିଶ୍ରଉଠିଆ ଚାଷର ଆଁଟେବାଁଚିଥିସି ତବବି ଝନେ କିଏଜୀବନକେ ଜାହିର କରିପିସାରି ଦୁଇ ହାତ ବାଁଚବାର କଥାଟା ମରବାରଥୁଁ ଭିଁଲଅବଗି ସତପଏର୍‌ଛା ଦିଶୁ ଥିବାର ଆକାଶଟେ ବାଗିରକିହେ ନାଇଁ ମରେଏଖି ବଦଲି ଯାଉଥିସି ଜନମ ଟେଆରୁ ତା'ର ଖଡିପାଁଜି ଗାଁ ବଦଲି ସହର ହେସିମୁନୁଷ ହେସି
Read More...

ବୁକୁରାମୁଣ୍ତା ସିଏଚସି ଏକାଉଟେଣ୍ଟଙ୍କୁ ବଦଳି ନକରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ତା ଗ୍ରାମବାସୀଙ୍କ ପକ୍ଷରୁ ଆଜି ସିଏଚସି.ର ଏକାଉଟେଣ୍ଟଙ୍କୁ ବଦଳି ନ କରିବାକୁ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଯେ, ପାଇକମାଲ ବ୍ଲକ ବୁକୁରାମୁଣ୍ତା ଏକ
Read More...

ଆଗଲପୁର ବ୍ଲକ୍‌ ସ୍ତରୀୟ ଅନ୍‌ ଲାଇନ୍‌ ପ୍ରଧାନଶିକ୍ଷକ କର୍ମଶାଳା

ଆଗଲପୁର, (ଦେବାଶିଷ ପଧାନ) : ଆଜି ଆଗଲପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଏକ ଅନ୍‌ ଲାଇନ୍‌ ବ୍ଲକ୍‌ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବ୍ଲକ୍‌ ସଂପାଦକ ଓଷ୍ଟା ତାରାକାନ୍ତ
Read More...

ମ୍ୟୁନିସିପାଲଟି କ୍ୟାସିଅର ସତ୍ୟାନନ୍ଦ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦର କ୍ୟାସିଅର ସତ୍ୟାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱର୍ଗତ ଦାସ ଥିଲେ ଜଣେ ସୁପରିଚିତ, ମେଳାପୀ
Read More...

ବିଭିନ୍ନ ସମସ୍ୟା ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବିଶ୍ୱରେ ଦିନକୁ ଦିନ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି ଓ ବେରୋଜଗାରି ଉପରେ ଲଗାମ ଦେବାରେ ସରକାର ବିଫଳ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା
Read More...