Daily Archives

ଜିଲ୍ଲା ସାମାଜିକ ସମୀକ୍ଷକଙ୍କ ଖପ୍ରାଖୋଲ ବ୍ଲକ ଅଂଚଳ ଗସ୍ତ : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ, ପଚାରି ବୁଝିଲେ ସମସ୍ୟା

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲା ସାମାଜିକ ସମୀକ୍ଷକ ବର୍ଷା ହରପାଲ ଖପ୍ରାଖୋଲ ବ୍ଲକ ଗସ୍ତ କରି ସାମାଜିକ ସମୀକ୍ଷା ଚାଲିଥିବା ଘୁନସର ପଂଚାୟତର ବିଭିନ୍ନ ଗାଁ ବୁଲିବା ସହ ବିଭିନ୍ନ ପ୍ରକଳ୍ପ ଦେଖିଛନ୍ତି । ଚଳିତ ଥର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ
Read More...

ଅସହାୟ ଦୁର୍ଗାଙ୍କୁ ସହାୟ ହେଲେ ମାହେଶ୍ୱରୀ ଗ୍ରୁପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ଗ୍ରୁପ ବିଭିନ୍ନ ସମାଜିକ ସହାୟତା ପାଇ ଅଂଚଳରେ ବେଶ ଜଣଶୁଣା । ଆଜି କୌଣସି ସୁତ୍ରରୁ ଖବର ପାଇ ସମସ୍ତେ ପହଞ୍ଚିଥିଲେ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟ ସାମନାକୁ । ସେଠାରେ ପହଞ୍ଚି ଖବର ପାଇଲେ ଯେ,
Read More...

ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର
Read More...

ଅଜଣା ରୋଗରେ ଚାଷୀ ହତାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ କୃଷି କାର୍ୟ୍ୟାଳୟରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର, ରସମୁଣ୍ତା, ଡେଙ୍ଗନାଡିହି ଗ୍ରାମରେ ଶତକଡା ୪୦ ଭାଗ ଧାନ ଚାଷ ଜମିରେ ପତ୍ର ପୋଡ଼ା, ବଙ୍କି, ମହିସା, ଗଣ୍ଠି
Read More...

ବଲାଙ୍ଗିର ଜିଲ୍ଲାରେ ୧୨୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୯୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବିବିଏମ୍‌ଚିଏଚ୍‌ରୁ ୬, ସ୍ୱସ୍ତିକ ମାର୍ବଲ୍‌ରୁ ୧, ସାଲେପାଲିରୁ ୧,
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମାସ୍କ ବଂଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ପରିସରରେ ସହରର ସମସ୍ତ ଜରୁରୀ ଅଭାବୀ ଲୋକଙ୍କୁ ଆଜି ମାସ୍କ ଏବଂ ସାବୁନ ବଂଟନ କରିଛନ୍ତି । ଏହି ଅବସରରେ ସେ କଂଟାବାଂଜି ଏନଏସିର ଜନସାଧାରଣ କରୋନା ଭଳି ମହାମାରି ସଂକ୍ରମଣ ରୋଗରୁ
Read More...

କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ : ବକେୟା ପାଉଣା ପାଇଁ ହଟହଟା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସମଗ୍ର ପୃଥିବୀକୁ କରୋନା ଗ୍ରାସର ସୂଚନା ପାଇଲା କ୍ଷଣି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତାକୁ ଆଖି ଆଗରେ ରଖି ଓଡିଶାର ପ୍ରାୟତଃ ସମସ୍ତ ସ୍କୁଲମାନଙ୍କରେ ପ୍ରବାସୀ ଓଡିଆ ତଥା କୋଭିଡ-୧୯ରେ ସଂକ୍ରମିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ବୁଢ଼ୀଆଇ ପୂଜା ସହ ପାଟଖଣ୍ଡା ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରିବା ପରେ ଷୋଳ ପୂଜା…

ଦେଓଗାଁ, (ମନିଷ କୁମାର ସାହୁ) : ପାରଂପାରିକ ରୀତିନୀତି ଅନୁସାରେ ୨୦୨୦ ପାଟଖଣ୍ଡା ଯାତ୍ରାର ବହୁ ପ୍ରତୀକ୍ଷିତ ଷୋଳପୂଜା ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଅଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥୀରେ ଏହି ପୂଜା ଆରମ୍ଭ ହୋଇଥାଏ। ଗୁରୁବାର ସନ୍ଧ୍ୟା‌ ପ୍ରାୟ ୭ଟା ସମୟରେ ଦେଓଗାଁରୁ ତେଲି ସମାଜର
Read More...

ଶୀଘ୍ର ଆରମ୍ଭ ହେବ ଲୋୟର୍‌ ସୁକ୍‌ତେଲ୍‌ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ବଲାଙ୍ଗିରବାସୀଙ୍କ ଜୀବନ ରେଖା କହିଲେ କିଛି ଭୁଲ ହେବ ନାହିଁ । ବହୁ ଆନ୍ଦୋଳନ ପରେ ଗତକାଲି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ପାଇଁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ୩ ଜଣିଆ ଟିମ ଭୁବନେଶ୍ୱରରୁ ଆସି ବଲାଙ୍ଗିର ସର୍କିଟ ହାଉସ୍ ଠାରେ
Read More...

କୋଟି କୋଟି ଟଙ୍କାର ସରକାରୀ କୋଠା ପାଲଟିଛି ଏବେ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ରହିବା ପାଇଁ ବାସଗୃହ ସରକାର ପାଞ୍ଚ କି ଦଶ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଠିକାଦାରମାନଙ୍କ ଦ୍ୱାରା କାମକଲେ । କିନ୍ତୁ କାମ ସରିଗଲା ପରେ କାମରେ ଲାଗୁନାହିଁ ଏହି ସରକାରୀ କୋଠା ।
Read More...