Monthly Archives

August 2020

ସୁଧୁରୁନି ଜାତୀୟ ରାଜପଥର ଅବସ୍ଥା : ଗାଡ଼ି ଗଲେ ଉଡୁଛି ଗୁଣ୍ଡ, ସ୍ଥାୟୀ ମରାମତି ଦାବୀ

ଦେଓଗାଁ, (କିଶୋର କୁମାର ସାହୁ) : ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଯିବା ଆସିବା କରୁଛି । ଏବେ ଏହି ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି କାହିଁକି
Read More...

ପୁର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରୁଗୁଡିପଡା ବାସିନ୍ଦା ତଥା ପୁର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ୮୭ ବର୍ଷ ବୟସରେ ଗତ ଶୁକ୍ରବାର ରାତିରେ ରୁଗୁଡିପଡା ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ନାୟକ ଜଣେ ଦକ୍ଷ ଶିକ୍ଷା ନିରୀକ୍ଷକ ଭାବେ ବଲାଙ୍ଗିର
Read More...

ଭୟ ବଢାଉଛନ୍ତି ବାହ୍ୟରାଜ୍ୟ ବେପାରୀ : ବୁଲୁଛନ୍ତି ଗ୍ରାମାଞ୍ଚଳର ଘରକୁ ଘର

ଦେଓଗାଁ, (କିଶୋର କୁମାର ସାହୁ) : କରୋନା ଆକ୍ରାନ୍ତଙ୍କ ସଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ବଲାଙ୍ଗୀର ଜିଲ୍ଲାରେ । ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିବା ବେଳେ ଦେଓଗାଁ ବ୍ଲକରେ ଏ ପର୍ୟ୍ୟନ୍ତ ହାତଗଣତି କିଛି ଲୋକଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଅଞ୍ଚଳରେ ଲୋକେ
Read More...

ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ଓଡିଶାର ଦୁଇ ଜଣ ବିଧାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ଓଡିଶାର ଦୁଇ ଜଣ ବିଧାୟକ । ତାଲିକାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାମ ସାମିଲ ରହିଛି । ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ବି ସାମିଲ ଅଛି ।
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଅଂଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ଓ ତାଙ୍କ ପତ୍ନୀ ଗତକାଲି ନିଜ ବିଲକୁ
Read More...

ଗୃହମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲା ଡ୍ରାଗନ ଫଳ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଯୁବ ଡ୍ରାଗନ ଚାଷୀଙ୍କ ଖବର ଗଣମାଧ୍ୟରେ ପ୍ରକାଶ ପାଇବା ପରେ ଚାଷକ୍ଷେତ୍ର ପରିଦର୍ଶନ କଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ । ଶୁକ୍ରବାର ଦିନ ଯୁବ ଚାଷୀ ବୈଷ୍ଣବଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଘରେ ସାକ୍ଷାତ
Read More...

ବୌଦ୍ଧ ଜିଲ୍ଲାରେ ବର୍ଷା, ରାସ୍ତାରେ ଜମି ରହୁଛି ପାଣି

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଗତ କାଲିର ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତରେ ଯୋଗାଯୋଗ ବିଚ୍ଛିନ୍ନ୍ନ ହୋଇ ପଡିଛି । ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଥିବା ନାଳରେ ୩ପୁଟ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେବା ଯୋଗୁଁ ୧୦ଖଣ୍ଡ ଗ୍ରାମର ଲୋକମାନେ ପ୍ରଭାବିତ
Read More...

ବନ୍ୟାକୁ ବର୍ଷେ ପୂରିଲା : ମିଳିନି କ୍ଷତି ପୂରଣ, ହେଲାନି ରାସ୍ତା ମରାମତି : କଥା ଦେଇ କଥା ରଖିଲେନି ମନ୍ତ୍ରୀ

ଦେଓଗାଁ, (କିଶୋର କୁମାର ସାହୁ) : ୨୦୧୯ ଅଗଷ୍ଟ ୧୨ରୁ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ବର୍ଷେ ଛୁଁଇଛି, କିନ୍ତୁ ସୁଧୁରୁନି ରାସ୍ତାର ଅବସ୍ଥା କି ମିଳିନି କ୍ଷତିପୂରଣ । ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଦୁଇ ଜଣ
Read More...

ତଲିଉଡାର ପଂଚାୟତରେ ୭୨ ଘଂଟିଆ ସଟ୍‌ଡାଉନ ଘୋଷଣା

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ପଂଚାୟତରେ ଆଜି ଠାରୁ ୭୨ ଘଂଟିଆ ସଟ୍‌ଡାଉନ ଘୋଷଣା ହୋଇଯାଇଛି । ସୂଚନା ଥାଉକି, ଏହି ପଂଚାୟତ ଅଧୀନସ୍ଥ ବୁରୋମୁଣ୍ଡା ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହୋଇସାରିଛି । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାର
Read More...

ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୮୦ ପହଞ୍ଚିଲା

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ୮ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଆଛନ୍ତି । ପୂର୍ବରୁ ବୌଦ୍ଧ ଜିଲ୍ଲାରେ ୩୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜିର ୮ ଜଣକୁ ମିଶାଇ ଜିଲ୍ଲାରେ ମୋଟ
Read More...