Monthly Archives

August 2020

ବନ୍ୟା ସର୍ତକତା : ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ରାଜ୍ୟ ସରକାରଙ୍କର ବନ୍ୟା ସର୍ତକତାକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଯାଜପୁର, ମାଲକାନଗିରି, ଢୋଙ୍କାନାଳ, ବୋ÷ଦ୍ଧ, ଦେବଗଡ, କେନ୍ଦ୍ରାପଡା, ବରଗଡ, ଭଦ୍ରକ ଓ
Read More...

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ପରିସରରେ ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କର ୨୬ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ବହ୍ନିକନ୍ୟା ପାର୍ବତୀ ଗିରି ଅନାଥମାନଙ୍କର ମାଆ, ତ୍ରାଣକର୍ତ୍ତା ଏବଂ ତ୍ୟାଗ ଆଦର୍ଶର
Read More...

କଫ୍‌ ସିରଫ ଚୋରା ଚାଲାଣ : ବିଜୁ ଯୁବ ବାହିନୀ ସଦସ୍ୟ ସହ ୪ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ପୋଲିସ ଗତକାଲି ୪ ଜଣ କଫ ସିରପ୍‌ ବେପାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଘଂଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଏସ.ଆଇ. ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା
Read More...

ବାଳଗୋପାଳ ଓ ଆକାଶଙ୍କ ସହିତ ଫେରାର ୮ ଜଣଙ୍କ ତୁରନ୍ତ ଗିରଫ ଦାବୀ କଲା ଆଦିବାସୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାଲେଭଟା ଗ୍ରାମ ସ୍ଥିତ ଗାଇଖାଇ ଛକରେ ପ୍ରାୟ ୬ ଜଣ ଭୂମିହୀନ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରି ରହୁଥିଲେ । ବାଳଗୋପାଳ ମିଶ୍ର ଓ ତାଙ୍କ ପୁଅ ଆକାଶ ମିଶ୍ରଙ୍କ ସହ ୮ ଜଣ ସଦଳେ ବଳେ ଯାଇ ଜେସିବି ଲଗାଇ ବାସଗୃହ ଭାଙ୍ଗିଦେବା ସହ
Read More...

ଆୟୁଷ ଡାକ୍ତରଙ୍କୁ ଫେରାଇ ଆଣିବାର ଦାବୀ ଜଣାଇଲା ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସ୍ଥିତି ଭୟାବହ ହେବାରୁ ବଲାଙ୍ଗିର ଜିଲ୍ଲାର ଅନେକ ଆୟୁଷ ଡାକ୍ତରମାନଙ୍କୁ ଡେପୁଟେସନ୍‌ରେ ଗଂଜାମ ଓ ରାୟଗଡ଼ା ଜିଲ୍ଲାକୁ ପ୍ରେରଣ କରାଯାଇଥିଲା । ବର୍ତ୍ତମାନ ସେହି ଜିଲ୍ଲାମାନଙ୍କରେ କରୋନା ସ୍ଥିତିରେ ସୁଧାର ଆସିଥିବା ପରିଲକ୍ଷିତ ହେଉଛି । କିନ୍ତୁ
Read More...

ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ଟି ଗେଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩ ଫୁଟ
Read More...

କୁରେଭନା ଠାରେ ରକ୍ତଦାନ ଶିବିର

ପୁଇଁତଲା, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାବ ନ ରୁହେ, ତାକୁ ଆଖି ଆଗରେ ରଖି ଯୁବ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଆଗଲପୁର ବ୍ଲକରେ କୋରନା ଆକ୍ରାନ୍ତ ବୃଦ୍ଧିକୁ ନେଇ ଲୋକେ ଆତଙ୍କିତ

ଆଗଲପୁର (ଦେବାଶିଷ ପଧାନ ) : ଆଗଲପୁର ବ୍ଲକରେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି ଛ ବିଶେଷକରି ଆଗଲପୁର ଗ୍ରାମରେ କୋରନା ପୋଜେଟିଭ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଆଜି ମଧ୍ୟ ବ୍ଲକର
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଉତ୍କଳ ଦିବସ, ସ୍ୱାଧୀନତା ଦିବସରେ ଦିଆଯାଉଥିବା…

ଭୁବନେଶ୍ୱର, (ରବି ରଥ) : ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ୧୪୮ଟି ସମ୍ବାଦପତ୍ରକୁ ରାଜ୍ୟ ସରକାର ଅନୁମୋଦନ କରି ବିଜ୍ଞାପନ ପ୍ରଦାନ କରିଥାନ୍ତି । କରୋନା ଯୋଗୁଁ ଉକ୍ତ ସମ୍ବାଦପତ୍ରଗୁଡ଼ିକ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଥିବା ବେଳେ
Read More...

ବେଲଗାଁ ୨୪ ଘଣ୍ଟା ଓ କରମତଲାରେ ୭୨ ଘଣ୍ଟା ସଟ ଡାଉନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବେଲଗାଁ ସରପଞ୍ଚ ଶିର ରଣା ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ
Read More...