Daily Archives

ଆଖାଡା ଓସ୍ତାଦ ପୀତାମ୍ବର ରାଏଙ୍କ ପରଲୋକ

ସମ୍ବଲପୁର(ଦାମୋଦର ପଣ୍ଡା) ସମଲେଶ୍ୱରୀ ମନ୍ଦିରର ଆଖାଡା ଓସ୍ତାଦ ତଥା ପୂର୍ବତନ ରାଜସ୍ବ ଇନ୍ସପେକ୍ଟର ପୀତାମ୍ବର ରାଏ (୬୮)ଙ୍କ ପରଲୋକ ହୋଇଛି । ସେ ନିଜ ଅନ୍ତେ ପତ୍ନୀ, ୩ ଝିଅ ଓ ୩ ପୁଅକୁ ଛାଡି ଯାଇଛନ୍ତି । ପୀତାମ୍ବର ରାଏ ୧୯୯୩ ମସିହାରେ ସମଲେଶ୍ୱରୀ ମନ୍ଦିରର ଆଖଡ଼ା ଓସ୍ତାଦ ଭାବେ
Read More...

ଆନ୍ତର୍ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସବ୍ୟସାଚୀଙ୍କ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାକ୍ଷେତ୍ରରେ ଗବେଷଣା ଓ ନବପ୍ରବର୍ତ୍ତନ ପାଇଁ କାମ କରୁଥିବା ଆନ୍ତର୍ଜାତିକ ସଂସ୍ଥା “ରାଇଡୁ” ତରଫରୁ ଆୟୋଜିତ ଶିଶୁ କିଶୋର ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ବଲାଙ୍ଗିରର
Read More...

୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ବଲାଙ୍ଗିର ଜିଲ୍ଲାରେ : ବଲାଙ୍ଗିର ପୌରାଂଚଳରୁ ୩୧ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୧ ଜଣ ରହିଥିବା ନେଇ ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଗେଟ୍‌ସରୋବରପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ପେଲେସଲାଇନ୍‌ରୁ ୪, ଚିମିନିଭାଟିରୁ
Read More...

ସଇଁନ୍ତଲା ଡାକ୍ତରଖାନାରେ ଜଣେ କରୋନା ଚିହ୍ନଟ ହେବା ପରେ ୭ଦିନ ପାଇଁ ଡାକ୍ତରଖାନା ବନ୍ଦ

ସଇଁନ୍ତଳା,(ଅଜିତ କୂମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତର ଖାନାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ୧୧ ଦିନ ମଧ୍ୟରେ ୨୬ଜଣ କରୋନା ଚିହ୍ନଟ ହୋଇଥିବା ଡାକ୍ତର ସମରେନ୍ଦ୍ର ମହାପାତ୍ର କହିବା ସହିତ ଡାକ୍ତରଖାନା
Read More...

ସୁବର୍ଣ୍ଣପୁରର ଅନ୍ୟତମ ଗଣ ଲୋକପର୍ବ : କରମା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ପୀଠରେ ଗତକାଲି ରାତିରୁ ଆରମ୍ଭ ହୋଇଥିବା କରମସାନୀ ପର୍ବ ଆଜି ପୂର୍ବାହ୍ନରେ ଉଦ୍ ଯାପିତ ହୋଇ ଯାଇଛି । ଜିଲ୍ଲାର ବିଭିନ୍ନ ଗାଁ ଓ ଆଦିବାସୀ ବସ୍ତିରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦେବୀ କରମସାନୀଙ୍କ ପୂଜାର୍ଚ୍ଚନା
Read More...

କଙ୍ଗନାଙ୍କ ନୂଆ ଚଳଚିତ୍ର ‘ତେଜସ୍‌’

ମୁମ୍ବାଇ, (କେପିଏନ୍‌ଏସ୍‌) : ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱାତଙ୍କ ନୂଆ ଚଳଚିତ୍ର ‘ତେଜସ୍‌’ର ଫାଷ୍ଟ ଲୁକ୍‌ ଗତ ଫେବୃଆରୀରେ ଜାରି ହୋଇଥିଲା । ଏଥିରେ କଙ୍ଗନାଙ୍କୁ ବାୟୁସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳବ । ଜୁଲାଇରୁ ଚଳଚିତ୍ରର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ କରୋନା ଯୋଗୁଁ
Read More...

ଚଳିତବର୍ଷ ଆଇପିଏଲରେ ଖେଳିବେନି ସୁରେଶ ରାଇନା

ନୂଆଦିଲ୍ଲୀ,(କେପିଏନ୍‌ଏସ୍‌ ): ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍‌ର ଅଲ୍‌ ରାଉଣ୍ଡର୍‌ ସୁରେଶ ରାଇନା ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦୁବାଇରେ ହେବାକୁ ଥିବା ଚଳିତ ବର୍ଷର ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ ନାହିଁ । ଯେଉଁଥି ପାଇଁ
Read More...

ଦାନା ପାଇଁ ଦାଦନ ଖଟିବେ ଶ୍ରମିକ : ସର୍ଦ୍ଦାର ଆଗରେ ସରକାର ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା । ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟି ଯାଇଥାନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସେମାନେ ନିଜ
Read More...

ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ପାଇଁ ଆଜି ଏକ ଦୁଖଦ ଖବର । ଟିଟିଲାଗଡ ସହରର ଜଣେ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଛି। ସ୍ୱର୍ଗତଃ ପଣ୍ଡା ସହରର ଜଣେ ଉତ୍ତମ ବ୍ୟକ୍ତି, ପରୋପକାରୀ, ମେଳାପୀ, ଅତ୍ୟନ୍ତ ଦୟାଳୁ, ବିଚକ୍ଷଣ ବୁଦ୍ଧି, ସରଳ ମଣିଷ ଭାବରେ ବେଶ
Read More...

ଅସହାୟ ଅବସ୍ଥାରେ ଉକିଆ ମହାନନ୍ଦଙ୍କ ପରିବାର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବହୁ ଦିନରୁ ନିଜର ବାସସ୍ଥାନ ଟିକକ ପାଇଁ ବହୁ ନେତା ଅଫିସରଙ୍କୁ ଗୁହାରୀ କରିଥିଲେ ହେଁ କେହି ହେଲେ ଗୁହାରୀ ଶୁଣୁନାହାନ୍ତି । ଶେଷର ଯେଉଁ ଛୋଟ ଘର ଟିଏ ଥିଲା ତାହା ବର୍ଷା ପାଣିରେ ଭାଙ୍ଗି ଯାଇଛି । ଫଳରେ କୁଟୁମ୍ବର ପାଞ୍ଚ ପ୍ରାଣୀଙ୍କୁ ବହୁ
Read More...