Daily Archives

ଅଇଁଲାସାରି ସବର୍ଣ୍ଣ ଅସବର୍ଣ୍ଣ ଲଢେଇ : ଦଳିତ ମହିଳାଙ୍କ ଧାରଣା ଓ ବିକ୍ଷୋଭ, ପୋଲିସ ପ୍ରସାଶନର କ୍ଷୟକ୍ଷତି ଆକଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବୁଧବାର ଦିନ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ ହେବାପରେ ଆଜି ଘଟଣା ପୁଣି ଭିନ୍ନ ମୋଡ ନେଇଛି । ଅସବର୍ଣ୍ଣଙ୍କ ବସ୍ତିରୁ ଦଶ ଜଣକୁ ପୋଲିସ ଉଠାଇ ଆଣିଥିବା ବେଳେ ସେଭିତରୁ ଜଣେ କୋଭିଡ
Read More...

ସ୍କୁଟି ଦୁର୍ଘଟଣାରେ ଜଣେ ଗୁରୁତର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସିମେଂଟ ଫ୍ୟାକ୍ଟ୍ରି ନିକଟରେ ଆଜି ସଂଧ୍ୟାରେ ଏକ ସ୍କୁଟି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା
Read More...

ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡରେ ସପ୍ତାହନ୍ତ ସଟ୍‌ଡାଉନ ଘୋଷଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ନୂଆଁଖାଇ ପରେ ପୁର୍ନବାର ଟିଟିଲାଗଡ ଉପଖଣ୍ଡକୁ ସପ୍ତାହନ୍ତ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ ଟିଟିଲାଗଡ । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ପତ୍ର ସଂଖ୍ୟା ୩୧୩୧/ତା. ୨୮.୦୮.୨୦୨୦ ଅନୁସାରେ ଉପଖଣ୍ଡ ଅଂଚଳରେ
Read More...

୯ ଦିନ ପରେ ମହାବୀର ରେସିଡେନ୍ସିରୁ ଉଠିଲା କଂଟେନମେଂଟ ଜୋନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ. ୧୪ ମହାବୀର ରେସିଡେନ୍ସିୁରେ କରୋନା ସଂକ୍ରମିତ ରୋଗକୁ ଦୃଷ୍ଟି ରଖି ଗତ ୧୯.୦୮.୨୦୨୦ରିଖ ଦିନ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲେ । ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟ ଏହା ଘୋଷଣା
Read More...

କୁଶଙ୍ଗକୁ ୭୨ ଘଂଟା ସଟ୍‌ଡାଉନ୍‌ କଲେ ସରପଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ଲକ୍‌ ଅଧୀନସ୍ଥ କୁଶଙ୍ଗ ପଞ୍ଚାୟତ ଅଂଚଳକୁ ୭୨ ଘଂଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ ଯଦୁମଣି ପଧାନ । ତେବେ ସୂଚନା ଅନୁସାରେ ୨୭ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର
Read More...

ଶିଷକେଲା ଗ୍ରାମକୁ ୪୮ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଳା, (ଅଜିତ କୂମାର ସାହୁ) :ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଗ୍ରାମରେ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଶିଷକେଲା ସରପଞ୍ଚ ଉମାକାନ୍ତ ରଣା ଉକ୍ତ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି।ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ
Read More...

ବିନିକା, ଉଲୁଣ୍ଡା, ସୁବର୍ଣ୍ଣପୁର ସମେତ ବୀରମହାରାଜପୁର ବ୍ଲକର ଶତାଧିକ ନଦୀକୂଳିଆ ଗାଁକୁ ପାଣି ଘେରିଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହୀରାକୁଦ ଡ୍ୟାମରୁ ଆଜି ମଧ୍ୟାହ୍ନ ସୁଦ୍ଧା ୩୨ଟି ସ୍ଲୁଇସ୍ ଗେଟ୍ ରେ ବନ୍ୟାପାଣି ଛଡାଯିବା ଫଳରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜିଲ୍ଲାରେ ପ୍ରବାହିତ ମହାନଦୀର ବଢି ଯୋଗୁଁ ପ୍ରାୟ ୩୦ଟି ଗାଁକୁ ବନ୍ୟାପାଣି ଘେରି ରହିଥିବାବେଳେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷକରି, ଜିଲ୍ଲାର ସବୁଠି ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି । ଆଜିସୁଦ୍ଧା
Read More...

ରାଜେନ୍ଦ୍ର କଲେଜ ବିଶୋଧିକରଣ ପାଇଁ ଦାବୀ ଜଣାଇଲା ଛାତ୍ର କଂଗ୍ରେସ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର କଲେଜର ସମ୍ପୂର୍ଣ ବିଶୋଧିକରଣ ପାଇଁ ପୌର ଅଧିକାରୀ ବିପିନ ଦୀପଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ବିଭିନ୍ନ ଶ୍ରେଣୀ ପାଇଁ ଏଡ଼ମିଶନ ତଥା ପରୀକ୍ଷା ସ୍ଥିର ହୋଇସାରିଥିବା ବେଳେ ଏଯାଏଁ କଲେଜ
Read More...

ଜେଇଇ ଓ ନିଟ୍ ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ମୁତାବକ ଆସନ୍ତା ସେପ୍ଟେମ୍ବର ମାସରେ ଜେଇଇ ଓ ନିଟ ପରୀକ୍ଷା ହେବାକୁ ଯାଉଛି । କିନ୍ତୁ ଏପଟେ ଓଡିଶାରେ କରୋନା ଉତ୍ପାତ ଥମି ନଥିବା ବେଳେ ଆହୁରି ପ୍ରବଳ ବର୍ଷା ସାଙ୍ଗକୁ ବଢିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଏଭଳି ସମୟରେ
Read More...