Daily Archives

ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେ଼ମୀରର ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି । ବିକାଶ ହସ୍ପିଟାଲ, ବରଗଡ଼ରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଯୋଗ ଯେତେବେଳେ ଆଧ୍ୟାତ୍ମିକ ଲୋକମାନଙ୍କ ମଧ୍ୟରେ ସିମୀତ ଥିଲା, ସେହି ସମୟରେ ସେ ରାଜ୍ୟ
Read More...

ଜାତୀୟ ସୁରକ୍ଷା ଆଇନ ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜର ନିବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲ୍‌ରେ ଡାକ୍ତର ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ଉପରେ ଜିଲ୍ଲାପାଳଙ୍କ ଦ୍ୱାରା ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜ ପକ୍ଷରୁ ନିବେଦନ କରାଯାଇଛି । କୁହାଯାଇଛି ଯେ,
Read More...

ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ୯୨ ବର୍ଷ ବୟସରେ ତାଙ୍କ ଟିକ୍ରାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅବିଭକ୍ତ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ସିଆରିଆ ଅଂଚଳରେ ସ୍ୱର୍ଗତ ସାହୁ ଜନ୍ମ ଗ୍ରହଣ କରିଥିବା ବେଳେ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୧,୪୦୮ ଚିହ୍ନଟ : ଓଡ଼ିଶାରେ ୨୯୪୯ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ କମୁନାହିଁ । ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୧,୪୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ୨୯୪୯ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ପାରିବାରିକ କଳହ : ଧର୍ମପତ୍ନୀ ଓ କନ୍ୟାକୁ ବିଷ ପିଆଇ ନିଜେ ପିଇଲେ, ୩ ଆରପାରିରେ

ବରଗଡ଼, (ଗୋପୀନାଥ ସାହୁ) : ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁର ରଥ ମହାନନ୍ଦ (୪୫) ଚାରୋଟି କନ୍ୟା ସନ୍ତାନର ପିତା । ତେବେ ବଡ଼ ଝିଅକୁ ବାହା ଦେଇ ସାରିଛନ୍ତି । ଶ୍ୱଶୁର ଘରେ ମନାନ୍ତର ଯୋଗୁଁ ଝିଅ ଆସି ବାପଘରେ ଥିଲା ।
Read More...

କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏଥର କରୋନା କଟକଣା ଯୋଗୁଁ କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି । ସମଲେଶ୍ଵରୀ ମନ୍ଦିରରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସବୁଠୁ ବେଶୀ ପ୍ରବ।ଭିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ଭେଟଘାଟ ।
Read More...

ଭିଡିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

• ନୂଆଁଖାଇର ସନ୍ଦେଶ ପାଳନ କରିବାକୁ ଆହ୍ୱାନ• କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ• ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତଧୋଇବାକୁ ପରାମର୍ଶନୂଆଦିଲ୍ଲୀ/ଭୁବନେଶ୍ୱର, ନୂଆଦିଲ୍ଲୀ, (ପିଆଇବି) : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ
Read More...

ଦେଓଗାଁ ବ୍ଲକରେ କରୋନାର ସ୍ଥିତି : ୧୧୭୫ ଟେଷ୍ଟରୁ ୨୪ ପଜିଟିଭ୍, ସୁସ୍ଥ ହେଲେଣି ୬

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଦେଓଗାଁ ବ୍ଲକର ୬ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଥିଲା । ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ନୁଆଁପାଲି ଗାଁର ଜଣେ ୨୩ ବର୍ଷୀୟ ଯୁବକ, ଜଣେ ୮୫ ବର୍ଷୀୟ ବୃଦ୍ଧ, ଜଣେ ୭୫ ବର୍ଷୀୟା ବୃଦ୍ଧା, ୭୦ ବର୍ଷୀୟ ବୃଦ୍ଧ
Read More...

ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପୌର ପରିଷଦ ବିଫଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ମଂଗଳବାର ବଜାରରେ ଚାଲିଛି ସହରର ଏକମାତ୍ର କଂସେଇଖାନା । ପୌର ପରିଷଦ ଅଧୀନରେ ଚାଲିଥିବା ଏହି କଂସେଇଖାନାରୁ ନିୟମିତ ଭାବରେ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି । କିନ୍ତୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆବଶ୍ୟକ ସୁବିଧା
Read More...

ଗଣମାଧ୍ୟମର କାର୍ୟ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ୟ୍ୟକଳାପ ଭାବେ ବିବେଚନା କରାଯାଇଥାଏ । ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କୋଭିଡ-୧୯ ବୈଶ୍ଵିକ
Read More...