Daily Archives

ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ.ରେ ବୁକ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲର ଆଇସୋଲେସନ୍‌ ୱର୍ଡରେ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବିଷ୍ଣୁମୁଣ୍ଡାର ଦୁଇ ଜଣ ଅଭିଯୁକ୍ତ ଶ୍ରୀକାନ୍ତ ସୁନା ଏବଂ ଚଂଚଲ ଶିକାଙ୍କୁ ଗତ ୧୭ ତାରିଖ ଦିନ ଏନ୍‌ଏସ୍‌ଏ(ନେସ୍‌ନାଲ୍‌
Read More...

ରାସ୍ତା ନିର୍ମାଣ ପାଇଁ ଅନଶନ : ସରପଞ୍ଚଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମର ଦଳିତ ସାହିକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଯୁବ ବିପ୍ଲବୀ ପଙ୍କଜ କହଁରଙ୍କ ନେତୃତ୍ୱରେ ଆଜି ରାସ୍ତା ଉପରେ ଗ୍ରାମବାସୀ ବସି ଆମରଣ ଅନଶନ କରିଥିବା ଜଣାପଡିଛି । ଯୁବ ବିପ୍ଲବୀ ପଙ୍କଜଙ୍କ କହିବାନୁଯାୟୀ ଗ୍ରାମର
Read More...

ନବାନ୍ନ ପାର୍ବଣର ତତ୍ତ୍ୱକଥା : ଗୁରୁଜୀ ଡକ୍ଟର ଦୋଳଗୋବିନ୍ଦ ବିଶୀ

ପ୍ରାଗୈତିହାସିକ ଶୀକାରଜୀବୀ ସମାଜରୁ ବିବର୍ତ୍ତିତ ଆଦିମସମାଜର ବିଭିନ୍ନ ସ୍ତରରେ ବିକଶିତ ଧର୍ମୀୟ ଉପଲବ୍ଧି,ଧର୍ମାଚାର ଓ ମାନସତତ୍ତ୍ୱର କ୍ରମିକ ଇତିହାସ ନବାନ୍ନତତ୍ତ୍ୱ ମଧ୍ୟରେ ନିହିତ । ଆଦିମ ସମାଜର ପିତୃପୂଜା, ଡ଼ଙ୍ଗରପୂଜା (ଏହା ମଧ୍ୟ ପିତୃପୂଜାରୁ ବିବର୍ତ୍ତିତ) ଓ ଧର୍ମଦେବତା ପୂଜାରୁ
Read More...

ଏକାଠି ହୋଇ ନୂଆଁ ଖାଇଲେ ୮୫ରୁ ଅଧିକ ସଦସ୍ୟ

ସଇଁନ୍ତଲା,(ଅଜିତ କୁମାର ସାହୁ) : ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ଵ ନୂଆଁଖାଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବେଲଗାଁ ପଞ୍ଚାୟତ କୁସମଖାଲ ଗ୍ରାମର ମାଝିପଡା ଗିରିଧାରୀ ମାଝୀଙ୍କ ୮୫ ରୁ ଅଧିକପରିବାର ଲୋକେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟି ରେ ରଖି
Read More...

ବଲାଙ୍ଗିର ପୌରାଂଚଳରୁ ୧୫ ଜଣଙ୍କ ସହ ଆଜି ବଲାଙ୍ଗିର ଜିଲ୍ଲାରେ ୬୨ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରୁ ୧୫ ଜଣଙ୍କ ସହ ଆଜି ଜିଲ୍ଲାରେ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସଂପୃକ୍ତ ପୌରାଂଚଳର କଲେଜଛକରୁ ୨, ପେଲେସଲାଇନ୍‌ରୁ ୩, ରିଜର୍ଭ ପୋଲିସରୁ ୧, ଠିକାଦାରପଡ଼ାରୁ ୧,
Read More...

ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଅନ୍ନ ରୂପୀ ବ୍ରହ୍ମକୁ ପରଂବ୍ରହ୍ମଙ୍କ ପାଖରେ ସମର୍ପଣ କରିବାର ଅନନ୍ୟ ଲୋକ ପରମ୍ପରାର ସମୁଜ୍ଜ୍ବଳ ନିଦର୍ଶନ ସ୍ବରୂପ ଆଜି ନୂଆଁଖାଇ ଗଣପର୍ବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି । କାହିଁ କେତେ ଦିନରୁ ପଶ୍ଚିମ ଓଡିଶାରେ ହୋଇ ଆସୁଥିବା ଏହି
Read More...

ସଇଁନ୍ତଳା ଅଞ୍ଚଳରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ସଇଁନ୍ତଳା ଅଞ୍ଚଳରେ ପାଳିତ ହୋଇଯାଇଛି । ଏହା ଏକ ଭାଇଚାରାର ପର୍ବ । ତେଣୁ ଯିଏ ଯେଉଁଠି ଥାଉନା କାହିଁକି ଘରକୁ ଫେରି ଆସିଥାନ୍ତି । ନୂଆଁଖାଇ ପର୍ବରେ ଘରର ଇଷ୍ଟଦେବତାଙ୍କୁ ପୂଜା ବିଧି ସମାପ୍ତ କରିବା ପରେ
Read More...

ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀ ପୀଠରେ ନୂଆଁ ଲାଗିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ୱରୀଙ୍କ ପୀଠରେ ନୂଆଁ ଲାଗିଯାଇଛି । ବିଧି ଅନୁସାରେ ନିର୍ଦ୍ଧାରିତ ସମୟରେ ପୂଜାପାଠ ସହ ମା’ଙ୍କଠାରେ ନୂଆଁ ଲଗାଯାଇଥିବା ବେଳେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିନାହିଁ । ତେବେ ନୀତିକାନ୍ତି ପାଳନ
Read More...

ମା’ ସମଲେଇଙ୍କ ପାଖରେ ଲାଗିଲା ନୂଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମଲେଇ ମନ୍ଦିରରେ ବିଧି ମୁତାବକ ନୂଆଁ ଲାଗିଲା । ନିର୍ଦ୍ଧାରିତ ସମୟରେ ମନ୍ଦିର ପୂଜକ ନୂଆଁକୁଁଡ଼ା ଅର୍ପଣ କରିବା ସହ ପୂଜାବିଧି ସମାପ୍ତ କରିଛନ୍ତି । ପୂର୍ବ ବର୍ଷ ଭଳି ଏ ବର୍ଷ ମନ୍ଦିରରେ ଭକ୍ତମାନଙ୍କ ସମାଗମ ନଥିଲା । କେବଳ ନୀତିକାନ୍ତ ପାଳନ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୨୯୯୩ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୬୦୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୯୩ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୧୧୪ ଜଣ
Read More...