Daily Archives

କରୋନା ସତ୍ୱେ ନୂଆଁଖାଇ ପରମ୍ପରା ବଜାୟ ରଖିବେ ଜଲିଆ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଜଲିଆ ଗ୍ରାମ ଏହାର ରୀତି ନୀତି ପରମ୍ପରା ପାଇଁ ବେଶ୍‌ ଜଣାଶୁଣା । ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଏ ଅଂଚଳର ମହାନ୍‌ ପର୍ବ ନୂଆଁଖାଇକୁ ଏମାନେ ନିଆରା ଢଙ୍ଗରେ ପାଳନ କରନ୍ତି । ଗାଁ ସାରା ଶତାଧିକ ପରିବାର ଏକ ହୋଇ ପାଳନ କରନ୍ତି ନୂଆଁଖାଇ
Read More...

ଧୁବଲପଡ଼ା ପଞ୍ଚାୟତର ବନ୍ଧନଭାଡ଼ି ଗାଁ ପାଇଁ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କଲେ ସରପଞ୍ଚ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଧୁବଲପଡ଼ାରେ ୪ ଦିନିଆ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି ଗୋପାଳ ବାଗ । ତେବେ ୨୦ ତାରିଖ ରାତି ୮ ଘଣ୍ଟାରୁ ୨୪ ତାରିଖ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଗ୍ରାମ ପଞ୍ଚାୟନ ଅଧୀନସ୍ଥ ବନ୍ଧନଭାଡ଼ି ରାଜସ୍ୱ ଗ୍ରାମକୁ
Read More...

ସ୍କୁଲରୁ ଚୋରି ବେଳେ ଗାଁ ଯୁବକଙ୍କୁ ଦେଖି ଚୋର ଚମ୍ପଟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ମଙ୍ଗଳବାର ରାତିରେ ଚୋରି ହେଉଥିବାର ସୁରାକ ମିଳିବାରୁ ଗାଁର ଯୁବକମାନେ ପହଂଚି ଯାଇଥିଲେ । ଫଳରେ ଯୁବକମାନଙ୍କୁ ଦେଖି ଚୋରି ସାମଗ୍ରୀକୁ ଛାଡି ଚୋରମାନେ ଚମ୍ପଟ ମାରିଛି । ଲୋକଙ୍କ କହିବା ଅନୁଯାୟୀ ଗତ ମଙ୍ଗଳବାର
Read More...

ସ୍ଥିତି ଅସମ୍ଭାଳ : ବଲାଙ୍ଗିରରେ ଆଜି ୧୭୩ ଚିହ୍ନଟ, ୩୮ ଜଣ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି ବଲାଙ୍ଗିର ଜିଲ୍ଲାରେ । ଆଜି ଗୋଟିଏ ଦିନରେ ୧୭୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବରପାଲିପଡ଼ା ୧,
Read More...

ପାଇଖାନା ଛାତ ପଡି ଛାତ୍ର ମୃତ୍ୟୁ ଘଟଣା : ନରସିଂହଙ୍କ ହସ୍ତକ୍ଷେପରେ ମୃତକ ପରିବାର ପାଇଁ ଆସିଲା ସହାୟତା ରାଶି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବର୍ଷ ନଭେମ୍ବର ୯ ତାରିଖ ଦିନ ସ୍ଥାନୀୟ ଟିକ୍ରାପଡା ସ୍ଥିତ ୟୁଜିଏମ୍‌ଇ ସ୍କୁଲର ପାଇଖାନା ଛାତ ପଡି ସବିତା ଖର୍ସେଲଙ୍କ ପୁଅ ଅତିସ ଖର୍ସେଲଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ଘଟଣା ସାରା ସହରରେ ଶିକ୍ଷା ବିଭାଗର ଅବହେଳା ତଥା ଦାୟିତ୍ୱହୀନତା
Read More...

ଜିଲ୍ଲା କଂଗ୍ରେସ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଜିଲ୍ଲା ଯୁବ କଂଗ୍ରେସ ଦ୍ୱାରା ଚାରା ବଣ୍ଟନ କାର୍ଯ୍ୟକ୍ରମବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ
Read More...

ଜଙ୍ଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ : ବାଳଗୋପାଳ ମିଶ୍ର

ଘରଭଂଗା ଘଟଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଂଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ପୂର୍ବତନ ସାଂସଦ ତଥା ବିଧାୟକ ବାଳଗୋପାଳ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୧୯୭୩ ମସିହାରୁ ଲୋଇସିଂହା, ଆଗଲପୁର ଅଂଚଳରେ ଜଂଗଲ ବଂଚାଇ ରଖିବା ପାଇଁ
Read More...

ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ସଂଘାତିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗତ ୨୪ ଘଂଟାରେ ରାଜ୍ୟରେ ୨୮୯୮ ନୂଆ ଚିହ୍ନଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୧୭୩ ଜଣ ଚିହ୍ନଟ ହୋଇଥିବା ଦର୍ଶାଇଛନ୍ତି । ଗତକାଲି ସରକାରୀ ରିପୋର୍ଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣି ଲୋକେ ଟିକେ ଆଶ୍ୱସ୍ତ ହୋଇଥିଲେ ।
Read More...

ଘୁନସରରେ ୪୮ଘଣ୍ଟା ପାଇଁ ସଟଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ୪ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆଜି ଘୁନସର ସରପଞ୍ଚ ଦ୍ରୌପଦୀ ବେହେରା ଜିଲ୍ଲାପାଳ କ୍ଷମତା ଦେଖାଇ ପଞ୍ଚାୟତ କୁ ୪୮ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ
Read More...

ପ୍ରତିରୋଧ ମାନୁନି କରୋନା : ଆଜି ଦେଶରେ ୬୯,୬୫୨ ଓ ଓଡ଼ିଶାରେ ୨୮୯୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତିରୋଧକୁ ମାନୁନି କରୋନା । ହୁ ହୁ ହୋଇ ବଢ଼ୁଛି ରାଜ୍ୟରୁ ଦେଶ ଯାଏଁ । ଆଜି ଦେଶରେ ଗତ ୨୪ ଘଂଟା ମଧ୍ୟରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୨୮୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ
Read More...