Daily Archives

ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ସହିତ ପାଳନ ହେଲା ସ୍ୱାଧୀନତା ଦିବସ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ୭୪ ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ମ.ରାମପୁରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ସାମାଜିକ ଦୂରତା ଅବଲମ୍ବନ ସହିତ ପାଳିତ ହେଇଯାଇଛି । ତହସିଲ କାର୍ୟ୍ୟାଳୟରେ ତହସିଲାଦର ସୟଦ ଇସାକ ମଦିନା, ବ୍ଲକ କାର୍ୟ୍ୟାଳୟରେ ବିଡ଼ିଓ ରୁମାନା
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଧନା ଦେବା ସହିତ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ କାର୍ୟ୍ୟାଳୟ ସମେତ ସମସ୍ତ ଆଞ୍ଚଳିକ ତଥା ଶାଖା କାର୍ୟ୍ୟାଳୟ ଗୁଡିକରେ ସ୍ଥାନୀୟ କରୋନା ଯୋଦ୍ଧା ଯେପରିକି ଆଶା କର୍ମୀ, ଅଙ୍ଗନୱାଡି କର୍ମୀ,
Read More...

ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଧୋନୀ

ଚେନ୍ନାଇ, (କେପିଏନ୍‌ଏସ୍‌) : ଭାରତୀୟ କ୍ରିକେଟ୍‌ ଜଗତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ସଂପର୍କରେ ଘୋଷଣା କରିଥିବା ବେଳେ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେଆର୍‌ କରି ତାଙ୍କ ଘୋଷଣା ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କୁ ପ୍ରଚୂର
Read More...

ସାଲେଭଟା ଆବାସ ଯୋଜନାର ଘରଭଙ୍ଗା ଘଟଣା : ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ ଓ ତାଙ୍କ ସ୍ୱାମୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ଅଧୀନ ସାଲେଭଟା ପଂଚାୟତର ଗାଇଖାଇ କେନାଲ ନିକଟରେ କେତେକ ଶବର ସମ୍ପ୍ରଦାୟ ପରିବାର ପ୍ରଶାସନର ଅନୁମତି କ୍ରମେ ସରକାରୀ ଜଙ୍ଗଲ ଜମିରେ ଆବାସ ଯୋଜନାରେ ଘର ତିଆରି କରିଥିଲେ । ଘର ବାବଦ ଦୁଇଟି କିସ୍ତିର ଟଙ୍କା ମଧ୍ୟ ସେମାନେ
Read More...

ବଲାଙ୍ଗିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ମୋ’ ପରିବାର ତରଫରୁ ବିଜୁ ଜନତା ଦଳ ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ବଲାଙ୍ଗିରରେ ମଧ୍ୟ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟର
Read More...

ଲୋଇସିଂହାରେ କରୋନା ଆତଙ୍କ, ପ୍ରଶାସନ ନୀରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସହରରେ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସାଧାରଣରେ ଏକ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ତେବେ ଆଗାମୀ ନୂଆଁଖାଇ ପର୍ବକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଅଂଚଳକୁ କଣ୍ଟେନମେଣ୍ଟ ଅଥବା ବଫର ଜୋନ
Read More...

ତ୍ରିରଙ୍ଗା ପତାକା ପ୍ରତି ଅସମ୍ମାନ : ଓଲଟା ଉଡିଲା ଜାତୀୟ ପତାକା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ୭୪ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଭରି ହୋଇ ରହିଥାଏଥାଏ । କିନ୍ତୁ ଏହି ସମୟରେ ବେପାରୁଆ ମନୋଭାବ ରଖିବା ଓ ଜାତୀୟ ପତାକାକୁ ଅସମ୍ମାନ କରିବା ଅଞ୍ଚଳବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଛି । ସୁଚନା ଏହି କି ଯେ,
Read More...

ଚନ୍ଦନଭାଟିରେ କରୋନା ଆତଙ୍କ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହରକୁ ପୂର୍ବରୁ କରୋନା ପହଂଚିଥିଲେ ସୁଦ୍ଧା ବଲାଙ୍ଗିର ବ୍ଲକ ଅଧୀନସ୍ଥ ଚନ୍ଦନଭାଟିରେ କରୋନାର ଭୟାବହତା ବିଶେଷ ଭାବେ ପରିଲକ୍ଷିତ ହେଉ ନଥିଲା । ତେବେ ଆଜି ଗୋଟିଏ ଦିନରେ ଚନ୍ଦନଭାଟିରୁ ୯ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଚହଳ
Read More...

ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ପାଳନ ପୂର୍ବକ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ୟାରେଡ ପଡିଆରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି.
Read More...