Daily Archives

ନୂଆଁଖାଇ ବେଳେ ସଟ୍ ଡାଉନ ପ୍ରତ୍ୟାହାର ପାଇଁ ସାମାଜିକ ସଂଗଠନର ଦାବୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କୋଶଳ ରାଜ୍ୟ ସମନ୍ୱୟ ସମିତି ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇର ପୁର୍ବ ଏବଂ ପର ଦିନକୁ ଲକ୍ ଡାଉନରୁ ବିରତି ଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଏକ
Read More...

ଭୟାବହ ମରୁଡ଼ି ଅବସ୍ଥା ସମ୍ଭାଳିବାକୁ କୋଶଳାଂଚଳ ପାଇଁ ଚାରି ହଜାର କୋଟିର ପେକେଜ୍ ଘୋଷଣା ନିମନ୍ତେ କୋଶଳ ରାଜ୍ୟ ସମନ୍ୱୟ…

ବଲାଙ୍ଗିର, (କେପିଏନ୍ଏସ୍) : ଗତ ତିନିମାସ ଧରି କୋଶଳାଂଚଳରେ ଆବଶ୍ୟକ ପରିମାଣର ବର୍ଷା ନ ହେବାରୁ କୋଶଳାଂଚଳରେ ଭୟାବହ ମରୁଡ଼ି ଦେଖାଦେଇଛି । କରୋନା ଯୋଗୁଁ ଚାଷୀ ତଥା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଉଥିବା ବେଳେ ଏଭଳି ସ୍ୱଳ୍ପ ବୃଷ୍ଟି ପାଇଁ ଭୟାବହ ମରୁଡ଼ି ଜନିତ
Read More...

ଯୁବୋଦୟରେ +୨ ବିଜ୍ଞାନ ଟପ୍ପର ଏଥର ଜ୍ୟୋତିରାଜ ପ୍ରଧାନ

ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ବଲାଙ୍ଗିର ଯୁବୋଦୟ କଲେଜରେ +୨ ବିଜ୍ଞାନ ଟପ୍ପର ହୋଇଛନ୍ତି ଜ୍ୟୋତରାଜ ପ୍ରଧାନ । ସେ ସମୁଦାୟ +୨ ବିଜ୍ଞାନ ଫଳାଫଳରେ ୫୫୮ ମାର୍କ ରଖିଥିବା ବେଳେ ୯୩% ରଖି କଲେଜ ଟପ୍ପର ହୋଇଛନ୍ତି । ତାଙ୍କ ସଫଳତା ପାଇଁ ଯୁବୋଦୟ କଲେଜ ପକ୍ଷରୁ ଶୁଭେଚ୍ଛା ପ୍ରଦାନ
Read More...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଡନି ରୋଗରେ ପୀଡିତ ଦମ୍ପତି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲାର ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠି ଓ ତାଙ୍କ ସ୍ତ୍ରୀ ସମାରୀ ସେଠି ଉଭୟ କିଡ଼ନି ରୋଗରେ ପୀଡିତ ଥିବାବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି । ଦୀର୍ଘ ୨ବର୍ଷ ହେଲା ଦମ୍ପତି କିଡ଼ନି ରୋଗରେ ପୀଡିତ ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ
Read More...

ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଚମକିବ ପାଟଣାଗଡର ଦେବସ୍ଥଳୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ ସହର ତଥା ପାଟଣା ଷ୍ଟେଟର ପୁର୍ବ ରାଜଧାନୀ ପାଟଣାଗଡ ଅନ୍ତର୍ଗତ ସମସ୍ତ ଦୈବୀ ପୀଠ, ମନ୍ଦିର ଗୁଡିକର ସୁରକ୍ଷାକୁ ଗୁରୁ ଦାୟିତ୍ୱ ଭାବରେ ନେଇ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ଅଂଟା ଭିଡିଛନ୍ତି । କିଛି ଦିନ
Read More...

ଶୁଭାରମ୍ଭ ହେଲା କରୋନା ସଚେତନତା ରଥ

ଲୋଇସିଂହା,(ବିମଳେନ୍ଦୁ ସାହୁ) : ମହାମାରୀ କରୋନା ଯୋଗୁ ବଲାଙ୍ଗୀର, ବରଗଡ ଓ ନୂଆପଡ଼ା ଜିଲାର ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନ ଜୀବିକା ହରାଇଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାର ହାସଲ କରି ସୁରକ୍ଷିତ ରହି ପାରିବେ । ସେ
Read More...

ବଲାଙ୍ଗିର ଜିଲ୍ଲାରେ ବ୍ୟାପୁଛି କରୋନା : ଆଜି ପୁଣି ୨୭

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ବ୍ୟାପିବାରେ ଲାଗିଛି କରୋନା । କରୋନା ସଂକ୍ରମଣରେ ପୁଣି ଆଜି ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଆଜି ବଲାଙ୍ଗିର ପୌରାଂଚଳରୁ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଂଚଳରୁ ୮ ଜଣ ସଂକ୍ରମିତ
Read More...

ଓଡିଶା ମୋ’ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମୋ’ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ସେହି କ୍ରମରେ ଆଜି ବଲାଙ୍ଗିର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା
Read More...

ବାରମ୍ବାର ଦୋକାନ ବଜାର ସିଲ କୁ ନେଇ ବଣିକ ସଂଘର ଅସନ୍ତୋଷ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କରୋନାକୁ ପ୍ରତିହତ ପାଇଁ ସବୁବେଳେ ସଟଡାଇନ ଲକଡାଉନ ଲାଗି ରହିଛି । ଯାହଫଳରେ ଦୋକାନ ବଜାର ବନ୍ଦ କରିବାକୁ ଦୋକାନୀ ମାନେ ବାଧ୍ୟ ହେଉଛନ୍ତି । ବାରମ୍ବାର ଏଭଳି ବନ୍ଦ ହେବା କାରଣରୁ ବର୍ତ୍ତମାନ ଦୋକାନୀ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେବେ
Read More...

+୨ ବିଜ୍ଞାନରେ ଏଥର ଜେଆଇଟିଏମ୍ ଟପ୍ପର ଲିପ୍ସାରାଣୀ ସାହୁ

ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜେଆଇଟିଏମ୍ କଲେଜରେ ଟପ୍ପର ହୋଇଛନ୍ତି ଲିପ୍ସାରାଣୀ ସାହୁ । ସେ ଫିଜିକ୍ସରେ ୯୧, କେମେଷ୍ଟି୍ରରେ ୯୫, ମେଥମେଟିକ୍ସରେ ୯୫ ଏବଂ ବାଇଲୋଜିରେ ୯୫ ମାର୍କ ରଖିଥିବା ବେଳେ ତାଙ୍କ ସଫଳତାକୁ ନେଇ
Read More...